ନିଜ ଜୀବନର ଏହି 5ଟି କଥା କାହାକୁ କୁହନ୍ତୁ ନାହିଁ ଭୟଙ୍କର କଥା ହୋଇପାରେ- Chanakya Niti

ଆମେ ଆଜି କାଲୀ ଅଧିକ ଖୋଲା ହେବା ପରେ ସବୁ କିଛି ସବୁ ଲୋକଙ୍କୁ କହି ଦେଇ ଥାଉ । କିନ୍ତୁ ଆପଣ ଏହାକୁ କେବେଭି କରିବେ ନି । ଆପଣ ନିଜ ଦୁନିଆରେ କିଭଳି ଅଛନ୍ତି କଣ କରୁଛନ୍ତି ଏହା ବିଶୟରେ ଆମେ କାଇଁ କହିବା ପାଇଁ ଯିବା ଯଦି କହୁଛନ୍ତି ତ ଆପଣ କେବଳ ନିଜ ଠାରୁ ଅଧିକା ଭରଷା କରୁଥିବା ଲୋକଙ୍କୁ ହିଁ କୁହନ୍ତୁ । କାରଣ ଆପଣ ଯଦି ଏହାକୁ ଆଉ କାହାକୁ କହିବେ ତାହା ଆପଣଙ୍କ ପାଇଁ ସମସ୍ଯା ସୃଷ୍ଟି କରି ପାରେ ।

ଆପଣଙ୍କ ଯିବନରେ ଏହିଭଳି କିଛି ଲୋକମାନେ ଆସିଥାନ୍ତି ଯେଉଁ ମାନେ ନିଜ କଥା ଆପଣଙ୍କୁ କହି ଥାନ୍ତି କିନ୍ତୁ ଏହାର ମାନେ ଏହା ନୁହେଁ କି ଆପଣ ଏହାକୁ ଆଉ କାହାକୁ କହିବେ । କାରଣ ଏହାକୁ କହିବା ଦ୍ଵାରା ଆପଣ ହିଁ ନିଜର ସବୁ କିଛି ହରାଇ ଦେବେ ।

ସେହି ବ୍ୟକ୍ତି କେବଳ ଆପଣଙ୍କୁ କିଛି କହିବା ପାଇଁ ଆସିଥିଲା ଆପଣ କେବଳ ତା କଥା ଶୁଣିବାର ଥିଲା କିନ୍ତୁ ଆପଣ ଏହାକୁ ଆଉ ଏକ ମୋଡ ଦେଇ ଦେଲେ ଆପଣ ଏହାକୁ ଅନ୍ୟକୁ କହି ଦେଲେ । ଯଦି ସବୁ ଲୋକ ସବୁ କଥା ସଭିଙ୍କୁ କହିବା ପାଇଁ ଲାଗିବେ ତେବେ ଆମେ ନିଶ୍ଚିତ ଭାବେ ଜାଣି ନେବା କଥାକି ସବୁ କିଛି ଆମ ପାଖରୁ ସରିଯିବ । କାରଣ ଯେଉଁ କଥା ଯିଏ ଯେଉଁ ସମୟରେ ଜାଣିବା କଥା ତା ଆଗରୁ ଜାଣିଲେ ତାହା ଖରାପ ଅଟେ । ଏବେ ଆସନ୍ତୁ ଜାଣିବା ଏହି ଭଳି କିଛି ୫ ଟି ଶି-କ୍ରେ-ଟ ଯାହା ଆପଣ କାହାକୁ କହିବା କଥା ନୁହେଁ ।

ଆପଣ ଜଦି ଚାରିଟି କିମ୍ବା କାହାକୁ ସାହାଜ୍ଯ କରୁଛନ୍ତି ତେବେ ଏହା କାହାକୁ କୁହନ୍ତୁ ନି କାରଣ ଏହା କରିବା ଦ୍ଵାରା ଆପଣ ସବୁ କିଛି ହ-ରା-ଇ ଦେବା । ଆପଣ ଯାହାଭି ଦାନ ଦିଅନ୍ତୁ କିମ୍ବା ସେବା କରନ୍ତୁ ଏହା କାହାକୁ କହିବେ ନି । ଆପଣ ଯାହା ପାଇଁ ଯାହା ମନ୍ତବ୍ୟ ରଖୀ ଥିବେ ଏହା ଆପଣ କାହାକୁ କହିବେ ନି କାରଣ ଏହାକୁ ଆପଣ କହିବା ଦ୍ଵାରା ଝ-ଗ-ଡା ହୋଇ ପାରେ । ଆପଣ ଯଦି ନିଜ ପାଇଁ କିଛି ଲକ୍ଷ୍ୟ ରଖିଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହାକୁ କାହାକୁ ଭି କହିବେନି । ଏହା ଶୁଣିବା ପରେ କିଛି ଲୋକ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରି ପାରିବେ ଓ କିଛି ଲୋକ ଆପଣଙ୍କ ଥଟା ଉଡାଇବେ ।

ଯେଉଁ କମ୍ପାନୀରେ ଆପଣ ଚାକିରି କରୁଛନ୍ତି ଯଦି ଆପଣ ଭାବିବେ ସେହି କମ୍ପାନୀର ଆପଣ ସିଓ ହେବେ ତେବେ ସବୁ ଲୋକ ଆପଣଙ୍କ ଥଟା କରିବେ । ତେଣୁ ନିଜ ଲକ୍ଷ୍ୟ ବିଷୟରେ କାହାକୁ ଭି କୁହନ୍ତୁ ନି । ଆପଣଙ୍କ ର କିଛି ଖରାପ ଅଭ୍ୟାଶ ଥିଲେ ଆପଣ ଏହାକୁ କାହାକୁ କହିବେ ନି କାରଣ ଏହା ଆପଣଙ୍କୁ ହିଁ ବି-ପ-ଦ-ରେ ପକାଇବ । ଆପଣ କାହାକୁ ନିଜର ପରିବାର କଥା ମଧ୍ୟ ଖିବା ଅନୁଚିତ ଅଟେ । କାରଣ ଆପଣ ଯଦି ଏହା କାହାକୁ କହିବେ ତ ସେ ଏହାକୁ କରି ସମାଧାନ ପାରିବେ ନି କିନ୍ତୁ ଭବିଷ୍ୟତ ରେ ସମସ୍ଯା ନିଶ୍ଚିତ ଭାବେ ସୃଷ୍ଟି କରି ପାରିବେ । ତେଣୁ ଏହି କଥା ଆପଣ କାହାକୁ କହିବେନି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *