ଜୁଲାଇ ମାସରେ 5ଟି ରାଶିର ବଦଳିବ ଭାଗ୍ୟ, ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ ? Jyotisha Shastra

ଜୁଲାଇ ମାସରେ ଗ୍ରହ ମାନଙ୍କ ପରିବର୍ତ୍ତନ, ଗ୍ରହ ମାନଙ୍କର ଗୋଚର କେଉଁ ରାଶି ମାନଙ୍କ ପାଇଁ ଶୁଭ ଫଳ ଓ କେଉଁ ରାଶି ମାନଙ୍କ ପାଇଁ ସାବଧାନତା ଆଣିବ ଆଜି ଆପଣ ତାହା ଜାଣିବେ । ଏଥିରେ ୧୨ ଟି ରାଶି ସମ୍ଭନ୍ଧ ରେ କୁହା ଯାଇଛି ପ୍ରଥମେ ମେଷ ରାଶି ।

ଏହି ରାଶି ପାଇଁ ଆସନ୍ତା ଜୁଲାଇ ମାସ ଟି ର ଫଳାଫଳ ମଧ୍ୟମ ରହିବ । ବ୍ୟସ୍ତତା ମଧ୍ୟ ରେ ମାସ ଟି କଟିବ, କିଛି କାର୍ଯ୍ୟ ସଫଳ ମଧ୍ୟ ହେବ । ଦୂର ଭ୍ରମଣ ମଧ୍ୟ କରିବେ, ପରିବାର ରେ ସୁଖ ଶାନ୍ତି ରହିବ, ଚାକିରୀରେ ପଦୋନ୍ନତି ହେବ, କିନ୍ତୁ ବ୍ୟବସାୟ ରେ ଋଣ ଓ ପଢ଼ାରେ କିଛି କଷ୍ଟ ଅନୁଭବ କରିବେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ।

ବୃଷ ରାଶି – ମାସଟି ଆପଣଙ୍କ ପାଇଁ ଶୁଭ ଅଟେ । ଶରୀର ସୁସ୍ଥ ରହିବ । କାର୍ଯ୍ୟରେ ସଫଳତା ମଧ୍ୟ ପାଇବେ । ବିଦେଶ ବା କୌଣସି ସ୍ଥାନକୁ ଭ୍ରମଣ କରିବା ସମୟରେ କିଛି ବାଧା ସୃଷ୍ଟି ହୋଇ ପାରେ । କିଛି ବି-ପ-ଦ ଆସିପାରେ ସାବଧାନ ରହିବେ ।

ମିଥୁନ ରାଶି – ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇ ପାରେ । ଖାଦ୍ୟପେୟ ରେ ଅପ୍ରକୁତିକ ବୋଧ ହେବ । କାର୍ଯ୍ୟ କ୍ଷେତ୍ର ରେ କିଛି ବି-ପ-ଦର ସମ୍ମୁଖୀନ ହୋଇ ପାରନ୍ତି । ଶରୀର ଅସୁସ୍ଥ ଓ ମନ ଅଶାନ୍ତିରେ ରହିବ ।

କର୍କଟ ରାଶି – ପୈତୃକ ସମ୍ପତିରୁ ଲାଭବାନ ହେବେ । ଶତ୍ରୁ ଜୟ ହେବେ । କିନ୍ତୁ କୌଣସି ରୋଗ ରେ ଆପଣ କଷ୍ଟ ପାଇ ପାରନ୍ତି । ଚାକିରୀ କ୍ଷେତ୍ରରେ କିଛି ନୂଆ କାର୍ଯ୍ୟ କରିବେ । ମାସଟି ମିଶ୍ରିତ ଫଳ ଦେବ ।

ସିଂହ ରାଶି – ମାସଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କ ସାହାର୍ଯ୍ୟ ଲୋଡିବେ । ପାରିଵରରେ ପ୍ରୀତି ଭାବ ଦେଖାଯିବ । ବ୍ୟବସାୟ ଓ ପାଠପଢ଼ା ରେ ଫଳ ଉତ୍ତମ ରହିବ ।

କନ୍ୟା ରାଶି – ଆପଣ ଏହି ମାସରେ ବିଭିନ୍ନ ଉପାୟରେ ଧନ ଅର୍ଜନ କରିବେ,କିନ୍ତୁ ସନ୍ତାନକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟ ସାଧାରଣ ରହିବ । ଶରୀର ସୁସ୍ଥ ରହିବ । ମାସଟି ବ୍ୟସ୍ତତା ରେ କଟିବ ।

ତୁଳା ରାଶି-ମାସଟି ମଧ୍ୟମ ରହିବ । ବନ୍ଧୁଙ୍କ ଭିତରେ ମତାନ୍ତର ହୋଇପାରେ । ଯାନ ବାହନ କ୍ରୟ ରେ ଆପଣ ମନ ଦେବେ । ବ୍ୟବସାୟ ଓ ପଢ଼ାରେ ଫଳ ଉତ୍ତମ ରହିବ । ଶରୀର ସୁସ୍ଥ ରହିବ ।

ବିଛା ରାଶି – ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ । ଶରୀର ଅସୁସ୍ଥ ରହିପାରେ, ଆକସ୍ମିକ ଦୁର୍ଘଟଣା ର ଭୟ ମଧ୍ୟ ଅଛି । ମାସଟି ର ଫଳ ଶୁଭ ଅଟେ । ଵ୍ୟଵସାୟ ରେ ଉନ୍ନତି ହେବ । ଆୟ ମଧ୍ୟ ଅଧିକ ହେବ ।

ଧନୁ ରାଶି – ଏହି ମାସଟିରେ ଆପଣ ବିଭିନ୍ନ ଚିନ୍ତାରେ ବୁଡ଼ି ରହିବେ । ଆୟ ବଢିବ କିନ୍ତୁ ଆପଣ ଚିନ୍ତିତ ରହିବେ । ଚକିରୀ ରେ ଉଦାର ଭାବ, ପାରିବାରିକ ସ୍ୱଚ୍ଛଳ ଓ ଵ୍ୟବସାୟରେ ଉତ୍ତମ ଫଳ ପାଇବେ । ଆପଣଙ୍କର ଏହି ମାସଟି ସାଧାରଣ ରହିବ ।

ମକର ରାଶି – ଆପଣ ବ୍ୟବସାୟ ରେ ଲାଭ ରହିବେ । ଆଭ୍ୟନ୍ତରୀଣ ରୋଗ ରେ ପୀଡିତ ହୋଇପାରନ୍ତି । ପରିବାରେ ଅଶାନ୍ତି ଲାଗି ରହିବ । ମାସଟି ଆପଣଙ୍କ ପାଇଁ ମଧ୍ୟମ ଅଟେ ଆୟ ବୃଦ୍ଧି ହେବ ।

କୁମ୍ଭ ରାଶି – ମାସଟି ଆପଣଙ୍କ ପାଇଁ ଅଶୁଭ ଅଟେ । ପାରିବାରିକ ଅଶାନ୍ତି ରହିବ ଶରୀର ଅସୁସ୍ଥ ରହିବ । ଆୟ ଠୁ ବ୍ୟୟ ଅଧିକ ହେବ ।

ମୀନ ରାଶି- ଆପଣଙ୍କ ଏହି ମାସ ଶୁଭ ରହିବ । ଆପଣଂକ ର ଆୟ ବୃଦ୍ଧି ପାଇବ । ଆପଣଙ୍କ ର ପାରିବାରିକ ଜୀବନ ସୁଖମୟ ହେବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *