ଏହି ୪ ଟି କାରଣ ପାଇଁ ପୁରୁଷମାନେ ବିବାହିତ ମହିଳାଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ସ୍ତ୍ରୀ ଲୋକଙ୍କ ପ୍ରତି ପୁରୁଷମାନେ ଆକର୍ଷିତ ହେବା ନର୍ମାଲ କଥା । କିନ୍ତୁ ଏହି କିଛି ତଳେ ହୋଇଥିବା ଗୋଟେ ସର୍ବେ ଅନୁସାରେ ପୁରୁଷଙ୍କ ରୁଚି କୁଆଁରି ଝିଅମାନଙ୍କ ଅପେକ୍ଷା ବିବାହିତ ସ୍ତ୍ରୀମାନଙ୍କ ପ୍ରତି ଅଧିକ ହୋଇଥାଏ । ଆପଣ ଏହି କଥା ଜାଣି ଆଶ୍ଚର୍ଯ୍ୟ ହେଉଥିବେ , କିନ୍ତୁ ଏହି କଥା ସତ , ଏକ ରିସର୍ଚ୍ଚରୁ ଜଣା ପଡ଼ିଛି କି ପୁରୁଷମାନେ ବିବାହିତ ମହିଳାଙ୍କ ପ୍ରତି ଆକର୍ଷିତ ହେବାର ମୁଖ୍ୟ କାରଣ କଣ ଅଟେ ଓ କାହିଁକି ?

ଅଧିକାଂଶ ପୁରୁଷ ସୀଙ୍ଗିଲ ଝିଅମାନଙ୍କ ଅପେକ୍ଷା ବିବାହିତ ସ୍ତ୍ରୀ ଲୋକଙ୍କ ସହିତ ଡେଟରେ ଯିବାକୁ ଅଧିକ ପସନ୍ଦ କରିଥାନ୍ତି , ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏମିତି କଣ ଅଛି ବିବାହିତ ମହିଳାଙ୍କ ଠାରେ ଯାହା ସୀଙ୍ଗିଲ ମହିଳାଙ୍କ ପାଖରେ ନାହିଁ ।

ଏକ ସର୍ବେ ଦ୍ଵାରା ଏହା ଜଣା ପଡ଼ିଛି କି ପୁରୁଷଙ୍କୁ ଏମିତି ଲାଗିଥାଏ କି ସିଙ୍ଗଲ ଝିଅମାନଙ୍କ ଠାରୁ ବିବାହିତ ମହିଳାମାନଙ୍କ ତୁଳନାରେ ଆତ୍ମବିଶ୍ବାସ ର ଅଭାବ ରହିଥାଏ , ପୁରୁଷଙ୍କୁ ଆତ୍ମବିଶ୍ବାସ ଭରି ହୋଇଥିବା ଝିଅମାନେ ଅଧିକ ପସନ୍ଦ ଆସିଥାନ୍ତି , ଏମିତିରେ ବିବାହିତ ମହିଳାଙ୍କ ଠାରେ ଆତ୍ମବିଶ୍ବାସ ରହିବା ତାଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ , ପୁରୁଷଙ୍କର ଏହା କହିବା କଥା କି ସୀଙ୍ଗିଲ ଝିଅ ତୁଳନାରେ ବିବାହିତ ସ୍ତ୍ରୀ ସବୁ ପରିସ୍ଥିତି କୁ ଠିକ ସେ ବୁଝି ତାର ସାମ୍ନା କରିବା ଶିଖି ଯାଇ ଥାଆନ୍ତି ।

ସିଙ୍ଗଲ ମହିଳାଙ୍କ ତୁଳନାରେ ବିବାହିତ ସ୍ତ୍ରୀ ଲୋକଙ୍କୁ ପୁରୁଷ ଅଧିକ ଆକର୍ଷକ ମାନିଥାନ୍ତି । ସବୁ ଝିଅଙ୍କର ବିବାହ ପରେ ତାଙ୍କ ମଧ୍ୟରେ ହର୍ମୋନାଲ୍ ଚେଞ୍ଜେସ ଆସିଥାଏ । ଏହି ଚେଞ୍ଜେସ ପାଇଁ ତାଙ୍କ ଚେହେରା ଅଧିକ ଗ୍ଲୋଇଙ୍ଗ ଓ ସୁନ୍ଦର୍ ଦେଖା ଯାଇଥାଏ । ରିସର୍ଚ ଅନୁସାରେ ବିବାହିତ ଝିଅମାନେ ହସମୁଖ ସ୍ୱଭାବର ହୋଇଥାନ୍ତି ଓ ସମସ୍ତଙ୍କୁ ଖୁସିରେ ରଖିବା ଭଲସେ ଜାଣିଥାନ୍ତି । ଏହି ଅଭ୍ୟାସ ତାଙ୍କର ପୁରୁଷଙ୍କୁ ଦିୱାନା କରିଥାଏ ।

ପୁରୁଷଙ୍କ ଅନୁସାରେ ସୀଙ୍ଗିଲ ଝିଅମାନଙ୍କ ଠାରେ ଆଟିଚ୍ୟୁଡ ଓ ଇଗୋ ବହୁତ ମାତ୍ରାରେ ଭରି ରହିଥାଏ କିନ୍ତୁ ବିବାହିତ ମହିଳାଙ୍କ ଠାରେ ଚିନ୍ତା କରିବା ଓ ବୁଝିକି ବିଚାର କରିବା ଶକ୍ତି ଅଧିକ ମାତ୍ରାରେ ଥାଏ ଯେଉଁ କାରଣରୁ ସେ ଗୋଟେ ଭଲ କେୟାରିଙ୍ଗ ପାର୍ଟନର ପ୍ରମାଣିତ ହୋଇଥାନ୍ତି । ରିସର୍ଚ ଅନୁସାରେ ବିବାହ ପରେ ସବୁ ଝିଅ କେୟାରିଙ୍ଗ ନେଚରର ହୋଇ ଯାଇଥାନ୍ତି, ତାଙ୍କୁ ତାଙ୍କ ପରିବାରର ଚିନ୍ତା ରହିଥାଏ । ଏମିତି କୁହାଯାଏ କି ବିବାହ ପରେ ସବୁ ଝିଅ ପରିବାରର ଦାୟିତ୍ଵକୁ ବହୁତ ବୁଝିଥାନ୍ତି ଓ ସୁଖ ଦୁଃଖରେ ନିଜ ଲୋକଙ୍କର ସାଙ୍ଗରେ ରହିବା ଭଲସେ ଜାଣିଥାନ୍ତି , ବିବାହିତ ସ୍ତ୍ରୀ ଲୋକଙ୍କର ଏହି ସ୍ଵଭାବ ପୁରୁଷଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ ।

ଯେଉଁଠି ଗୋଟେ ପଟେ ସୁନ୍ଦର୍ ଝିଅମାନେ ନିଜ ଭିତରେ ହଜିକି ରହିଥାନ୍ତି ଓ ସବୁ କଥାରେ ଜିଦି କରିଥାନ୍ତି ଓ ସେଇଠି ଦ୍ଵିତୀୟ ପଟେ ବିବାହିତ ଝିଅମାନେ ନିଜ ଘର ଓ ବାହାର କାମକୁ ଭଲସେ ହ୍ୟାଣ୍ଡେଲ କରିବା ଜାଣିଥାନ୍ତି । ସେ ତାଙ୍କ ଚାକିରିର ଦାୟିତ୍ଵ ମଧ୍ୟ ଭଲ ସେ ନେଇପାରିବା ଜାଣିଥାନ୍ତି । ଏତେ କଷ୍ଟ ହେବାପରେ ମଧ୍ୟ ସେ ତାଙ୍କ ସାଥିକୁ କେବେ କୁହନ୍ତି ନାହିଁ ଓ ନିଜର ମିଠା ହସ ଦ୍ଵାରା ତାଙ୍କ ମନ କିଣି ନିଅନ୍ତି , ଅସୁବିଧାରେ ହସୁଥିବା ମହିଳା ମାନେ ପୁରୁଷଙ୍କୁ ବହୁତ୍ ପସନ୍ଦ ଆସିଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *