70 ବର୍ଷ ପରେ ଏହି ଅମାବାସ୍ୟା ପରଠୁ 4ଟି ରାଶିର ଲାଗିଲା ଲଟେରୀ, ମୁହଁରୁ ବାହାରିବା ସବୁ ଇଚ୍ଛା ହେବ ପୂର୍ଣ୍ଣ… ହେବେ କୋଟିପତି

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଅମାବାସ୍ୟା ଖୁବ ଭଲ ଓ ଖ-ରା-ପ ଉଭୟ ଫଳ ଦେଇଥାଏ । କିଛି ଲୋକ ଆଗରୁ ଅମାବାସ୍ୟା ନା କୁ ଖୁବ ଡ-ରୁ-ଥି-ଲେ କୁହା ଯାଉଥିଲା କି ଏହି ଦିନ ଖ-ରା-ପ ଶକ୍ତିର ପ୍ରଭାବ ଖୁବ ବଢି ଯାଇଥାଏ ।

ଏହା ମଧ୍ୟ କୁହା ଯାଏ କି ଏହି ଦିନ କିଛି ଲୋକ ନିଜ ତ-ନ୍ତ୍ର ସା-ଧ-ନ କରିଥାନ୍ତି । କିନ୍ତୁ ଏହା ସତ୍ବେ ଭି ଏହା ର ଅନେକ ଭଲ ପ୍ରଭାବ ରହିଛି । ଆଜି କାଲିର ସମାଜ ଏହାକୁ ସାମାନ୍ଯ ଭାବେ ମାନି ନେଇଛନ୍ତି । ଯଦି ଦେଖିବା ପାଇଁ ଯିବା ତ ଏହି ଅମାବାସ୍ୟା ଏକ ଭଲ ଖବର ନେଇ ଆସୁଛି କିଛି ରାଶି ମାନଙ୍କ ପାଇଁ ଦୀର୍ଘ ୭୦ ବର୍ଷ ପରେ ଏହି ରାଶି ମାନେ ସବୁ ପ୍ରକାର ଖୁଶି ପାଇବା ପାଇଁ ଯାଉଛନ୍ତି । ଏହି ରାଶିମାନେ ହେବା ପାଇଁ ଯାଉଛନ୍ତି ସବୁ ଠାରୁ ଖୁଶି ମଣିଷ ।

ଏହି ଅମାବାସ୍ୟା ରେ ଭଗବାନ ଶନି ଦେବଙ୍କୁ ପୂଜା କରିବା ଭଲ । ଏହି ଅମାବାସ୍ୟା ଶନି ଦେବଙ୍କ ର ହେଉଥିବା ରୁ ସଂଧ୍ୟା ପ୍ରବେଶ କରୁ କରୁ ଯଦି ଆପଣ ଏକ ଦୀପ ଜାଳିବେ ତେବେ ଆପଣ ଅନେକ ପ୍ରକାର ଦୁଃଖରୁ ନିଜକୁ ବ୍ବାଞ୍ଚାଇ ପାରିବେ ଭଗବାନ ଶନି ଦେବଙ୍କ କୃପା ସହ ଆପଣ ହନୁମାନ ଜି ଙ୍କୁ ମଧ୍ୟ ପୂଜା କରିବା ଦ୍ଵାରା ଆପଣ ନିଶ୍ଚିତ ଭାବେ କିଛି ଖ-ରା-ପ ପ୍ରଭାବ ରୁ ନିଜକୁ ର କ୍ଷା କରି ପାରିବେ ।

ତେବେ ଆସନ୍ତୁ ଜାଣିବା କି ଏହି ରାଶି ମାନେ କିଏ କିଏ ଯେଉଁ ମାନେ ଖୁବ ଲାଭ ବନ ହେବା ପାଇଁ ଯାଉଛନ୍ତି । ପ୍ରଥମ ରାଶି ହେଉଛନ୍ତି ତୁଳା ରାଶି ଆପଣଙ୍କ ପରିବେଶ ଖୁବ ଭଲ ରହିବ । ଆପଣଙ୍କ ବିବାହ ପାଇଁ ନିଶ୍ଚିତ ଭାବେ ଭଲ ପ୍ରସ୍ତାବ ଆସିବ । ଆପଣଙ୍କ ଘର କୁ କେହି ଅତିଥି ଆସି ପାରନ୍ତି । ଯେଉଁ ମାନେ ନିଜ ଜୀବନର ଯୁବକ ଅବସ୍ଥାରେ ଅଛନ୍ତି ସେମାନେ ନିଶ୍ଚିତ ଭାବେ ନିଜର ଭବିଷ୍ୟତ ପାଇଁ ଚିନ୍ତା କରିବା କଥା । ଆପଣଙ୍କୁ ଆପଣଙ୍କ ପ୍ରକୃତ ପ୍ରେମ ମିଳିବ ।

ସରକାରୀ କାମ ହୋଇଯିବ । ଆପଣଙ୍କ ସ୍ଵାଷ୍ଠ ମଧ୍ୟ ଭଲ ରହିବ । ମେଷ ରାଶି – ଏହି ରାଶିର ଲୋକମାନଙ୍କୁ ସବୁ ପ୍ରକାର ଖୁଶି ପାଇବା ପାଇଁ ଯାଉଛନ୍ତି । ଏହି ରାଶିର ଲୋକମାନେ ନିଜ ପରିବାର ସବୁ ପ୍ରକାର ସାହାଜ୍ଯ ପାଇବେ । ଯେଉଁ ମାନାଙ୍କ ପିଲାମାନେ ଦେହ ଖ-ରା-ପ ରେ ଥିବେ ସେମାନେ ଭଲ ହୋଇଯିବେ । ଆପଣଙ୍କୁ ପୈତୃକ ସମ୍ପତି ରେ ବୃଦ୍ଧି ହେବ । କର୍ମ କ୍ଷେତ୍ରରେ ଭଲ ପରିଣାମ ମିଳିବ ।

କନ୍ୟା ରାଶି – ଆପଣଙ୍କୁ ପିଲା ମାନଙ୍କ ପାଖରୁ କିଛି ଭଲ ଖବର ମିଳିବ । ବାପା ମା ଙ୍କ ସ୍ୱାସ୍ଥ୍ୟ ରେ ଆପଣ ନିଶ୍ଚିତ ଭାବେ ଭଲ ଉର୍ଣ୍ଣତି ଦେଖିବା ପାଇଁ ପାଇବେ । ଆପଣ ସବୁ କାମରେ ବିଜଯାଇ ହେବେ । କିଛି ପରିବର୍ତ୍ତନ ମଧ୍ୟ ହୋଇ ପାରେ ।

ବୃଷ ରାଶି – ବିଦେଶରୁ ଆପଣଙ୍କୁ କିଛି ଭଲ ସୁଯୋଗ ମିଳିବ । ଆପଣଙ୍କୁ ସରକାରୀ କାମରେ ସଫଳତା ମିଳିବ । ଭାଇ ଭଉଣୀ ମାନଙ୍କ ସହ ଆପଣଙ୍କ ସମ୍ପର୍କ ଖୁବ ଭଲ ହେବ । ଆପଣ କ୍କିଛି ନୂଆ କାମ ଆରମବାହ କରି ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *