କୋଟି କୋଟି ଟଙ୍କାର କରଜ ବି ହୋଇଯିବ ଛାଡ, କୌଣସି ବି ଦିନ ହନୁମାନ ମନ୍ଦିରରେ ଚଢାନ୍ତୁ ଏହି 1 ଜିନିଷ

ଆମ ଜୀବନରେ ଅନେକ ସମସ୍ଯା ମାନ ଅଛି । ଯେଉଁଥିରେ ଆମେ ଏକ ଜିନିଷ ଜାଣିବା କଥା କି ଆମେ କେଉଁ କାମ ଦ୍ଵାରା ଆଜି ଏତେ କଷ୍ଟ କିମ୍ବା ଦୁବିଧାରେ ଅଛୁ । ଆପଣମାନେ ଜାଣିକି ଖୁସି ହେବେ କି ଆପଣ ଏହି ବିଷୟରେ ଜାଣିଗଲେ ଏହାକୁ ଖୁବ ସହଜରେ ଆୟତ କରିପାରିବେ ।

ଆସନ୍ତୁ ଜାଣିବା କ୍କି ଯଦି ଆପଣ କୋଟୋ କୋଟି ଟଙ୍କାର କ-ର-ଜ ନେଉଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଶନି ବାର କିମ୍ବା ମଙ୍ଗଳ ବାର ଦିନ କ-ର-ଜ ନିଅନ୍ତୁ ନି କାରଣ ଯଦି ଆପଣ ଏହି ଦିନ କ-ର-ଜ ନେବେ ତାହେଲେ ଏହା କେବେ ହେଲେ ଭି ସମାପ୍ତ ହେବନି । ଯଦି ଆପଣ କ-ର-ଜ ଆଣିବା ପାଇଁ ଯାଉଛନ୍ତି ତ ଶନିବାର ଦିନ ଆପଣ ଏହାକୁ ନ ଆଣିବା ଖୁବ ଭଲ ହୋଇଥାଏ । ଆପଣ ଧାର ଆଣିବା ର କାଗଜ ରେ ମଧ୍ୟ ଦସ୍ତଖତ କରନ୍ତୁ ନି ।

ଆପଣ କୌଣଶୀ ମାସର ଆପଣ ୧୭ କିମ୍ବା ୨୬ ତାରିଖରେ ଆପଣ କ-ର-ଜ ନେବେନି କାରଣ ଅଙ୍କ ଆଠ ହେଉଛି ଏଭଳି ଏକ ଅଙ୍କ ଯାହା ଆପଣଙ୍କୁ କ-ର-ଜ ଉତାରିବା ପାଇଁ ଖୁବ କଷ୍ଟ ଦେବ ତା ଛଡା ଏହି ଅଙ୍କ ଶନି ଦେବଙ୍କ ର ମଧ୍ୟ ତେଣୁ ଏହି ତାରିଖରେ କ-ର-ଜ ଆଣିବା ବନ୍ଦ କରି ଦିଅନ୍ତୁ । ଆପଣ କ-ର-ଜ ଆଣିବା ବେଳେ କେବେହେଲେ କଳା କଲମ ରେ ଦସ୍ତ କ୍ଷତ କରନ୍ତୁ ନି । ଆପଣ ସୋମବାର, ଶୁକ୍ରବାର ଓ ବୁଧବାର ଦିନ କ-ର-ଜ ନିଅନ୍ତୁ ଏହି ଦିନ ନେଇଥିବା କ-ର-ଜ ଖୁବ ଶୀଘ୍ର ଆପଣ ଉତାରି ଦେବେ ।

ଯଦି ଆପଣ ଖୁବ ଧାର ଉଧାର ରେ ଫ-ଶୀ ଯାଇଛନ୍ତି ଓ ସେଥିରୁ ଆପଣ ବାହାରିବା ପାଈଁ ଚାହୁଁ ଛନ୍ତି ତେବେ ଆପଣ ଏକ ସୁନ୍ଦର ପାନ ପାତ୍ର ଆଣନ୍ତୁ ଯାହାଦେଖିବା ପାଇଁ ସବୁଜ ହୋଇଥାଏ ଓ ସୁନ୍ଦର ମଧ୍ୟ ହୋଇଥାଏ । ଏହି ପାନର କୁ ରାଖୀ ମଙ୍ଗଳ ବାର ଦିନ ହାତ ମୁହଁ ଧୋଇ ହୋଇ ସଫା ବସ୍ତ୍ର ପିନ୍ଧି ଆପଣ ଏଥିରେ ଦୁଇଟି ଲବଙ୍ଗ ଓ ଗୋଟେ ଗୁଜୁରାତି ରାଖୀ ଏକ ପାନ ପ୍ରସ୍ତୁତ କରନ୍ତୁ ଓ ଏହାକୁ ଆପଣ ହନୁମାନ ମନ୍ଦିର ରେ ଦେଇ ଆସନ୍ତୁ ଯଦି ଆପଣ ଏହାକୁ ନ କରି ପାରିବେ ଆଉ କେହି ନେଇ ଦେଇ ଆସିଲେ ମଧ୍ୟ ହେବ ।

ଏହି ଭଳି ଆପଣ ୩ ମାସ ଯାଏ କରନ୍ତୁ । ଆପଣ ଯଦି କେବଳ କ-ର-ଜ ନେଇଛନ୍ତି ତାହା ନୁହେଁ ଆପଣଙ୍କ ଧନ ମଧ୍ୟ ଆସୁଣୀ କିମ୍ବବା ଆପଣଙ୍କ ଘର ଦ୍ଵାରା ନାହି ଆପଣ ଚାକିରି କରି ପାରୁ ନାହାଁନ୍ତି ଓ ଆପଣ ନିଜ କାମକୁ ସଫଳ ଦେବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ମାଙ୍ଗଳବାର ଦିନ ସକାଳୁ ଉଠି ଏକ ପାନ ପତ୍ର ନେବେ ଓ ଏହାର ଚିକଣ ପାତକୁ ତଳକୁ ରଖି ଏହାର ଖଦଡା ପଟେ ଦୁଇଟି ଲବଙ୍ଗ ରଖି ଦିଅନ୍ତୁ ଓ ବୋହୁଥିବା ପାଣିରେ ଏହାକୁ ପ୍ରବାହିତ କରି ଦିଅନ୍ତୁ ଓ କୁହନ୍ତୁ କି ମୋର ସବୁ ପ୍ରକାର ସମସ୍ୟା ଦୂର ହୋଇ ଜୀବ ।

ଆପଣ ଆଉ ଏକ ଉପାୟ କରି ପାରିବେ ଏଥିରରେ ଆପଣ ରାତି ୧୧ ରୁ ୧ ଭିତରେ ଗାଧୋଇ ପାଧୋଇ ପୂଜା କରିବା ବସନ୍ତୁ ଓ ହନୁମାନ ଜିଙ୍କ ଆଗରେ ହନୁମାନ ଚାଳିଶା ର ପାଠ କରନ୍ତୁ ୧୧ ଥର ଏହା ଦ୍ଵାରା ମଧ୍ୟ ଆପଣଙ୍କ ସବୁ ସମସ୍ଯା ଦୂର ହୋଇଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *