ମହାଦେବଙ୍କ ଅଂଶ ହୋଇଥାନ୍ତି ଏହି 6 ଟି ନାମର ଲୋକ, ଏମାନଙ୍କ ସହ ଶତ୍ରୁତା ପଡିବ ଭାରି

ମହାଦେବ ତାଙ୍କ ଭକ୍ତ ମାନଙ୍କୁ ସବୁ ବେଳେ ନିଜ ଛତ୍ର ଛାୟା ରେ ରଖି ଥାନ୍ତି । ସେ ସବୁ ବେଳେ ନିଜ ଭକ୍ତ ମାନଙ୍କୁ ସବୁ ବେଳେ ନିଜ କୃପା ଦ୍ରୁଷ୍ଟି ରେ ରଖି ଥାନ୍ତି । କେବେ ଭି ସେ ନିଜ ଠାରୁ ଦୂରେଇ ଦେଇ ନଥାନ୍ତି ସେମାନଙ୍କୁ । କିଛି ଏଭଳି ନାମର ଲୋକମାନେ ଅଛନ୍ତି ଯେଉଁ ମାନଙ୍କ ଉପରେ ଭଗବାନ ଶିବଙ୍କ ଦୟା ସବୁ ବେଳେ ରହି ଥାଏ ।

ତେବେ ଆସନ୍ତୁ ଜାଣିବା କି ଏହି ନାମର ଲୋକ ମାନେ କିଏ କିଏ ଅଟନ୍ତି । ପ୍ରଥମ ନାମ ହେଉଛି “A” ମହାଦେବ ଏହି ନାମର ଲୋକମାନଙ୍କ ଉପରେ ଖୁବ ଦୟା କରି ଥାନ୍ତି । ମହାଦେବ ଏହି ନାମର ଲୋକମାନଙ୍କୁ ସବୁ ବେଳେ ନିଜ କୃପା ଦ୍ରୁଷ୍ଟି ରଖି ଥାନ୍ତି । ଏହି ନାମରେ ଥିବା ଲୋକମାନେ ଖୁବ ଅଧିକ ଖୁବ ଭଲ ପରିଣାମ ପାଇ ଥାନ୍ତି ।

ଏହା ପରେ ନାମ ଆସେ “R” ନାମର ଲୋକମାନେ ଏହି ନାମର ଲୋକମାନଙ୍କ ଉପରେ ସବୁବେଳେ ମହାଦେବ ଙ୍କର ଦୟା ରହିବ । ଏହି ରାଶିର ଲୋକମାନେ ଖୁବ କମ ସମୟରେ ଭଗବାନ ଶିବଙ୍କୁ ପ୍ରସନ୍ନ ହୋଇ ପାରନ୍ତି । ଏହି ଲୋକାମନଙ୍କ ସହ ସବୁବେଳେ ମହାଦେବ ଥାନ୍ତି ।

ତୃତୀୟ ଅକ୍ଷର ହେଉଛି “J” ନାମ ର ଲୋକମାନେ । ଏହି ନାମର ଲୋକମାନଙ୍କ ସହ କେହି ଶ-ତ୍ରୁ-ତା କାଲେ ସେମାନଙ୍କ ଖ-ରା-ପ ସମୟ ଚାଲିବା ଆରମ୍ଭ ହୋଇ ଯାଏ । ଏହି ରାଶିର ଲୋକମାନେ ସବୁ ବେଳେ ନିଜକୁ ସୁ-ର-କ୍ଷି-ତ ଅନୁଭବ କରିବେ କାରଣ ଏମାନଙ୍କ ଉପରେ ମହାଦେବ ଙ୍କ ଆଶିଷ ରହି ଥାଏ ।

ଏହା ପରେ ନାମ ଆସେ “P” ନାମର ଲୋକମାନଙ୍କ ଉପରେ ମହାଦେବ ସବୁ ବେଳେ ଖୁସି ରୁହନ୍ତି । ଏହି ନାମରେ ଥିବା ଲୋକମାନେ ସବୁ ବେଳେ ସତ କହିଥାନ୍ତି ଏମାନଙ୍କ ମନରେ କିଛି ଖ-ରା-ପ ନ ଥାଏ । ତେଣୁ ମହାଦେବ ତାଙ୍କୁ ସବୁ ପରୀକ୍ଷାରୁ ର-କ୍ଷା କରି ଥାନ୍ତି ।

ଏହା ପରେ ନାମ ଆସେ “S” ନାମର ଅକ୍ଷର ରେ ଥିବା ଲୋକମାନଙ୍କ ପାଇଁ ମହାଦେବ ସବୁ ବେଳେ ନିଜ କୃପା ରଖି ଥାନ୍ତି । ଏହି ନାମରେ ଥିବା ଲୋକମାନେ ନିଜର ପ୍ରତିନିଧି କୁ ନିଜେ ନେଇ ଥାନ୍ତି ଏମାନେ ନିଯକୂ ସବୁ ବେଳେ ସବୁ ବି-ପ-ଦ ପାଇଁ ପ୍ରସ୍ତୁତ ରଖିଥାନ୍ତି । ତେଣୁ ମାହା ଦେବ ସେମାନଙ୍କ ଉପପରେ ନିଜ କୃପା ଦ୍ରୁଷ୍ଟି ରଖି ଥାନ୍ତି ।

ଏହା ପରେ ନାମ ଆସେ “M” ଲୋକମାନଙ୍କର ଏହି ନାମେ ଲୋକମାନେ ଖୁବ ଧାର୍ମିକ ପ୍ରକୃତିର ହୋଇ ଥାନ୍ତି । ଏହି ନାମର ଲୋକମାନେ ଯେଉଁ କାମ କରନ୍ତୁ ପୁରା ମନରୁ କରି ଥାନ୍ତି । ତେଣୁ ଏହି ଭଳି ଲୋକ ମାନଙ୍କ ଉପରେ ଭଗବାନ ଶିବଙ୍କ କୃପା ସବୁ ବେଳେ ରହି ଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *