Bollywoodର ଏହି ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମା ମାନେ ଦେଖିବା ପାଇଁ ସେମାନଙ୍କଠୁ ବି ଅଧିକ ସୁନ୍ଦରୀ, ଦେଖନ୍ତୁ Photo

ବଲିଉଡ ରେ ଏଭଳି କିଛି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ନିଜ ମା ଙ୍କ ଠାରୁ ସୁନ୍ଦର ନୁହେଁ । ଦେଖିବା ପାଇଁ ଗଲେ ଆମେ ଜାଣିବା କି ବଲିଉଡ ରେ ଥିବା ସବୁ ପ୍ରକାର ଷ୍ଟାର ମାନେ ସବୁ ବେଳେ କିଛି ନା କିଛି କାମ ପାଇଁ ସବୁ ବେଳେ ଚର୍ଚାରେ ଥାନ୍ତି ।

କିନ୍ତୁ ଦେଖିବା ପାଇଁ ଗଲେ ଜଣା ପଡିବ କି ଆମେ । ତେବେ ଏମାନେ କେବଳ ନିଜ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ ମଧ୍ୟ କୁ ଖୁବ ସୁନ୍ଦର କରିବା ପାଇଁ ଚାହୁଁଛନ୍ତି । ଆମେ ଯେଉଁ ମାନଙ୍କୁ ପରଦାରେ ଦେଖୁ ସେମାନଙ୍କ ମଧ୍ୟରୁ ଆମେ ଆମ ଷ୍ଟାର ବାଛି ଥାଉ କିନ୍ତୁ ଏମାନନଙ୍କ ପରିବାର ଲୋକଙ୍କୁ ମା ଏକେବଳ କିଛି ଫଙ୍କସନ ରେ ହି ଦେଖି ଥାଉ ।

ତେଣୁ କରି ଦେଖିବା ପାଇଁ ଏମାନଙ୍କ ମା ମାନେ ଦେଖିବା ପାଇଁ ଖୁବ ସୁନ୍ଦର ଅଟନ୍ତି । ତେବେ ଆଜି ଆମେ ଏହି ବିଷୟରେ କହିବା ପାଇଁ ଯାଉଛୁ ଯାହାଙ୍କ ମା ମ୍ମାନେ ସେମାନାଙ୍କ ବଡ ଭଉଣୀ ଭଳି ଦେଖିବା ପାଇଁ । ପ୍ରଥମ ନାମ ଉର୍ବଶୀ ରୋଟେଲା ଙ୍କର ଆସେ । ସେ ଅନେକ ଚଳଚିତ୍ର କରିଛନ୍ତି କିନ୍ତୁ ତାଙ୍କ ମା ତାଙ୍କ ଠାରୁ ମଧ୍ୟ ସୁନ୍ଦର ।

ତାଙ୍କ ମା ଙ୍କ ନାମ ମୀରା ରାଟୋଲା ସେ ଦେଖିବା ପାଇଁ ତାଙ୍କ ବଡ ଭଉଣୀ ଭଳି । ଆଲିଆ ଙ୍କ ଚଳଚିତ୍ର ସବୁଙ୍କୁ ପସନ୍ଦ କିନ୍ତୁ ତାଙ୍କୁ ତାଙ୍କର ସୁନ୍ଦରତା ତାଙ୍କ ମା ସୋନି ଙ୍କ ପାଖରୁ ମିଳିଛି ସେ ଆଜି ଭି ଖୁବ ସୁନ୍ଦର ଦେଖିବା ପାଇଁ । ଶୋନାକ୍ଷୀ ସିହ୍ନା ଦେଖିବା ପାଇଁ ଖୁବ ସୁନ୍ଦର କିନ୍ତୁ ତାଙ୍କ ମା ପୁନମ ସିହ୍ନା ମଧ୍ୟ ଖୁବ ସୁନ୍ଦର ଅଭିନେତ୍ରୀ ଥିଲେ ତାଙ୍କ ସମୟରେ ।

ତାଙ୍କ ମା ମିସ ଇଣ୍ଡିଆ ରହିଛନ୍ତି । ଏହା ପରେ ନାମ ଆସେ ତ୍ଵିଙ୍କିଳ ଖନା । ତାଙ୍କୁ ଏହି ସୁନ୍ଦରତା ତାଙ୍କୁ ତାଙ୍କ ମା ଠାରୁ ମିଳିଛି ସେ ହେଉଛନ୍ତି ଡିମ୍ପଲ କପାଡିଆ । ସେ ଦେଖିବା ପାଇଁ ଆଜି ଭି ଖୁବ ସୁନ୍ଦର ଅଟନ୍ତି । ଏହା ପରେ ନାମ ଆସେ ତମନା ଭାଟିଆ ତାଙ୍କୁ ଉଭୟ ଇଣ୍ଡଷ୍ଟ୍ରି ରେ ଖୁବ ଜଣା ଶୁଣା ତମନା ଙ୍କ ମା ମଧ୍ୟ ଦେଖିବା ପାଇଁ ଖୁବ ସୁନ୍ଦର ଅଟନ୍ତି ।

ସେ ଜଣେ ହାଉସ ୱାଇଫ ହେଲେ ମଧ୍ୟ ଦେଖିବା ପାଇଁ ଖୁବ ସୁନ୍ଦର ଅଟନ୍ତି । ଏହି ଭଳି ଆହୁରି କିଛି ଜଣ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନଙ୍କ ମା ମାନେ ସେମାନଙ୍କ ଅପେକ୍ଷା ଦେଖିବା ପାଇଁ ଖୁବ ସୁନ୍ଦର ଅଟନ୍ତି ।

Leave a Reply

Your email address will not be published. Required fields are marked *