କେବଳ ସଚ୍ଚା ହନୁମାନ ଭକ୍ତ ହିଁ ଦେଖନ୍ତୁ, 24 ଘଣ୍ଟାରେ ଆପଣଙ୍କ ସବୁ ସମସ୍ୟା ହେବ ଦୂର

ଆମେ ଜାଣିଛୁ କି ଆମେ ଯେଉଁ ରାମାୟଣ ଶୁଣୁଛେ ଏହାର ପ୍ରଥମ ପ୍ରତେକ ଦକ୍ଷି ହେଉଛନ୍ତି ହନୁମାନ ଜି । ସେ ନିଜେ ଭଗବାନ ରାମଚନ୍ଦ୍ର ଙ୍କୁ ସାହାଜ୍ଯ କରିଥିଲେ । ତେବେ କିଛି ଲୋକମାନେ କୁହନ୍ତି କି ହନୁମାନ ଜି ନାହାନ୍ତି । ମାତ୍ର କୁହା ଯାଏ କି ହନୁମାନ ଜି ହେଉଛନ୍ତି ଚିରଞ୍ଜଜୀବି । ସେ ଯୁଗେ ଯୁଗେ ଅମର ବର ପାଇଛନ୍ତି । ମାତ୍ର କହିବା ପାଇଁ ଗଲେ ହନୁମାନ ଜି ହେଉଛନ୍ତି କଲି ଯୁଗର ରକ୍ଷା କର୍ତ୍ତା ।

ତେବେ ଆଜି ଭି କିଛି ଜଣ ଏହା ଉପରେ ପ୍ରଶ୍ନ ପଚାରି ଥାନ୍ତି । ତେବେ ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ କି ହନୁମାନ ଜି ଙ୍କର ଏକ ସତ ଘଟଣା । ଦିନେ ଅଯୋଧ୍ୟାରେ ଏକ ସାଧୁ ପ୍ରତିଦିନ ରାମାୟଣ କଥା କହିବା ପାଇଁ ସନ୍ଧ୍ୟା ସମୟରେ ଆସୁଥିଲେ । ସାଧୁ ଜଣଙ୍କ କଥା ରେ ଖୁବ ମଧୁରତା ଥାଏ ।

ସମସ୍ତେ ନିଜ ଧ୍ୟାନ ଦେଇ ସାଧୁ ଜଣକ କଥା ଶୁଣୁ ଥିଲେ । ଅନେକ ସ୍ରୋତା ଆସୁଥିବା ବେଳେ ସେଠାରେ ଏକ ଓକିଲ ମଧ୍ୟ ଆସୁଥିଲେ । ସେ ଖୁବ ଭଲ ଓକିଲ ଥିଲେ । ସେ ରାମାୟଣ କଥା ଆରମ୍ଭ ହେବା ପୂର୍ବ ରୁ ଆସି ଯାଉଥିଲେ । ଓ ଏହାର ଶେଷ ହେବା ପରେ ସେ ଯାଉଥିଲେ । ସେ ସବୁ ଦିନ ଏକ ଆଜୀବ କଥା ଡେକହନ୍ତି । ଯାହା ଅନ୍ୟମାନଙ୍କ ନଜର କୁ ଆସି ନଥିଲା । ସେ ପ୍ରତେକ ଦିନ ଦେଖୁଥିଲେ କି ସାଧୁ ମାହାରାଜ କଥା ଆରମ୍ଭ କରିବା ଆଗରୁ ସବୁ ବେଳେ କହୁଥିଲେ କି ହନୁମାନ ଜି ଆସନ୍ତୁ ଆପଣ ବିରାଜ ମାନ କରନ୍ତୁ ।

ଏହା ଓକିଲ ଙ୍କୁ ଖୁବ ଆଜୀବ ଲାଗୁଥିଲା । ତେଣୁ କରି ସେ ଦିନେ ରାମାୟଣ କଥା ସାରିବା ପରେ ସାଧୁଙ୍କ ପାଖକୁ ଯାଇଥିଲେ । ସାଧୁଙ୍କୁ ଦେଖିଲେ ଓ କହିଲେ ଆପଣ ସବୁ ଦିନ କହହୁଛନ୍ତି କି ହନୁମାନ ଜି ଆପଣ ଆସନ୍ତୁ ଓ ବସନ୍ତୁ । ଏହାର ମାନେ କଣ ଅଟେ । ଏହାର ମାନେ ହେଉଛି କି ଆପଣ ଦେଖି ଛନ୍ତି କି ହନୁମାନ ଜି ଆସିକି ବସିଛନ୍ତି । ସାଧୁ ମହାରାଜ କହିଲେ ଦେଖନ୍ତୁ ଏହା ମୋର ନିଜର ବିଶ୍ଵାସ ଅଟେ ।

ଆପଣଙ୍କୁ ଏହା ପ୍ରମାଣ କରିବା ଆବଶ୍ୟକତା ନାହି । ଯଦି ଆପଣ କହିବେ ମୁ ରାମାୟଣ ଶୁଣାଇବା ବନ୍ଦ କରିଦେବୀ । ମାତ୍ର ଓକିଲ ତାଙ୍କ ଜିଦିରେ ରହିଲେ । ଏହା ପରେ ଅନେକ ଦିନ ଯାଏ ଏହା ଚାଲିଥିଲା । ଏହା ପରେ ସବୁ ଜିନିଷର ଏକ ଅନ୍ତ ଥାଏ । ନାହୁତ ଯୁକ୍ତି ପରେ ସାଧୁ ରାଜି ହୋଇ ଗଲେ କି ଏହାକୁ ପ୍ରମାଣ କରିବା ପାଇଁ କି ସେ ହନୁମା ଜି ଙ୍କୁ ଡାକିଲେ ହନୁମାନ ଜି ଆସିକି ବସନ୍ତୀ ଓ ରାମାୟଣ ଶୁଣନ୍ତି । ଏହା ପରେ ସାଧୁ କହିଲେ ଠିକ ଅଛି ଆପଣ ଏହାକୁ ନେଇ ଯାଅନ୍ତୁ ତା ପର ଦିନ ଏହି ଗଦି ଆଣିକି ଆସିବେ ।

ଓକିଲ କହିଲେ କି ଯଦି ଆପଣ ହାରିଯିବେ ତାହେଲେ ମୁ ଆପଣଙ୍କ ପାଖେ ଦିକ୍ଷା ନେଇଜୀବୀ । ଏହା ପରେ ଓକିଲ କହିଲେ କି ଯଦି ଆପଣ ଏହି ସର୍ତ୍ତ ରେ ହାରି ଯିବେ ସାଧୁ କାଇଲେ ମୁ ଆପଣଙ୍କ ଅଫିସ ରେ ଚପରାଶି ହୋଇ ଜୀବି । ଏହା ପର ଦିନ ରାମୟାନ କଥା ଆରମ୍ଭ ହେବା ପାଇଁ ଯାଉଥିଲା ସାଧୁ ଆସିକି କହିଲେ କି ଆପଣ ଆସନ୍ତୁ ଓ ଗଦି କୁ ଉଠାଇ କି ନିଅନ୍ତୁ । ମାତ୍ର ସେ ଏଭଳି କରିବା ପାଇଁ ସେ ଗଦି ଯାଏ ଯାଇ ପାରିଲେ ନି । ଏହା ପରେ ସେ ସାଧୁଙ୍କ ପାଦ ତଳେ ଆସି ପଡି ଗଲେ ଓ କହିଲେ କି ଆପଣ ମତେ କ୍ଷମା କରନ୍ତୁ ଓ ଏହା ପରେ ସେ ସାଧୁଙ୍କ ଶିଷ୍ୟ ହେଇ ଗଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *