Jyotish Shastra- ଯଦି ଆପଣଙ୍କ ନାମ ବି S,R,P,B,M,N ଅକ୍ଷରରୁ ଆରମ୍ଭ ହେଉଛି ତାହେଲେ ଆପଣଙ୍କ ପାଇଁ ବଡ ଖୁସିଖବର

ବନ୍ଧୁଗଣ ସାଧାରଣତଃ ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ଜୀବନରେ ଯାହା ସବୁ ଘଟି ଚାଲିଛି ତାହା ସେମାନଙ୍କର ଗ୍ରହର ଚଳନ ପାଇଁ ହେଉଛି । ଆଜିର ସମୟରେ ଆମ ମାନଙ୍କୁ କେତେକ ସମସ୍ଯାର ସମ୍ମୁଖୀନ ହେବାକୁ ପଡୁଛି ।

ମଣିଷ ଜୀବନରେ ଉଭୟ ଦୁଃଖ ଓ ସୁଖ ଆସିଥାଏ ଏହା ଗ୍ରହ ନକ୍ଷତ୍ରଙ୍କ ପରିବର୍ତ୍ତନ ପାଇଁ ହୋଇଥାଏ । ବନ୍ଧୁଗଣ ଏହି ଦୁନିଆରେ ଥିବା ପ୍ରତ୍ୟକ ମଣିଷଙ୍କ ନାମ ତାର ଜନ୍ମକାଳର ଗଣନା ଓ ଗ୍ରହର ସ୍ଥିତିର ଆକାରରେ ରଖାଯାଇଥାଏ ।

ଆପଣ ମାନେ ଏହି କଥା ତ ଜାଣିଥି ବେ ପ୍ରତ୍ୟକ ଅକ୍ଷରରେ ଏକ ଅଲଗା ମହତ୍ଵ ରହିଥାଏ । କିନ୍ତୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅକ୍ଷରର ଲୋକ ମାନଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ସମସ୍ତଙ୍କ ଠାରୁ ବହୁତ ଅଲଗା ହୋଇଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଲୋକ ମାନଙ୍କ ବିଷୟରେ ।

S ନାମର ଲୋକମାନେ- ବନ୍ଧୁଗଣ ଯେଉଁ ଲୋକ ମାନଙ୍କର ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏହି ଲୋକ ମାନେ ନିଜ ସୁନ୍ଦରତା ଦ୍ଵାରା ସାମ୍ନା ବାଲାକୁ ବହୁତ ସହଜରେ ଆକର୍ଷିତ କରିଥାନ୍ତି । ଲଭ ମାମଲାରେ ଏମାନେ ଅଳ୍ପ ଲାଜୁଆ ସ୍ଵଭାବର ହୋଇଥାନ୍ତି । ଏହି ଲୋକମାନଙ୍କ ମନ ବହୁତ ସଫା ହୋଇଥାଏ । ତେଣୁ ଏମାନେ ଲୋକ ମାନଙ୍କର ସାମ୍ନାରେ ସବୁ କଥା କହିଦିଅନ୍ତି ସେଥିପାଇଁ ଲୋକମାନଙ୍କ ଆଗରେ ଏମାନେ ଖରାପ ମଧ୍ୟ ହୋଇଥାନ୍ତି ।

R ନାମର ଲୋକାମାନେ- ବନ୍ଧୁଗଣ ଯେଉଁ ଲୋକ ମାନଙ୍କ ନାମର ପ୍ରଥମ ଅକ୍ଷର Rରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏହି ଲୋକମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ପାଇଥାନ୍ତି । ଏହି ଲୋକ ମାନଙ୍କର ସାଙ୍ଗ ବହୁତ ରହିଥାନ୍ତି । ଏମାନଙ୍କର ସ୍ଵଭାବରେ ଅନ୍ୟ ମାନେ ଆକର୍ଷିତ ହୋଇଥାନ୍ତି । ଏହି ଲୋକମାନେ ବହୁତ ସୁନ୍ଦର ଓ ଆକର୍ଷିତ ହୋଇଥାନ୍ତି । ଏହା ସହିତ ଏମାନେ ନିଜ ଜୀବନରେ ନିଜ ପରିବାରକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି ।

P ନାମର ଲୋକମାନେ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି P ନାମର ଲୋକାମାନେ । ଯେଉଁ ଲୋକ ମାନଙ୍କର ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଜୀବନରେ ବହୁତ ଉନ୍ନତି କରିଥାନ୍ତି । ଏହି ଲୋକ ମାନେ ନିଜ ଜୀବନ ସହ ଜଡିତ ରହସ୍ୟ ଗୁଡିକ କାହା ଆଗରେ ସେୟାର କରିନଥାନ୍ତି । ଏହି ଲୋକ ମାନଙ୍କୁ କେବଳ ନିଜ ଲକ୍ଷକୁ ହାସଲ କରିବା ପାଇଁ ଇଛା ରହିଥାଏ । ଏହା ସହିତ ଏମାନେ ବହୁତ ଦୟାଳୁ ସ୍ଵଭାବର ହୋଇଥାନ୍ତି ଓ ଏମାନେ ସମସ୍ତଙ୍କୁ ସାହାର୍ଯ୍ୟ କରିଥାନ୍ତି ।

M ନାମର ଲୋକମାନେ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି M ନାମର ଲୋକମାନେ । ଯେଉଁ ଲୋକ ମାନଙ୍କର ନାମର ଆରମ୍ଭ M ରୁ ହୋଇଥାଏ ସେମାନେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି । ଏହି ଲୋକମାନେ କେବେକେବେ ନିଜ ବିଚାର ଅନ୍ୟ କାହାକୁ କହିବା ଦ୍ଵାରା ବହୁତ ଥର ଫସି ମଧ୍ୟ ଯାନ୍ତି । ଏହି ଲୋକମାନେ ନିଜକୁ ସବୁଠାରୁ ଅଧିକ ପ୍ରେମ କରିଥାନ୍ତି । ଏମାନେ ସବୁବେଳେ ନିଜ ବିଷୟରେ ଚିନ୍ତା କରିଥାନ୍ତି । ହେଲେ ଏମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ କାରଣ ଏମାନେ କେବେହେଲେ କାହାର ଅମଙ୍ଗଳ ଚିନ୍ତା କରିନଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *