ଏହି 3ଟି ଜିନିଷ କ୍ଷୀରରେ ମିଶାଇ ପିଇଲେ 99% ଆଣ୍ଠୁ ଗଣ୍ଠି ଦରଜ ହୋଇଯିବ ମୂଳରୁ ଶେଷ- knee pain treatment

ଗଣ୍ଠି ଓ ଜଏଣ୍ଟ ବିନ୍ଧା ବିନ୍ଧି କାହିଁକି ହୋଇଥାଏ । ଏହାର ପୁରା ତଥ୍ୟ ଅଷ୍ଟାଙ୍ଗ ହୃଦ୍ୟମ ନାମକ ଆୟୁର୍ବେଦିକ ବହି ଯାହାକି ୨୬୦୦ ବର୍ଷ ତଳେ ଲେଖାଯାଇଥିଲା ତାହାର ଆଧାରରେ ଆଧାରିତ । ବୟସ ବୃଦ୍ଧି ହେବା ସହ ଗଣ୍ଠି ଜାଗା, ମାଂସପେଶୀ, ଯଏଣ୍ଟ ଆଦି ରେ ନମନୀୟତା ରସ ସରିଯିବା ସହିତ ହିଁ ଆଣ୍ଠୁ ଗଣ୍ଠି ବିନ୍ଧା ହୋଇଥାଏ ।

ଏମିତି ରେ ବି ଏବେ ର ପରିବେଶ ବହୁତ ଖରାପ ହୋଇସାରିଛି ଖାଦ୍ୟ ପେୟ ମଧ୍ୟ ଖରାପ ହୋଇସାରିଛି ଲୋକମାନେ ମଧ୍ୟ ଚିନ୍ତା ଓ ଚାପ ରେ ରହୁଛନ୍ତି ସମୟରେ ଶୋଉନାହାନ୍ତି ସକାଳୁ ଜଲ୍ଦି ଉଠୁ ବି ନାହାନ୍ତି । ଯାହା ଫଳରେ ଶରୀରର କୁ ସଠିକ ବିଶ୍ରାମ ମିଳେ ନାହିଁ । ତେଣୁ ଆପଣ ଯେତେ କମ ବୟସ ର ହେଲେ ମଧ୍ୟ ଯଦି ଆପଣ ବିରାଶ୍ରମ କରନ୍ତି ତେବେ ଆପଣଙ୍କ ର ମଧ୍ୟ ଗଣ୍ଠି ଜନିତ ବିନ୍ଧା ବିନ୍ଧି ହୋଇପାରେ ।

ତେବେ ଜାଣନ୍ତୁ ଏହିପରି ୭ ଟି ଘରୋଇ ଉପାୟ ଯାହା କୁ ପ୍ରୟୋଗ କରିବା ଦ୍ୱାରା ଆପଣ ଏହି କଷ୍ଟ ରୁ ମୁକ୍ତ ହେବେ । ତମ୍ବା ପାତ୍ରରେ ରାତି ରେ ପାଣି ରଖି ଯଦି ସକାଳୁ ଏହାର ସେବନ କରିବେ ଓ ଏହା ସହ ଯଦି ଏକ ଚାମଚ ହଳଦୀ ବା କଞ୍ଚା ହଳଦୀ ଓ ଅଧା ଚାମଚ । ନିମ୍ବ ର ପାଉଡର କିମ୍ବା ୧୫ ରୁ ୨୦ ଟି ନିମ୍ବ ର ପତ୍ର ଏହାକୁ ତମ୍ବା ପାତ୍ର ର ପାଣିସହ ଯଦି ଆପଣ ସେବନ କରନ୍ତି ତେବେ ୭୫ ରୂ ୮୦ ଭାଗ କଷ୍ଟ ଆପଣଙ୍କ ର ଦୂର ହୋଇଯିବ ।

ଅଶ୍ଵଗଁନ୍ଧା ର ପାଉଡର ଖାଇଲେ ମଧ୍ୟ ଗଣ୍ଠି ର ନମନୀୟତା ରସ ହୋଇଥାଏ । ଯଦି ଆପଣ ସକାଳୁ ଉଠିବା ପରେ ବା ସନ୍ଧ୍ୟା ସମୟ ରେ ଆପଣ ଖାଲି ପାଦ ରେ ମାଟି ରେ ଚାଲିବେ ଏହା ମଧ୍ୟ ଲାଭଦାୟକ ରହିବ । କାରଣ ଆମ ଶରୀର ପଞ୍ଚ ତତ୍ୱ ରେ ଗଢ଼ା । ସବୁଠୁ ଭାରି ମାଟି, ଆମ ଭୌତିକ ଅଂଶ ମାଟି ରେ ଗଢ଼ା ତେଣୁ ମାଟି ର ସମ୍ପର୍କରେ ଯେତେ ରହିବେ ଭଲ । ଖଟା ଖାଦ୍ୟ ସମ୍ପୂର୍ଣ୍ଣ ବନ୍ଦ ନ କରି ଅଳ୍ପ ପରିମାଣରେ ଖାଆନ୍ତୁ କିନ୍ତୁ ପରିମାଣ କମାଇଦିଅନ୍ତୁ ।

ହାଡ଼ ମାନଙ୍କ ର କିଛି ପ୍ରକ୍ରିୟା ଆପଣଙ୍କୁ ବହୁତ ସାହାଯ୍ୟ କରିଥାଏ ଯେପରି ଯୋଗ, ଆସନ ଓ ସୂର୍ୟକ୍ରିୟା ଆଦି । ସୁର୍ଯ୍ୟ ଉଦ୍ୟୟ ଓ ସୁର୍ଯ୍ୟ ଅସ୍ତ ହେବା ସମୟରେ ଆପଣ ଯଦି ସୂର୍ୟକ୍ରିୟା କରିବେ ଏହା ୯୦ ଭାଗ କଷ୍ଟ ଦୂର କରିଥାଏ । ଦେଶୀ ରସୁଣ ଆପଣ ସକାଳେ ଖାଲି ପେଟ ରେ ଖାଇପାରିବେ ।

ଏହା ଛଡା ଅକୃଟ ର କ୍ଷୀର ଦିନ ଛଡା ଦିନେ ରାତି ରେ ଶୋଇବା ସମୟରେ ପିଇବା ମଧ୍ୟ ଲାଭଦାୟକ ରହିବ । ଏହା ଛଡା ଆପଣ ରାଶି ତେଲ ର ପ୍ରୟୋଗ ଓ ମାଲିସ କଲେ ଭଲ ହୋଇଥାଏ । ଯଦି ଆପଣ ଆମିଷ ଖାଉଥାନ୍ତି ଓ ଆପଣଙ୍କ ର ଗଣ୍ଠି ବିନ୍ଧା ହୋଇଥାଏ ତେବେ ଆପଣ ଆମିଷ ଖାଇବା କମ କରିକି ସବୁଜ ପନି ପରିବା ଓ ଫଳ ଖାଦ୍ୟ ରେ ବେଶି ଭାଗ ରେ ସାମିଲ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *