ବହୁତ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି ଏହି 5ଟି ନାମର ଝିଅମାନେ- Jyotisha Shastra

ଆମ ସମାଜରେ ଥିବା ଆକିଛି ମହିଳା କିମ୍ବା ଅଝିଅ ମାନେ ମଧ୍ୟ ଖୁବ ରୋମାଣ୍ଟିକ ଅଟନ୍ତି । ତେବେ ଆଜି ଆମେ କହିବା ପାଇଁ ଯାଉଛୁ ଏହି ଭଳି କିଛି ନାମର ଝିଅ ମାନଙ୍କ ବିଷୟରେ ଯେଉଁ ମାନେ ଖୁବ ରୋମାଣ୍ଟିକ ହୋଇ ଥାନ୍ତି ।

କୁହାଯାଏ କି ପୁଅ ପିଲା ମାନେ ଯେତେବେଳେ ଇଛା ସେତେବେଳେ କହି ଦେଇ ଥାନ୍ତି ନିଜ ମନର କଥାକୁ କିନ୍ତୁ ଝିଅ ପିଲା ମାନେ କିଛି ଭି କହିବ ଆଗରୁ ବହୁତ କିଛି ଭାବି ଚିନ୍ତି କହିଥାନ୍ତି । କିନ୍ତୁ କିଛି ଏଭଳି ଭି ଝିଅ ମାନେ ଅଛନ୍ତି ଯେଉଁ ମାନେ ଖୁବ ରୋମାଣ୍ଟିକ ହୋଇ ଥାନ୍ତି । ଯଦି ଆପଣଙ୍କ ଜୀବନ ସାଥି କିମ୍ବା ଆପଣଙ୍କ ଲଭର ଏହି ମାନର ଅଟନ୍ତି ତେବେ ନିଜକୁ ଖୁବ ଧନ୍ଯ ମନେ କରନ୍ତୁ କାରଣ ଏମାନେ ଖୁବ ରୋମାଣ୍ଟିକ ଅଟନ୍ତି ।

ଆଜି କହିବା ପାଇଁ ଯାଉ ଥିବା ଝିଅ ମାନଙ୍କ ଙ୍କ ନାମ ରୁ ଏଇ ୫ ଜଣ ସବୁ ଠାରୁ ଅଧିକ ରୋମାଣ୍ଟିକ ଓ ନଟି ଅଟନ୍ତି । ଏହାଙ୍କ ଭିତରୁ ପ୍ରଥମ ଅକ୍ଷର ହେଉଛି “A” ନାମର ଝିଅ ମାନେ ଏମାନଙ୍କ ମନ ଖୁବ ସଫା ହୋଇ ଥାଏ । ଏମାନେ ନିଜ ଜୀବନ ସାଥି ସହ ରୋମାଣ୍ଟିକ ସମୟ ବିତାଇବା ପାଇଁ ଅଳ୍ପ ରୁ ଅଳ୍ପ ସମୟ କୁ ମଧ୍ୟ ଏନଏସଟି କରନ୍ତି ନି । ଏମାନେ ସବୁ ବେଳେ ନ୍ନିଜ ପାର୍ଟନର ର ଖୁଶି ଚାହାନ୍ତି ଓ ତାର ଧ୍ୟାନ ମଧ୍ୟ ରଖନ୍ତି ।

ଏହା ପରେ ନାମ ଆସେ “L” ନାମର ଝିଅ ମାନଙ୍କ ର । ଏହି ଅକ୍ଷର ଝିଅ ମାନଙ୍କ ପାଇଁ ଭଲ ପାଇବା ଓ ରୋମାମ୍ସ ହି ସବୁ କିଛି ତାଙ୍କ ପାଇଁ । ତାଙ୍କ ପାର୍ଟନର କେବେ ଭି ତାଙ୍କ ପାଖରୁ ବୋର ହୁଅନ୍ତି ନି । ଏହା ପରେ ନାମ ଆସେ “N” ନାମର ଝିଅ ମାନଙ୍କ ର । ଏମାନେ ରୋମାଣ୍ଟିକ ହେବା ସହ ବହୁତ ଭାବୁକ ଓ ଇମୋସନାଲ ଅଟନ୍ତି । ଏମାନେ ନିଜ ଭଲ ପାଇବା କୁ ନେଇକି ଖୁବ ଭାବୁକ ଥାନ୍ତି ।

ଏମାନେ ଜ୍ଯୋତିଷ ଶାସ୍ତ୍ର ଅନୁସାତେ ମଧ୍ୟ ଖୁବ ରୋମାଣ୍ଟିକ ଅଟନ୍ତି । ଏହା ପରେ ଆସୁଥିବା ଅନାମ ହେଉଛି “S” । ଏହି ନାମର ଝିଅ ମାନେ ସବୁ ବେଳେ ନିଜ ପାର୍ଟନରକୁ ଖୁଶି ରଖିବା ପାଇଆନ ଚେଷ୍ଟା କରନ୍ତି । ଏମାନେ ସବୁ ବେଳେ ନିଜ ପାର୍ଟନର ମାନଙ୍କ ଠାରୁ ମଧ୍ୟ ଏହି ଭଲ ପାଇବା ଚାହାଁନ୍ତି । କହିବା ପାଇଁ ଗଲେ ଏମାନଙ୍କୁ ବିବାହ କରିବା ବ୍ୟକ୍ତି ମାନେ ଖୁବ ଖୁଶି ରେ ରୁହନ୍ତି ।

ଏହା ପରେ ନାମ ଆସେ “R” ନାମର ଝିଅ ମାନଙ୍କ ର ଏହି ନାମର ଝିଅ ମାନେ ରୋମାନ୍ସ ରେ ସବୁ ଠାରୁ ଆଗରେ ଥାନ୍ତି ଏମାନେ ନିଜ ପାର୍ଟନର ସହ ରୋମାନ୍ସ କରିବା ପାଇଁ ନାଏକ ବାହାନା ସବୁ ବେଳେ ଖୋଜୁଥାନ୍ତି । ଯଦି ଆପଣଙ୍କ ଆଖ ପାଖରେ ଏହି ନାମର ଝିଅ ମାନେ ଅଛନ୍ତି ତେବେ ଆପଣ ଏମାନଙ୍କୁ ଦେଖିକି ଜାଣି ପାରିବବେ କି ଏମାନେ କେତେ ରୋମାଣ୍ଟିକ ଅଟନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *