କିନ୍ନର ମାନଙ୍କୁ ଦେଖିବା ମାତ୍ରେ କହି ଦିଅନ୍ତୁ ଏହି 2ଟି ଶବ୍ଦ, ଯାହା ଭବିବେ ତାହା ପାଇବେ

ଆମ ଦେଶରେ ଅନେକ ଲୋକ ଅଛନ୍ତି । ଆମେ କହିବାକୁ ଗଲେ ଏଠାରେ ଅନେକ ଧର୍ମର ଲୋକମାନେ ଅଛନ୍ତି । ଯେଉଁ ମାନେ ସବୁବେଳେ ଅଲଗା ପ୍ରକାର ଭାଷା ଅଲଗା ପ୍ରକାର ଡ୍ରେସ ପିନ୍ଧି ଥାନ୍ତି । ତେବେ କେବଳ ଆମ ଦେଶରେ ନୁହେଁ ବରଂ ସାରା ବିଶ୍ବରେ ଏଭଳି କିଛି ଲୋକମାନେ ଅଛନ୍ତି ଯାହାକୁ ଆମେ କିନ୍ନର ବୋଲି କହି ଥାଉ ।

ସାଧାରଣତଃ ଦେଖିବାକୁ ଗଲେ ଆମେ ମାନେ ଦୁଇ ଲିଙ୍ଗରେ ବିଭକ୍ତ କରିଛୁ ଆମ ମନୁଷ୍ୟ ଜାତିକୁ । ମାତ୍ର ଦେଖିବା ପାଇଁ ଗଲେ ଏହା ପ୍ରାକୃତିକ ଅଟେ । ଏହା ସହ ଦେଖିବାକୁ ଗଲେ କିନ୍ନର ମାନେ ହେଉଛନ୍ତି ଅର୍ଦ୍ଧ ନାରୀ ଓ ଅର୍ଦ୍ଧ ପୁରୁଷ ଥାନ୍ତି । ଏମାନଙ୍କୁ ଭଗବାନ ଙ୍କର ରୂପ ମଧ୍ୟ କୁହା ଯାଏ ।

ଏମାନେ ଦେଇଥିବା ଅଭିଶାପ ଓ ଆଶୀର୍ବାଦ ଦେଲା ଏହା ଫଳା ଫଳ ହୋଇ ଥାଏ । କୁହା ଯାଏ କି ଏହି ମାନେ ଅଧା ନାରୀ ଓ ପୁରୁଷ ଥିବାରୁ ଏମାନଙ୍କୁ ଶିବ ପାର୍ବତୀ ଙ୍କ ଅଧା ଅଙ୍ଗ ବୋଲି କୁହା ଯାଏ ତେଣୁ ଏମାନଙ୍କୁ କିଛି ଜାଗାରେ ପୂଜା କରାଯାଇ ଥାଏ । କୁହା ଯାଏ କି ଏମାନଙ୍କ ଫଳ ଖୁବ ଜଲ୍ଦି ଲୋକମାନଙ୍କ ଉପରେ ପଡିଥାଏ । ବାହାଘର ହେଉ କିମ୍ବା ବ୍ରତ ଘର ହେଉ ଏମାନଙ୍କ ଉପସ୍ଥିତି କୁ ଖୁବ ପ୍ରାଧାନ୍ଯ ଦିଆ ଯାଇ ଥାଏ ।

ଏହି ମାନଙ୍କୁ ଆଶୀର୍ବାଦ ପାଇଁ ଡକା ଯାଇଥାଏ । କୁହା ଯାଏ ଏହି ଲୋକମାନଙ୍କ ପାଖରୁ ଯଦି କେହି କିଛି ପଇସା ନେଇ ରଖି ପାରିବେ । ଏହା ଭଲ ଫଳ ଦେବା । ଯଦି ଆପଣ କେବେବି କିନ୍ନର କୁ ଦେଖି ତାଙ୍କୁ କିଛି ପଇସା ଦେଇ ଦେବେ ଓ ଏହା ସହ ଆପଣ ଏହାକୁ କହିବେ କି ଆପଣ ଆଉ ଆଉ ଥରେ ଆସିବେ । ଆପଣ ଆଉ ଥରେ ଆସିବେ କହିଲେ ତାଙ୍କୁ ଲାଗିବ କି ଆପଣ ତାଙ୍କ ପାଈଁ ଚିନ୍ତା କରୁଛୁ ।

ତେବେ ସେ ଆପଣଙ୍କୁ ଅଧିକ ଭଲ ଆଶ୍ରିବାଦ ଦେଇକି ଜୀବବେ । ଯାହା ଦ୍ଵାରା ଆପଣଙ୍କ ଜୀବନରେ ଖୁବ ଭଲ ଖୁସି ରହିବ । ଆପଣ ଯଦି ଚାହିଁ ବେ ସେମାନଙ୍କୁ କେବଳ କଥା କହିକି ଆଶୀର୍ବାଦ ନେଇ ପାରିବେ । ଏମାନେ ଖୁବ ଜଲ୍ଦି ଖରାପ ମାନି ନେଇଥାନ୍ତି । ଆପଣ ଯଦି ଆପଣଙ୍କ ଘରେ ଥିବା କିଛି ପିଲା ମାନଙ୍କ ଗ୍ରହ ଖଣ୍ଡନ କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ଗୋଟେ କାମ କରି ପାରିବେ ।

ଆପଣ ନିଜ ପିଲାଙ୍କୁ ସେମାନଙ୍କ ଦେଇ କହିବେ ମୋ ପିଲା କୁ ଆଶୀଷ ଦେଇ ଦିଅନ୍ତୁ ମୁ ଚିର ଋଣି ହୋଇ ରହିବି । ଦେଖିବେ ଆପଣଙ୍କ ପିଲା ଖୁବ ଜଲ୍ଦି ଭଲ ହୋଇ ଜୀବ ଯଦି କିଛି ରୋଗରେ ଥିବା କିମ୍ବା କିଛି ଋଷ୍ଟ ଥିଲେ ତାହା ମଧ୍ୟ କଟିଯିବ । ତେବେ ଆପଣ କେବେବି ଭୁଲ ରେ ଭି ସେମାନଙ୍କ ଅପମାନ କରିବେ ନି ଏଭଳି କଲେ ଆପଣ ନିଶ୍ଚିତ ଭୁଲ ପରିଣାମ ପାଇବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *