ଶ୍ରାବଣରେ କୌଣସି ବି ଦିନ ଚୁପଚାପ ନନ୍ଦୀଙ୍କ କାନରେ କହି ଦିଅନ୍ତୁ ଏହି 3ଟି ଶବ୍ଦ, ଦାରିଦ୍ର୍ୟତା ଭୁଲିଯିବ ଘରର ରାସ୍ତା

ଆମେ ଭଗବାନ ଶିବଙ୍କ ଆରାଧନା କରିକି ତାଙ୍କୁ ପ୍ରସନ୍ନ କରିବା ଦ୍ଵାରା ଚାହୁଁ ଥିବା ସବୁ ପ୍ରକାର ମନସ୍କାମନା କୁ ପାଇ ପାରିବା । ଯଦି ଆମେ ଦେଖିବା ପାଇଁ ଯିବା ତ ଶ୍ରାବଣ ମାସ ଟି ଶିବ ଭଗବାନ ଙ୍କୁ ପ୍ରଶନ୍ନ କରିବା ପାଇଁ ଖୁବ ଭଲ ଅଟେ । ଏହି ମାସ ଭଗବାନ ଶିବ ଙ୍କୁ ଖୁବ ପ୍ରିୟା ଅଟେ ।

ଏହି ମାସରେ ଯେଉଁ ମାନେ ମାନଶିକ କରୁଛନ୍ତି ସେମାନେ ନିଶ୍ଚିତ ଭାବେ ନିଜର ମାନଶିକ ପୂରଣ ପାଇଁ ଭଗବାନ ଶିବଙ୍କର ଆରାଧନା କରନ୍ତି । କିନ୍ତୁ ସବୁ କିଛି କରିବାର ଏକ ନିୟମ ମଧ୍ୟ ଥାଏ । ଯଦି ଆମେ ଚାହୁଁ ଥିବା ଜିନିଷ କିମ୍ବା ଚାହୁଁ ଥିବା ମଣିଷ ଆମକୁ ଦରକାର ତେବେ ଆପଣ ଯେଉଁ ଭି ପୂଜା କରୁଛନ୍ତି ତାକୁ ସଠିକ ନିୟମ ଅନୁସାରେ କରନ୍ତୁ । ଆପଣ ଙ୍କୁ ଆଜି ଆମେ କହିବା ପାଇଁ ଯାଉଛୁ କି ଆପଣ କେଉଁ କେଉଁ ନିୟମ ସବୁ ପାଳନ କରିବେ ।

ଆପଣ ଜାଣି ଥ୍ବେ କି ଶ୍ରାବଣ ମାସରେ କିଛି ଲୋକ ପଦ ଯାତ୍ରା ଦ୍ଵାରା ଭଗବାନ ଶିବଙ୍କ ପାଇଁ ପାଣି ନେଇକି ଯାନ୍ତି ଓ ସେଠାରେ ତାଙ୍କର ଅଭିଷେକ କରନ୍ତି ଯଦି ଆପଣ ଏହି ସବୁ କରିବା ପାଇଁ ସକ୍ଷମ ନାହାନ୍ତି ତେବେ ଆପଣ ନିଜ ଘରେ ଥିବା କିମ୍ବା ଘର ପାଖରେ ଥିବା ଶିବ ମନ୍ଦିର ରେ ଯାଇ ପୂଜା କରୀ ପାରିବେ । ଭଗବାନ ଶିବ ଙ୍କୁ ଯିଏ ଯେଉଁ ଜାଗାରେ ଡାକିବ ସେ ଡାକ ଶୁଣିଛନ୍ତି । ତେବେ ଏହି ଅଭିଷେକ କରିବାର କିଛି ନିୟମ ମଧ୍ୟ ଅଛି ସେଗୁଡିକ ହେଲା ।

ଆପଣ ଯେତେବେଳେ ଅଭିଷେକ କରୁଛନ୍ତି ଯେଉଁ ତିରେ ଭି କରନ୍ତୁ ପଞ୍ଚାମୃତ ଯେଉ କିମ୍ବା ବେଦେନା ରସରେ ହେଉ କିମ୍ବା କ୍ଷୀର ରେ ହେଉ ଆପଣ ଏହାକୁ କରିବା ଆଗରୁ ଭଗବାନ ଙ୍କ ଉପରେ ଟିକେ ଜଳ ଢାଳିବେ ଓ ଏହାକୁ ଅଭିଷେକ କରିବା ପରେ ମଧ୍ୟ ଜାଳାଭିସେକ କରିବେ । ଏହା ସହ ଆପଣ ଏହା କରିବା ବେଳେ ଆପଣଙ୍କ ମୁହଁ ଉତ୍ତର ଦିଗକୁ ରହିବା ଆବଶ୍ୟକ ଆପଣଙ୍କ ନୋଟାର ମୁହଁ ଛୋଟ ହୋଇଥିଲେ ଆହୁରି ଭଲ କାରଣ ଯେତେ ଧୀରେ ଅଭିଷେକ ହେବ ସେତେ ଅଧିକ ମନ୍ତ୍ର ଆପଣ ଜପ କରି ପାରିବେ ଆପଣ ଅଭିଷେକ ବେଳେ କିଛି ମନ୍ତ୍ର ମଧ୍ୟ ଜପ କରି ପାରିବେ ।

ଏହା ପରେ ଆସେ ଆପଣ ଅଭିଷେକ ପରେ ସବୁଦିନ ଯଦି ବେଳ ପତ୍ର ୨୧ ଟି ନେଇକି ସେଥିରେ ଧଳା ଚନ୍ଦନରେ ଆପଣ ଭଗବାନ ଙ୍କ ନାମ ଲେଖିକି ଅର୍ପଣ କରନ୍ତୁ ଏହାକୁ ଏକ ଧଳା ସୂତା ଦ୍ଵାରା ଏକ ମାଳ ଭଳି କରିକି ଏହାକୁ ଚଢେଇବେ । ଏହା ସହ ଆପଣ ସବୁ ଦିନ ଏକ ଦୀପ ଜଳାଇବେ ସଂଧ୍ୟା ସମୟରେ ଯଦି ଆପଣ ଘରେ ଏହାକୁ କରୁଛନ୍ତି ତ ଘରେ ସଂଧ୍ୟା ଦେଉଥିବା ଦୀପ ଅଲଗା ରଖିବେ ଓ ଏହି ଦୀପ କୁ ଅଲଗା ରଖିବେ ।

ଏହା ପରେ ଆପଣ ଯଦି ଅରକ୍ଷ ଫୁଲ ପାଉଛନ୍ତି ତେବେ ଏହାର ମଧ୍ୟ ୨୧ ଟି ପାଖୁଡା ଆଣିକି ଏଥିରେ ଧଳା ସୂତା ଦ୍ଵାରା ଆପଣ ମାଳା କରିକି ଏହାକୁ ଚଢାନ୍ତୁ ଦେଖିବେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହେବ । ଏହା ସହ ଆପଣ ଭଗବାନ ଙ୍କ ଦର୍ଶନ କରିବା ପରେ ଯେତେବେଳେ ମନ୍ଦିର ରୁ ଯାଉଛନ୍ତି ସେତେବେଳେ ଆପଣ ନନ୍ଦୀ କାନରେ ୨୧ ଥର “ଓମ ନମଃ ଶିବାୟ ” ବୋଲି କୁହନ୍ତୁ ଆପଣ ନିଜର ମାନଶୀକ କହିବ ଆବଶ୍ୟକ ନାହି । କେବଳ ଏତିକି କୁହନ୍ତୁ । ଦେଖିବେ ଆପଣଙ୍କ ମନସ୍କାମନା ପୂରଣ ହୋଇଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *