ଏହି ମୁଦି ପିନ୍ଧିଲେ ଚାକିରି ସୁନିଶ୍ଚିତ | ଥରେ ପିନ୍ଧି ଦେଖନ୍ତୁ ଆପଣଙ୍କ ଭାଗ୍ୟ ବଦଳିଜିବ

ଆପଣ ମାନଙ୍କ ଜୀବନରେ ଅନେକ ସମସ୍ଯା କୁ ଦୂର କରିବା ପାଇଁ ଆମେ ଅନେକ ପ୍ରକାର ମୁଦି ପିନ୍ଧି ଥାଉ । ଆପଣ ଜାଣି ଥିବେ କି କଇଁଛ ମୁଦି କୁ ଆମେ ପିନ୍ଧିବା ଦ୍ଵାରା ଅନେକ ସମସ୍ୟା ଦୂର ହୋଇ ଯାଇ ଥାଏ । ଆପଣ ଜାଣି ଥିବେ କି କଇଁଛ ମୁଦିକୁ ଶୁଭ କହିବାର ମୂଳ କାରଣ ହେଉଛି । ଏହା ସମୁଦ୍ର ମନ୍ଥନ ସମୟରେ ସମୁଦ୍ର ରୁ ବାହାରି ଥିଲା । ଆପଣ ଜାଣି ଥିବେ କି ଭଗବାନ ବିଷ୍ଣୁ ନିଜେ ଏହି ରୂପ ନେଇକି ଯାଇଥିଲେ ସମୁଦ୍ର ମନ୍ଥନ ପାଇଁ ।

ତେଣୁ ଦେଖିବା ପାଇଁ ଗଲେ ମା ଲକ୍ଷ୍ମୀ ମଧ୍ୟ ଏହାକୁ ଖୁବ ଭଲ ପାନ୍ତି । କିଛି ଜାଗାରେ ଏହାକୁ ମା ଲକ୍ଷ୍ମୀ ଙ୍କ ପ୍ରିୟ ବୋଲି କୁହା ଯାଏ । କିନ୍ତୁ ଏହାର ଅନେକ ମହତ୍ଵ ଅଛି ବାସ୍ତୁ ଶାସ୍ତ୍ର ଅନୁସାରେ ।

ଏହାକୁ ଘରେ ରଖିବା ଦ୍ଵାରା ଆମେ ଜାଣିଛେ କି ସବୁ ପ୍ରକାର ଧନ ଜଡିତ ସମସ୍ଯା ଦୂର ହୋଇଯିବ କେବଳ ସେତିକି ନୁହେଁ ଏହାକୁ ଆମେ ଘରେ ରଖିବା ଦ୍ଵାରା ଆହୁରି ଅନ୍ୟ ଦୋଷ ମାନ ମଧ୍ୟ କଟିଥାଏ । ଏହାକୁ କିଛି ଲୋକ ହାତରେ ମଧ୍ୟ ଧାରଣ କରି ଥାନ୍ତି ଆପଣ ଏହାକୁ କେଉଁ ଭି ଧାତୁର ଧାରଣ କରି ପାରିବେ କିନ୍ତୁ ଆପଣ ଏହାକୁ ଚାନ୍ଦି କିମ୍ବା ସୁନା ରେ କରିକି ପିନ୍ଧିଲେ ଆପଣ ଜାଣି ପାରିବେ କି ଏହା ଭଲ ଅଟେ ।

ଏହା ଦେହରେ କିଛି ଲୋକମାନେ ଗ୍ରହ ପଥର ମଧ୍ୟ ଲଗାଇ ଦେଇ ଥାନ୍ତି । ଏହାକୁ ଆପଣ ଏହି ଭଳି କରିକି ପିନ୍ଧି ପାରିବେ କିନ୍ତୁ ଆପଣ ଏହାର ମୁଣ୍ଡ କୁ ନିଜ ଆଡକୁ ରଖିବେ । ଏହାକୁ କିଛି ଲୋକ ଅଜାଣତରେ ଓଲଟା ପିନ୍ଧି ଥାନ୍ତି ଯାହା ଦ୍ଵାରା ସେମାନଙ୍କୁ ଓଲଟା ପରିଣାମ ମିଳିଥାଏ । ଏହି ମୁଦି କି ଡାହାଣ ହାତରେ ହିଁ ପିନ୍ଧା ଯାଏ ଓ ଏହାକୁ ବିଷୀ ଆଙ୍ଗୁଠି କିମ୍ବା ତର୍ଜନୀ ଆଙ୍ଗୁଠିରେ ପିନ୍ଧା ଯାଏ । ଏହାକୁ କୁମ୍ଭ, ଧନୁ, ବିଛା, ସିଂହ, ତୁଳା ରାଶିର ଲୋକମାନେ ଏହି ଆଙ୍ଗୁଠିରେ ପିନ୍ଧି ପାରିବେ ।

ମେଷ, ମୀନ, କନ୍ୟା, କର୍କଟ ରାଶିର ଲୋକ ମାନେ ଏହାକୁ ମାଝି ଆଙ୍ଗୁଠିରେ ପିନ୍ଧି ପାରିବେ । ବୃଷ, ମିଥୁନ ରାଶି ଏହାକୁ ରିଙ୍ଗ ଫିଙ୍ଗର କିମ୍ବା ଏହାକୁ ମୁଦି ପିଣଢୁଥିବା ଆଙ୍ଗୁଠିରେ ହିଁ ପିନ୍ଧି ପାରିବେ । ତେବେ କନ୍ୟା, ମେଷ ରାଶିର ଲୋକଙ୍କ ପାଇଁ ଏହା ଖରାପ ହୋଇ ଥିବାରୁ ଆପଣ ଏହାକୁ ପୂଜା କରିକି ମଙ୍ଗଳ ବାର ଦିନ ଧାରଣ କରିବେ । ଏହାକୁ ଆପଣ ପୂଜା କରିବା ସମୟରେ ଏହାକୁ କ୍ଷୀର ରେ ଧୋଇକି ଏହାକୁ ଗଙ୍ଗାଜଳ ଓ ଚନ୍ଦନ ରେ ଭଲ ଭାବେ ଧୁଅନ୍ତୁ ଓ ଏହାକୁ ପୂଜା କରନ୍ତୁ । ଏହା ପରେ ମା ଲକ୍ଷ୍ମୀ ଙ୍କ ଶ୍ରୀ ଚରଣରେ ଏହାକୁ ଲଗାଇକି ଏହାକୁ ଆପଣ ଧାରଣ କରନ୍ତୁ । ଦେଖହିବେ ନିଶ୍ଚିତ ଭଲ ଲାଭ ପାଇବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *