ଏହି Bollywood ଅଭିନେତ୍ରୀ ଯିଏ Lockdown ରେ ହେଲେ Pregnant

କାରୋନା ମହାମାରୀ ସମୟରେ ବହୁତ ଲୋକଙ୍କୁ ଅସୁବିଧାରେ ପକାଇଛି । କିନ୍ତୁ ଏହି ସମୟରେ ବଲ୍ଲୀଉଡର କିଛି ସେଲିବ୍ରେଟି ମାନେ ଘର ଭିତରେ ବହୁତ ଖୁସି ଅଛନ୍ତି କାରଣ ସେମାନେ ଲକଡାଉନରେ ଗର୍ଭବତୀ ଅଛନ୍ତି । ଆସନ୍ତୁ ଜାଣିବା ଏମିତି କିଛି ସେଲିବ୍ରେଟିଙ୍କ ବିଷୟରେ ।

ସାଗରିକା ଘାଟଗେ :- ଭାରତୀୟ କ୍ରିକେଟର ଜାହିର ଖାନ ଓ ସାଗରିକା ତାଙ୍କର ପ୍ରଥମ ଛୁଆକୁ ସ୍ଵାଗତ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଜାହିର ଏବେ ଆଇପିଏଲ ଖେଳିବା ପାଇଁ ମୁମ୍ବାଇରେ ଅଛନ୍ତି ଆଉ ସାଗରିକା ମଧ୍ୟ ତାଙ୍କ ସହିତ ଅଛନ୍ତି । ଦୁଇ ଜଣଙ୍କ ସାଙ୍ଗ ସାଥି ମଧ୍ୟ କହିଛନ୍ତି ଦୁଇଜଣ ବାପା ମା ହେବାକୁ ଯାଉଛନ୍ତି ।


ଅମୃତା ରାଓ :- ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ଅମୃତା ରାଓ । ଆଉ ତାଙ୍କର ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ ତାଙ୍କ ସ୍ବାମୀଙ୍କ ସହିତ ହସ୍ପିଟାଲରେ ଥିବାର ଦେଖାଯାଉଛନ୍ତି ।

ଏହି ଫୋଟୋରେ ତାଙ୍କର ବେବୀ ବମ୍ପ ପୁରା ଭାବରେ ଦେଖାଯାଉଛି । ସାତ ବର୍ଷ ଦୁଇଜଣ ଡେଟ କରିବାପରେ ଅମୃତା ଅନମୋଲ ୧୫ ମେ ୨୦୧୬ରେ ବିବାହ କରିଛନ୍ତି । ଏବେ ଦୁଇଜଣ ନିଜର ଛୁଆକୁ ସ୍ଵାଗତ କରିବାକୁ ପ୍ରସ୍ତୁତ ଅଛନ୍ତି ।


କରିନା କପୁର :- ବଲିଉଡର ବେବୋ ମାନେ କରିନା କପୁର ପୁଣି ଦିତୀୟ ସନ୍ତାନର ମା ହେବାକୁ ଯାଉଛନ୍ତି । ଏହି କଥା କରିନା ଓ ସଇଫ ନିଜେ କହିଛନ୍ତି । ଏହି କଥା ସେ ସ୍ପଷ୍ଟ କରିଥିଲେକି ତାଙ୍କ ଘରକୁ ଗୋଟିଏ ନୂଆ ସଦସ୍ୟ ଆସୁଛନ୍ତି ବୋଲି । ଆଉ ନିଜ ଘର ଲୋକଙ୍କ ସହିତ ବହୁତ ଭଲ ସମୟ କଟାଉ ଛନ୍ତି ।


ଅନୁଷ୍କା ସର୍ମା :- ଭାରତୀୟ କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ନୂଆ ସଦସ୍ୟର ଅପେକ୍ଷା କରିଛନ୍ତି । ବିରାଟ ଏହି ନ୍ଯୁଜ ସେୟାର କରି କହିଥିଲେ ସେ ବହୁତ ଜଲ୍ଦି ତିନି ହେବାକୁ ଯାଉଛନ୍ତି । ଜାନୁଆରୀ ୨୦୨୧ରେ ସେ ତାଙ୍କ ପ୍ରଥମ ପିଲାକୁ ଜନ୍ମ ଦେବାକୁ ଯାଉଛନ୍ତି । ବିରାଟ ମଧ୍ୟ ଏହି ସମୟରେ ତାଙ୍କ ଟିମ ଆରସିବି ସହିତ ଦୁବାଇରେ ଆଇପିଏଲ ଖେଳୁଛନ୍ତି ଶେଠୀ ଅନୁଷ୍କା ମଧ୍ୟ ଅଛନ୍ତି ।


ତିଜେ ସିନ୍ଧୁ :- ଛୋଟ ପରଦାରେ ପ୍ରସିଦ୍ଧ ଅଭିନେତ୍ରୀ ନିଜେ ଟିଜେ ସିନ୍ଧୁ ନିଜ ତୃତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଟିଜେ ଓ କରନଭିର ଭୋରାତନଙ୍କ ଘରକୁ ନୂଆ ସଦସ୍ୟ ଆସିବେ ବୋଲି ସେୟାର କରିଛନ୍ତି । ତାଙ୍କର ଦୁଇଟି ଯାଁଳା ଝିଅ ଅଛି । ଏହି ଦୁଇଟି ଝିଅଙ୍କ ଜନ୍ମ ୨୦୧୬ରେ ହୋଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *