ଏହି 5ଟି ରାଶିର ପୁରୁଷଙ୍କୁ ବିବାହ କରି ସାରା ଜୀବନ କାନ୍ଦନ୍ତି ଝିଅମାନେ- Jyotisha Shastra

ସବୁ ଝିଅଙ୍କ ସ୍ଵପ୍ନ ଥାଏ । କି ସେମାନେ ଏହି ଭଳି ପୁରୁଷ କୁ ବିବାହ କରିବେ ଯେଉଁ ମାନେ ତାଙ୍କୁ ଖୁବ ଭଲରେ ରଖିବେ । ଆପଣ ମାନେ ଜାଣି ନିଅନ୍ତୁ କି ଏହି ଭଳି କିଛି ପୁରୁଷ ଅଛନ୍ତି ଯେଉଁ ମାନଙ୍କୁ ପାଇବା ଭାଗ୍ଯର କଥା ହୋଇ ଥାଏ । ଆପଣ ମାନେ ଯଦି ଏହି ଭଳି କେଉଁ ପୁରୁଷ ଙ୍କୁ ଜାଣି ଛନ୍ତି ତେବେ ଏହା ଭଲ ହୋଇ ଥାଏ । ଆଜି ଆମେ ଖିବା କି ଏହି ଭଳି ପୁରୁଷ ମାନେ ନିଜ ସ୍ତ୍ରୀ ର ସବୁ ଧ୍ୟାନ ରଖି ଥାନ୍ତି କିନ୍ତୁ କିଛି ଏହହୀ ଭଳି ପୁରୁଷ ମଧ୍ୟ ଅଛନ୍ତି ।

ଯେଉଁ ମାନେ ବିବାହ କରିବା ଆଗରୁ କିଛି ପୁଅ ମାନ ଦେଖିବା ପାଇଁ ଖୁବ ଭଲ ହୋଇ ଥାନ୍ତି କିନ୍ତୁ ଦେଖିବା ପାଇଁ ଯିବା ତ ଏମାନେ ଖୁବ ବଦଳି ଯାଇଆ ଥାନ୍ତି ବିବାହ ପରେ । ଏମାନଙ୍କ ପ୍ରକୃତ ରୂପ ବିବାହ ପରେ ଦେଖିବା କୁ ମିଳି ଥାଏ । ଆପଣ ମାନେ ଜାଣି ନିଅନ୍ତୁ କି ଏହି ଭଳି ପୁରୁଷ ମାନେ ସବୁ ବେଳେ ନିଜ ଘର ଲୋକଙ୍କ ସମ୍ମାନ କୁ ମଧ୍ୟ ଦେଖି ନଥାନ୍ତି ନିଜ ଆଗରେ । କିମ୍ବା ନିଜ ସ୍ତ୍ରୀ ଙ୍କ ମାର କଷ୍ଟ କୁ ମଧ୍ୟ ଦେଖି ଅଣଦେଖା କରି ଦେଇ ଥାନ୍ତି ।

ଏହି ଭଳି ପରୁଷ ଙ୍କୁ ବିବାହ କରିବା ଖରାପ ହହୋଇ ଥାଏ କିନ୍ତୁ ଏହା କେହି ଜାଣି ନାଥାନ୍ତି । ଆଜି ଆମେ କହିବା ପାଇଁ ଯାଉହଛୁ ଏହି ଭଳି 5 ଟି ନାମର ପୁରୁଷ ଙ୍କ ନାମ ଯେଉଁ ମାନେ ବିବାହ ପରେ ମଧ୍ୟ ସେମାନଙ୍କ ଆଗରେ ବଦଳି ଯାଇ ଥାନ୍ତି ଓ ଏହା ପାଇଁ ଅନେକ ଲୋକମାନେ କଷ୍ଟ ପାଇ ଥାନ୍ତି ଏହା ଜ୍ଯୋତିଷ ଶାସ୍ତ୍ରର ମତ ଅନୁସାରେ ହୋଇ ଥାଏ । ଏହି ର ପ୍ରଥମ ନାମ ହେଉଛି “C” ଏମାନେ ଖୁବ ରାଗି ହୋଇ ଥାନ୍ତି । ତେଣୁ ଏମାନଙ୍କ ସମ୍ପର୍କ ରେ ଖରାପ ଆସି ଯାଏ ।

ଏହା ପରେ “K” ଏମାନେ ଭଲ ହେବାର ରଙ୍ଗ କାଢନ୍ତି କିନ୍ତୁ ଏମାନେ ସମୟ ଆସିଲେ ନିଜର ଅସଲ ରୂପ ଦେଖାଇ ଥାନ୍ତି । ଏହା ପରେ ନାମ ଆସେ “O” ଏମାନେ ବହୁତ ସମୟରେ ନିଜ ସ୍ତ୍ରୀ କୁ ଦବେଇକି ରଖିବା ପାଇଁ ଚେଷ୍ଟା କରି ଥାନ୍ତି । ତେଣୁ ଏହାଙ୍କ ସମ୍ପର୍କ ରେ ପରିସ୍ଥିତି ଖରାପ ହୋଇ ଯାଇ ଥାଏ । “T” ଏମାନେ ବିବାହ କରିବା ପରେ ସ୍ତ୍ରୀ ଙ୍କୁ ସମୟ ଦେଇ ନଥାନ୍ତି ଯାହା ପାଇଁ ଏମାନଙ୍କ ସମ୍ପର୍କ ଖରାପ ହୋଇ ଥାଏ ଏମାନେ ସ୍ତ୍ରୀ କୁ ଆଜାଦୀ ଦେଇ ନଥାନ୍ତି । ଏହା ଅପରେ ନାମ ଆସେ “Y” ଏମାନେ କାହା ସହ ମଧ୍ୟ ଖୁସିରେ ର୍ହୟ ପାରିନଥାନ୍ତି । ତେଣୁ ଏମାନଙ୍କୁ ବିବାହ କରିବା ମାନେ ନିଜର ସମୟ ଓ ଜୀବନ କୁ ନଷ୍ଟ କରିବା ।

Leave a Reply

Your email address will not be published. Required fields are marked *