ଚାଣକ୍ୟ ତାଙ୍କ ନୀତି ବାନୀକୁ ଏକ ପୁସ୍ତକରେ ଲେଖି ରଖିଛନ୍ତି ଏହାକୁ ଚାଣକ୍ୟ ନୀତି ବୋଲି କୁହା ଯାଏ । ଏହହୀ ନୀତି ଅନୁସାରେ ଆମେ ଦେଖିବା ପାଇଁ ଗଲେ ଅନେକ କଥା ଶିଖିବା ପାଇଁ ଅଛି । ଚାଣକ୍ୟ ତାଙ୍କ ପୁସ୍ତକରେ କହିଛନ୍ତି କି ଜଡ ଏକ ଲୋକ ସହସ୍ର ପୁସ୍ତକ ପଢି ନିଜକୁ ବିଦ୍ଵାନ ବୋଲି କହିଥାଏ ତେବେ ସେ କେବେ ହେଲେ ବିଦ୍ଵାନ ହୋଇ ନ ଥାଏ ।
କାରଣ ହେଉଛି କି ଯେଉଁ ବ୍ୟକ୍ତି ବିନା ସଦ୍ଗୁରୁ ଜ୍ଞାନ ଆହରଣ କରେ ସେ ଏକ ଅନାଥ ପିଲା ଭଳି ହୋଇଥାଏ ଯେ କି ସମାଜରେ ଜେଭଳି କେହି ଆପଣେଇ ନଥାନ୍ତି ସେହି ଭଳି ଜ୍ଞାନୀ କୁ ମଧ୍ୟ କେହି ସଭାରେ ଆପଣେଇ ନ ଥାନ୍ତି । ଚାଣକ୍ୟ କହିଛନ୍ତି କି ଯଦି ଆପଣ କାହାଠାରୁ ସାହାଜ୍ଯ ପାଉଛନ୍ତି ତେବେ ଆପଣ ତାକୁ ସାହାଜ୍ଯ ଫେରାଇବା ଉଚ୍ଚିତ ଅଟେ । କିନ୍ତୁ ଯଦି ଆପଣ କାହାଠାରୁ ଶତ୍ରୁତା ପାଇ ଛନ୍ତି ତେବେ ଆପଣ ମଧ୍ୟ ତା ସହ ଖରାପ କରି ପାରିବେ ଏଥିରେ କିଛି ପାପ ନଥାଏ ।
ଲୋକମାନେ ସେଇ ଜିନିଷ ଦେଖି ଥାନ୍ତି ଯିଏ କି ତାଙ୍କୁ ମିଳିପାରିବ କିନ୍ତୁ ଆମେ ଯେଉଁ ଜିନିଷ ଦେଖି ପାରୁନା କିମ୍ବା ଯେଉଁ ଜିନିଷ ପାଇବା ଆମ ପାଇଁ ଅସମ୍ଭବ ଥାଏ ତାକୁ ମଧ୍ୟ ଆମେ ପାଇ ପାରିବୁ ଯଦି ଆମେ ଏହା ପାଇଁ ତପସ୍ଵା କରିବା । କାରଣ ତପସ୍ଵା ଠାରୁ ବଡ କିଛି ନାଇ । ଯଦି ଆପଣଙ୍କ ପାଖେ ଲୋବ୍ଭା ଅଛି ତେବେ ଏହାଠାରୁ ବଡ ଖରାପ ଗୁଣ ଆଉକିଛି ନାଇ । ଯଦି ନିନ୍ଦା ଅଛି ତ ତାଠାରୁ ବଡ ପାପ ନାଇ ।
ଯଦି ସତ୍ୟ ଅଛି ତ ତାକୁ କେବେବି ତପ କରିବାର ଆବଶ୍ୟକତା ରହିବନି । ଯାହାର ମନରେ କିଛି ନ ଥାଏ ତାକୁ ତୀର୍ଥ ଯାତ୍ରାର ଆବଶ୍ୟକତା ନଥାଏ । ଯଦି ମାନନିଶର ସ୍ଵଭାବ ଭଲ ଅଛି ତ ଆଉ କେଉଁ ଗୁଣର ଆବଶ୍ୟକତା ନଥାଏ । ଯଦି ଆପଣଙ୍କ ପାଖେ କୀର୍ତ୍ତି ଅଚ୍ଛିତ ଅଳଙ୍କାର ର ଆବଶ୍ୟକତା ନଥାଏ । ଯଦି ବ୍ୟବହାରିକ ଜ୍ଞାନ ଅଚ୍ଛିତ ସମ୍ପତି ର ଆବଶ୍ୟକତା ନଥାଏ । ଯଦି ଆପଣ ଅପମାନିତ ହୋଇଛନ୍ତି ତାହେଲେ ମୃତ୍ୟୁ ରୁ ଭୟଙ୍କର ନୁହେଁ ।
ସମୁଦ୍ର ସବୁ ସମପତିର ଜନକ ଅଟନ୍ତି ସେ ମା ଲକ୍ଷ୍ମୀ ଙ୍କର ପିତା ଓ ଶଙ୍ଖ ଙ୍କ ପିତା ଅଟନ୍ତି । ମା ଲକ୍ଷ୍ମୀ ଶଙ୍ଖର ଭଉଣୀ ଅଟନ୍ତି କିନ୍ତୁ ଯେଉଁ ମାନେ ଭିକ ମାଗନ୍ତି ସେମାନେ ଶଙ୍ଖ ଧରିକି ବୁଲନ୍ତି କାରଣ ଯିଏ ଆଗ ଦେବ ସେ ଆଗ ପାଇବ । ଯେତେବଳେ ମଣିଷ ପାଖରେ ଶକ୍ତି ନଥାଏ ତ ସେ ସାଧୁ ହୋଇଯାଏ । ଯେତେବେଳେ ମଣିଷ ପାଖେ ଧନ ରୁହେନୀ ସେ ବ୍ରହ୍ମଚାରି ହୋଇଯାଏ ।
ଯଦି ରୋଗିଣା ହୋଇଯାଏ ତ ଭଗବାନଙ୍କ ଭକ୍ତ ହୋଇଯାଏ । ଯଦି ସ୍ତ୍ରୀ ବୁଦ୍ଧହୀ ହୋଇଯାଏ ତ ସ୍ଵାମୀ ପଟି ସମର୍ପିତ ହୋଇଯାଏ । ସାପର ଦଂସନ ରେ ବିଶ ଅଛି, ବିଚାର ଲାଞ୍ଜରେ ବିଶ ଅଛି, ହିରାର ମୁହଁରେ ବିଶ ଅଛି ମାତ୍ର ଖରାପ ଲୋକମାନେ ପୁରା ବିଷାକ୍ତ ଥାନ୍ତି । ଯେଉଁ ସ୍ତ୍ରୀ ନ୍ନିଜ ସ୍ବାମୀଙ୍କ ସମ୍ମତି ବିନା ଉପାସ କରିଥାଏ ଓ ନିଜ ସ୍ବାମୀଙ୍କ ବିନା ବ୍ରତ କରିଥାଏ ସେ ତାର ଆୟୁଷ ନଷ୍ଟ କରିଥାଏ ଓ ନର୍କ କୁ ଯାଇଥାଏ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।