ଏହି 5ଟି ସ୍ଵପ୍ନ ବିଷୟରେ କାହାକୁ ବି କୁହନ୍ତୁ ନାହିଁ ନଚେତ ହୋଇପାରେ ଭୟଙ୍କର କ୍ଷତି

ଆମେ ଆମ ଜୀବନରେ ହେଉଥିବବା ସବୁ କାମକୁ କିମ୍ବା ସବୁ ଘଟଣା କୁ ଆମେ ସାଙ୍ଗ ସାଥି ମାନଙ୍କ ସହ ସେଯାର କରି ଥାଉ । ତେବ ଦେଖିବା ପାଇଁ ଗଲେ ଆମେ ସବୁ ବେଳେ ସଭିଙ୍କୁ ସବୁ କଥା କହିବା ଅନୁଚିତ ଅଟେ । କାରଣ ଆମେ କରୁଥିବା କାମ କିମ୍ବା ଦେଖୁଥିବା ଘଟଣା ବେଳେ ବେଳେ ଆମ ପାଇଁ ଭଲ ହୋଇ ଥାଏ ଯଦି ଆମେ ଏହାକୁ କାହାକୁ କହି ନଥାଉ ।

ଯଦି ବେଳେ ବେଳେ ଆମେ ଏହି କଥାକୁ କାହାକୁ କହି ଦେଉ ତେବେ ଏହା ଭଲ ହେବା ବଦଳରେ ୟା ତ ଖରାପ ହୋଇ ଥାଏ କିମ୍ବା କିଛି ପ୍ରଭାବ ଦେଖାଇ ନଥାଏ । ଯଦି ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ କରୁଥିବା କାମ କିମ୍ବା ଘଟଣା ଆମକୁ ସ୍ଵପ୍ନ ରେ ଆସେ । ଏହାକୁ ମଧ୍ୟ କାହାକୁ କହିବା କଥା ନୁହେଁ । ସ୍ଵପ୍ନ ଶାସ୍ତ୍ର ଅନୁସାରେ ସବୁ ସ୍ଵପ୍ନ ର ଅଲଗା ଅଲଗା ମାନେ ଅଛି ।

ଏହାକୁ ବୁଝିବା ପାଇଁ ଆମକୁ ସମୟ ଦରକାର । ଆମେ ଆଜି ଏହି ଭଳି ପାଞ୍ଚଟି ସ୍ଵପ୍ନ ବିଷୟରେ କହିବା ପାଇଁ ଯାଉଛୁ କି କେଉଁ ସ୍ଵପ୍ନ କୁ ଆପଣ ଅନ୍ୟକୁ କହିବେ ନି । ଯଦି ଆପଣ ଭଗବାନ ଙ୍କୁ ଆଶିରବାଦ ଦେଉଥିବା ର ଦେଖୁଛନ୍ତି ତେବେ ଜଣାଇ ନିଅନ୍ତୁ କି ଏହା ଏକ ଭଲ ସଂଯୋଗ ଅଟେ । ଆପଣ ଜଣେ ପୂଣ୍ୟ ଆତ୍ମମା ଅଟନ୍ତି ତେବେ ଆପଣ ଏହାକୁ କାହାକୁ ଭି କହିବେ ନି ।

ଏହା ପରେ ଆସେ ଯଦି ଆପଣ ସ୍ଵପ୍ନ ରେ ଦେଖୁଛନ୍ତି କି ଆପଣଙ୍କ ମାତା ପିତା ଙ୍କୁ ପାଣି ଦେବାର ଦେଖୁଛନ୍ତି । ତେବେ ଆପଣ ଜାଣି ନିଅନ୍ତୁ କି ଏହାକୁ କାହା ସହ ଆପଣ ସେୟାର କରିବେ ନି ଏହାକୁ ସେୟାର କରିବା ଦ୍ଵାରା ଭବିଷୟତ ରେ ଯେଉଁ ସୁନ୍ଦର ଜୀବନ ଆପଣ ବଞ୍ଚିବା ପାଇଁ ଯାଉଛନ୍ତି ତାକୁ ଉପଭୋଗ କରି ପାରିବେ ନି । ତୃତୀୟ ରେ ହେଉଛି କି ଭଗବାନ ଏନକେ ସ୍ଵପ୍ନ ବାର ବାର ଦେଖିବା ପାଇ ମିଳୁଛି ।

ତେବେ ଆପଣ ଏହା ବିଷୟରେ କାହାକୁ କହିବେ ନି । କହିଲେ ଆପଣ ସବୁ କାମରେ ଅସଫଳ ହୋଇଯିବେ । ଏହା ପରେ ଆସେ କି ଯଦି ଆପଣ ଭଗବାନ ଙ୍କର ଆରତି ହେବାର ଦେଖୁଛନ୍ତି ତ । ଆପଣ ଜାଣି ଥିବେ କି ଏହା ଏକ ଶୁଭ ମୁହୂର୍ତ । ଏହାକୁ ଆପଣ କାହା ସହ ଭି ବାଣ୍ଟିବ୍ବା ଅନୁଚିତ ଅଟେ । ଏହା ପରେ ଶେଷରେ ଆସେ କି ପରମାତ୍ମା ଙ୍କ ଅଡଭୂଦ ଦ୍ରୁଶ୍ଯ ।

ଆପଣ ଯେଉଁ ଭି ପରିସ୍ଥିତି ରେ ରହିଲେ ଭି ଆପଣ ଙ୍କୁ ଭଗବାନ ସବୁ ବେଳେ ରକ୍ଷା କରିବେ । ଆପଣ ଯଦି ଏହାକାଉ କାହାକୁ କହିଦେବେ ତାହେଲେ ଆପଣ କେବେଭି ଏହାକୁ ପାଇ ପାରିବେ ନି ଓ ସବୁ ବେଳେ ଏହି ଭଳି ଦୁଃଖ ଓ କଷ୍ଟ ପାଉ ଥିବେ । ତେବେ ଏହି ପାଞ୍ଚଟି ସ୍ଵପ୍ନ ବିଷୟରେ ଆପଣ କାହାକୁ ନ କହିବା ଖୁବ ଭଲ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *