ବାସୀ ଖାଦ୍ୟର ଭୟଙ୍କର ସତ୍ୟ! ଡାକ୍ତର ବି ଆଶ୍ଚର୍ଯ୍ୟ…. ଥରେ ଦେଖନ୍ତୁ କଣ ହୁଏ ବାସୀ ଖାଦ୍ୟ ଖାଇବା ଦ୍ଵାରା- Health Tips

ଆମେମାନେ ସବୁ ବେଳେ ଶୁଣି ଆସୁଛେ କି ବାଶି ଖାଦ୍ଯ ଖାଇବା ଦ୍ଵାରା ଆମେ ବେମାର ହୋଇ ଯିବୁ । ଆମକୁ ଖାଇବା ଗରମ ଗରମ ହିଁ ଖାଇବା କଥା ଖାଇବା ରାନ୍ଧିକି ମଧ୍ୟ ରଖିବା କଥା ନୁହେ । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ବାଶି ଖାଇବା ରେ ମଧ୍ୟ କିଛି ଭଲ ଗୁଣ ଅଛି ।

ଥରେ ଭାବି ଦେଖନ୍ତୁ କି ଯେଉଁ ମାନେ ଗରିବ ଅଛନ୍ତି ସେମାନଙ୍କ ପାଖରେ କଣ ସବୁ ବେଳେ ପଇସା ଆଚ୍ଛି କି ସେମାନେ ସବୁ ବେଳେ ତାଜା ଖାଦ୍ଯ ଖାଇବେ । କଣ ଗରିବ ମାନେ ସବୁ ବେଳେ ବେମାର ପଡନ୍ତି କି ସବୁ ବେଳେ ସେମାନେ ବେମାର ପଡନ୍ତି କି ଯେଉଁ ମାନେ ଧନୀ ଥାନ୍ତି । ଅଧିକ ରୁ ଅଧିକ ଧନୀ ମାନେ ବେମାର ହୁଅନ୍ତି ଓ ଗରିବ ମାନେ ହୁଏ ତ କମ ବେମାର ହୁଅନ୍ତି କିମ୍ବା ବେମାର ହୁଅନ୍ତି ନି ।

ଏହାର କାରଣ ହେଉଛି କି ସେମାନେ ସବୁ ଜିନିଷ କୁ ଖାଇ ଥାନ୍ତି ଯାହା ଯେମିତି ମିଳେ ସେହି ଭଳି ଖାଇ ନିଅନ୍ତି ସେମାନେ । ଧନୀ ଲୋକଙ୍କ ଭଳି ନୁହେଁ କି ସବୁ ଜିନିଷ ତାଜା ଖାନ୍ତି । ଆପଣ ମାନେ ଜାଣିଥିବେ କି ଆମ ଦେଶରେ ଏକ ପର୍ବ ଅଛି ଯେଉଁ ତିରେ ବାଶି ଖାଇବା କୁ ସମାଇଲ କରାଯାଏ । ଯଦି ଏହା ଖରାପ ତେବେ ଏହାକୁ ପର୍ବରେ କଣ ପାଇଁ ବ୍ବ୍ଯାବହାର କରା ଜୀବ । ଜେଭଳିକି ବେଲପତ୍ର ଏଆକୁ ଖାଇବା ଦ୍ଵାରା ଅନେକ ଭଲ ପରିଣାମ ମିଳିଥାଏ ।

ସେହି ଭଳି ନଡିଆ କୁ ଶ୍ରୀ ଫଳ ବୋଲି କୁହା ଯାଏ । ଏହାକୁ ଖାଇବା ର ଅନେକ ଫଳ ଅଛି ତେଣୁ କରି ଧର୍ମ ସହ ଥିବା ଲେଖା କୁ ଆୟୁର୍ବେଦ ସହ ଯୋଡି ଦିଆଗଲା । ଆଗରୁ ଆଉ ଏକ ପ୍ରଥା ଆତିଲା କି ପାଣିରେ ଏକ କଏନ ପକାଇବା ଦ୍ଵାରା ସବୁଙ୍କ ମନସ୍କାମନା ପୂରଣ ହେବ । କିନ୍ତୁ ଏହା ଏଠି ପାଇଁ କୁହା ଯାଇଥିଲା କି ସେତେବେଳେ କଏନ ସବୁ ତମ୍ବାର ହେଉଥିଲା ଏହାକୁ ପାଣିରେ ପକାଇବା ଦ୍ଵାରା ଏହା ପାଣି କୁ ସୁଦ୍ଧ କରୁଥିଲା ।

ତେଣୁ ଲୋକମାନେ ଏହାକୁ ପିକି ସୁସ୍ଥ ରୁହନ୍ତୁ ବୋଲି ଏହି ଭଳି ନିୟମ କରା ଯାଇଥିଲା । ତେବେ ଆମର ପର୍ବ ମାନଙ୍କ ରେ କରା ଯାଉଥିବା କିଛି ନିୟମ ମଧ୍ୟ ଏହି ଭଳି ଥାଏ । ଯେଉଁ ପର୍ବ ରେ ବାଶି ଖାଇବା ଅତିଆରି ହୁଏ ତାକୁ କୁହାଜାଏ ବସୁଡିଆ । ଏହା କଣ ଖାଦ୍ଯ ଅଟେ ଯାହାକୁ ଖାଇବା ଦ୍ଵାରା ଆମ ଶରୀରୀ ସୁସ୍ଥ ରୋଗ ମୁକ୍ତ ରୁହେ । ଏହା ହେଉଛି ଗହମ ରୁଟି ଏହାକୁ ୮ ଘଣ୍ଟା ଯାଏ ରଖୀ ଦେଲେ ଏଥିରେ କିଛି ଏହିଭଳି ବ୍ୟାକ୍ଟେରିଆ ଆସିଯାଏ ।

ଯାହା ଆମ ଶରୀର ପାଇଁ ଭଲ ଅଟେ । ଆପଣ ଏହାକୁ ସକାଳେ କ୍ଷୀର ସହ ୧୦ ମିନିଟ ଯାଏ ରାଖୀ ଏହାକୁ ଖାନ୍ତୁ । ଏହାକୁ ଖାଇବା ଦ୍ଵାରା ଆମର ମୋଟାପା କମ ହୋଇ ଯାଏ, ଉଚ ରକ୍ତ ଚାପ ମଧ୍ୟ ନିୟନ୍ତ୍ରଣ ରେ ରହିଥାଏ । ଏହାକୁ ୩ ମାସ ଲଗାତାର ଖାଇବା ଦ୍ଵାରା ଆପଣଙ୍କ ଉଚ ରକ୍ତ ଚାପ କମ ହୋଇଯିବ । ଏହା ସହ ଡାଇଇବେଟିସ ମଧ୍ୟ କମ ହୋଇ ଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *