ପ୍ରତିଦିନ ରାତିରେ ଧରନ୍ତୁ ସ୍ୱାମୀଙ୍କର ଏହି ଅଙ୍ଗ, ପୁରା ଘର ହେଇଯିବା କୋଟିପତି- Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି । ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ।

ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ । ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ । ଆଜି ଆମେ ଆପଣଙ୍କୁ କହିବୁ କି ରାତିରେ ସ୍ୱାମୀ ର କେଉଁ ଅଙ୍ଗ କୁ ସ୍ତ୍ରୀ ଛୁଇଁବା ଆବଶ୍ୟକ । ଏବଂ ଏହା ଦ୍ୱାରା ଘରେ ଧନ ର ପ୍ରାପ୍ତି ହୋଇଥାଏ । ଏବଂ ପୁରା ଘରେ ଖୁସି ର ମାହୋଲ ହୋଇ ଯାଇଥାଏ । ଚାଲନ୍ତୁ ସେ ବିଷୟରେ ଜାଣିବା । କିନ୍ତୁ ତା ପୂର୍ବରୁ ଜାଣିନେବା କି ସ୍ଵାମୀ କୁ କେଉଁ ଚାରଟି କଥା ସ୍ତ୍ରୀ ଲୁଚାଇ ଥାଏ ।

୧- ପ୍ରଥମ କଥାଟି ହେଉଛି ନିଜ ଅତୀତ ବିଷୟରେ ନ କହିବା । ଆମେ ନିଜ ଜୀବନ ରେ ଯେତେ ଆଗକୁ ବଢ଼ିଗଲେ ମଧ୍ୟ ନିଜ ଅତୀତ ବିଷୟରେ ସବୁବେଳେ ମନ ଥାଏ । ଏବଂ ସ୍ତ୍ରୀ ମାନେ ନିଜର ପ୍ରଥମ ପ୍ରେମ ବିଷୟରେ ନିଜ ସ୍ୱାମୀ ଙ୍କ ପାଖରେ ଲୁଚାଇ ରଖିଥାନ୍ତି । କାରଣ ସେ ନିଜର ଅତୀତ କୁ ବର୍ତ୍ତମାନ ଉପରେ ପ୍ରଭାବ ପକାଇଦିଆନ୍ତି ନାହିଁ । ୨- ଦ୍ୱିତୀୟ କଥା ଟି ହେଉଛି ନିଜ ବେମର କଥା । ମହିଳା ମାନଙ୍କ ଜୀଵନ ବହୁତ କଷ୍ଟ କର ହୋଇଥାଏ । ସେମାନେ ନିଜର ମାସିକ ଚକ୍ର କୁ ମଧ୍ୟ ସହି ଯାଆନ୍ତି । ଏବଂ ଅତ୍ୟଧିକ ମହିଳା ନିଜ ସ୍ୱାମୀ ଙ୍କ ପାଖରେ ନିଜ ସ୍ୱାସ୍ଥ୍ୟ ସ-ମ୍ବ-ନ୍ଧୀ-ୟ ସ୍ୱଚନା ବିଷୟରେ କୁହନ୍ତି ନାହିଁ କାରଣ ସେ କାହାକୁ ଚିନ୍ତିତ କରିବାକୁ ଚାହାନ୍ତି ନାହିଁ ।

୩- ତୃତୀୟ କଥା ଟି ହେଉଛି ନିଜର ସି-କ୍ରେ-ଟ କ୍ର-ସ । ଆମକୁ ଯେଉଁଠି ବି ପ୍ରେମ ମିଳେ ଆମେ ସେଠିକି ପଳାଉ । ପ୍ରେମ କରିବା ଖ-ରା-ପ ନୁହେଁ । କିନ୍ତୁ ବିବାହ ପରେ ଅ-ନୈ-ତି-କ ସ-ମ୍ପ-ର୍କ କିମ୍ବା ସି-କ୍ରେ-ଟ- କ୍ର-ସ ରଖିବା ଆମ ଭାରତୀୟ ସମାଜ ରେ ନିନ୍ଦନୀୟ । ୪- ଚତୁର୍ଥ କଥା ହେଉଛି ପଇସା ଲୁଚେଇବା । ବହୁତ ମହିଳା ମାନେ ନିଜ ସ୍ୱାମୀ ଙ୍କ ପକେଟ ରୁ ପଇସା ଚୋରି କରି ଦେଇଥାନ୍ତି । ଏହାର କାରଣ ସେ ଭବିଷ୍ୟତ ପାଇଁ ସଞ୍ଚିତ କରି ରଖିଥାନ୍ତି ।

ଏବଂ ତାଙ୍କ ପାଖରେ ସେ ସମସ୍ୟା ର ସମାଧାନ ଥାଏ । ଏବେ ଚାଲନ୍ତୁ ଜାଣିନେବା ସ୍ତ୍ରୀ କୁ ନିଜ ସ୍ୱାମୀ ର କେଉଁ ଅଙ୍ଗ କୁ ଛୁଇଁବା ଉଚିତ । ଆମ ସଂସ୍କୃତି ଅନୁସାରେ ସମସ୍ତ ଘରେ ଆମେ ନିଜ ଗୁରୁଜନ ମାନଙ୍କ ପାଦ ନିଶ୍ଚିତ ଛୁଇଁ ଥାଉ । ଏହି ପରମ୍ପରା ର କାରଣ ଅନେକ ଅଛି । ଶାସ୍ତ୍ର ଅନୁସାରେ ଆମେ ଗୁରୁଜନଙ୍କ ପାଦ ଛୁଇଁଲେ ଆମକୁ ପୁଣ୍ୟ ମିଳିଥାଏ । ଏବଂ ଆମକୁ ଆଶୀର୍ବାଦ ମଧ୍ୟ ମିଳିଥାଏ । ସେହି ଭଳି ନିଜ ସ୍ୱାମୀ ଙ୍କ ପାଦ ମଧ୍ୟ ଛୁଇଁ ବାର ପରମ୍ପରା ରହିଛି । ଏହା ମାନ୍ୟତା ଅଛି କି ସକାଳୁ ଉଠି ସର୍ଵ ପ୍ରଥମେ ନିଜ ସ୍ୱାମୀ ଙ୍କର ପାଦ ଛୁଇଁବା ଉଚିତ ।

ଏବଂ ସନ୍ଧ୍ୟାରେ ସେ ଘରକୁ ଫେରିଲେ ସେତେବେଳେ ମଧ୍ୟ ପାଦ ଛୁଇଁବା ଆବଶ୍ୟକ । ଏହା କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଅଧିକ ପ୍ରେମ ବଢ଼ିଥାଏ ଏବଂ ସ୍ତ୍ରୀ ନିଜ ସ୍ୱାମୀ କୁ ସମ୍ମାନ ମଧ୍ୟ କରିଥାଏ । ଏବଂ ସ୍ୱାମୀ ନିଜ ଦ୍ୱାୟିତ୍ୱ କୁ ମଧ୍ୟ ଭଲରେ ନିଭାଇ ଥାଏ । ଏବଂ ସଂ-ପ-ର୍କ ମଧ୍ୟ ନିବିଡ଼ ଏବଂ ମଜବୁତ ହୋଇଥାଏ । ଏବଂ ଏହି ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ଧନ ର ଯେବେ ଅଭାବ ଦେଖା ଯାଏ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *