ବିଲେଇ ରାସ୍ତା କାଟିଲେ ଡରନ୍ତୁ ନାହିଁ, କରନ୍ତୁ ଏହି କାମ- Krishna Updesh

ଆମ ସମାଜରେ କିଛି ସମୟରେ ଏମିତି କିଛି ମାନ୍ୟତା ଅଛି କି ଆମେ କିଛି ଜିନିଷକୁ ଡଋ ଥାଉ । କିଛି ଲୋକଙ୍କ ବ୍ବିସବାଶ ଅଛିକି ବିଲେଇ ରାସ୍ତା କାଟିବା ଦ୍ଵାରା ଆମକୁ କାମରେ ଯିବା ପାଇଁ ଅସୁବିଧା ହୋଇ ଥାଏ ।

ତେବେ କିଛି ଲୋକ ମାନେ ଯିବା ବେଲଲେ ଯଦି ଏକ ବିରାଡି ରାସ୍ତା କାଟି ଦେଇ ଥାଏ ସେ ସେଠାରେ ଠିଆ ହୋଇକି ରହି ଯାଏ । କିଛି ସମୟ ଅପେକ୍ଷା କରିଥାନ୍ତି କେହି ଜଣେ ରାସ୍ତା କୁ କାଟିକି ଯିବା ପରେ ସେମାନେ ଯାଇ ଥାନ୍ତି । ଯେଉଁ ଜାଗାରେ କେହି ଜଣେ ରାସ୍ତା ଦେଇକି ନଯାଇଛି ସେ ଯାଏ ସେହି ଲୋକ ସେହି ଜାଗରୁ ଯାଏନି । ସେମାନଙ୍କ ବିସବାଶ ଅନୁସାରେ ତାଙ୍କ ଆସୁଥିବା ଅସୁବିଧା କେହି ଜଣେ ଯିବା ପରେ କାଟି ଯାଇ ଥିବ ।

ସତ ଦେଖିବା ଅପାଇନ ଗଲେ ଆମେ ଜାଣି ପାରିବା କି ବିଲେଇ ପାଇଁ ନୁହେଁ ଆମେ ନିଜେ ହି ମନକୁ ଏତେ ଡରେଇ ଦେଇଥାଉ କି ଆମେ ଆମ କାମ କୁ ନିଜେ ହିଁ ଖରାପ କରେଇ ଦେଇ ଥାଉ । ଏହା ପାଇଁ ପରେ ଆମେ ବିଲେଇ କୁ ଦାଇ କରିଥାଉ । ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ଏହା କେବଳ କିଛି କ୍ଷେତ୍ରରେ ସତ ହୋଇ ଥାଏ କହିବାର ମାନେ ହେଉଛି କି ବାମରୁ ଡାହାଣ କୁ ଗଲେ ଏହା ଶୁଭ ହୋଇଥାଏ ।

କିନ୍ତୁ ଯଦି ଏହା ଡାହାଣ ରୁ ବାମ କୁ ଗଲେ ଏହା ଅଶୁଭ ହୋଇଥାଏ । ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଏହା କେଉଁ ପଟରେ କେଉଁ ପଟକୁ ଗଲେ ଏହା ଶୁଭ ହୋଇ ଥାଏ । ଲୋକ ମାନ୍ୟତା ଅଛି କି କୁକୁର ମାନଙ୍କ ଭଳି ବିକେଇ ମାନଙ୍କର ମଧ୍ୟ ଷଷ୍ଠ ଇନ୍ଦ୍ରିୟ ବହୁତ ତୀକ୍ଷଣ ଅଟେ । ସେମାନେ ଆଗକୁ ଆସୁଥିବା ଅସୁବିଧା କୁ ମଧ୍ୟ ଆଗରୁ ଜାଣି ନେଇଥାନ୍ତି । ବିଲେଇ ମାନେ ଘରେ ଆସିକି କାନ୍ଦିବା କିମ୍ବା କାହାର ବିଲେଇ ସହ ଝଗଡା ହୁଅନ୍ତି ।

ତେବେ ଜାଣି ନିଅନ୍ତୁ କି ଆପଣଙ୍କ ପାଇଁ ଆସୁବିଧା ଅଛି ଆଗକୁ । ଦୀପାବଳ ଦିନ ଯଦି ବିଲେଇ ଆସେ ଏହା ଶୁଭ ଅଟେ । କୁହାଯାଏ କି ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ ପ୍ରବେଶ ହୋଇ ଥାଏ । ଏହା ଦ୍ଵାରା ଆପଣଙ୍କ ଘରକୁ ଧନର ଆଗମନ ହେଉଥାଏ । ଏହାକୁ ରାହୁର ବାହନ ମଧ୍ୟ କୁହାଯାଏ । ତେଣୁ ଯେଉଁ ମାନଙ୍କର ରାହୁ ଖରାପ ଥାଏ ସେମାନେ ବିଲେଇ ପୋଶିଲେ ଏହା ତାଙ୍କ ପାଇଁ ଖୁବ ଭଲ ହୋଇ ଥାଏ ।

ଏହା ସହ ଯେଉଁ ମାନେ ବିଲେଇ ରଖିଥାନତି ସେମାନଙ୍କ ର ପିଲା ହେଲେ ଏହା ମଧ୍ୟ ଖୁବ ଭଲ ପରିଣାମ ଦେଇ ଥାଏ । ଶୁଭ ଅଶୁଭ ନୁହେଁ ଏହା ସତ୍ୟ ଯେ ବିଲେଇ ମାନେ ଖରାପ ହେବା ପାଇଁ ଯାଉଥିଲେ ଆଗରୁ କହି ଦେଇ ଥାନ୍ତି କିନ୍ତୁ ଏହାର ମାନେ ଏହା ନୁହେଁ କି ଏମାନେ ଅଶୁଭ ଅଟନ୍ତି । ଏକ ପଟେ ଦେଖିବା ପାଇଁ ଗଲେ ଏମାନେ ଆମର ଶୁଭ ଚିନ୍ତକ ଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *