ଏହି 5ଟି ନାମର ପୁରୁଷ ଜନ୍ମରୁ ହିଁ ମାଲିକ ବନିବାର ଭାଗ୍ୟ ନେଇ ଆସିଥାନ୍ତି- Chanakaya Niti 

କୁହାଯାଏ ଏହି ପାଞ୍ଚ ଅକ୍ଷରରୁ କୌଣସି ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତି ଜନ୍ମରୁ ହିଁ ମାଲିକ ହୋଇଥାନ୍ତି । ଯେବେ ବ୍ଯକ୍ତିର ଜନ୍ମ ହୋଇଥାଏ ଜନ୍ମରୁ ହିଁ ନାମକରଣ ହୋଇଥାଏ । ଯେଉଁ ନାମ ଜନ୍ମ ସମୟରେ ରଖାଯାଇଥାଏ ସେହି ନାମରେ ଦୁନିଆ ତାକୁ ଜାଣିଥଏ । ଆଉ ସେହି ନାମରେ ଡାକି ଥାଏ । ଜଣେ ବ୍ଯକ୍ତିର ନାମରୁ ବହୁତ କିଛି ଜଣା ପଡିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇ ଥାଏ ।

ନାମର ପ୍ରଥମ ଅକ୍ଷରରୁ ବହୁତ ସାରା ସୂଚନା ମିଳିଥାଏ । ଯେବେ ବ୍ୟକ୍ତି ଆରମ୍ଭରୁ ପାଠ ପଢିବା ପାଇଁ ଯାଇଥାଏ ସର୍ବ ପ୍ରଥମେ ତାର ନାମ ପଚରା ଯାଇଥାଏ । କିନ୍ତୁ କିଛି ଲୋକ ଏମିତି ହୋଇଥାନ୍ତି ଯିଏ ମାଲିକ ବନିବା ପାଇଁ ହିଁ ଜନ୍ମ ହୋଇଥାନ୍ତି । ଯିଏ ମାଲିକ ବନିବାର ସ୍ଵପ୍ନା ଦେଖିଥାନ୍ତି ଆଉ ତାକୁ ପୁରା କରିବା ପାଇଁ ଚେଷ୍ଟା ମଧ୍ୟ କରିଥାନ୍ତି ।

ସି ନାମ ବାଲା ବ୍ୟକ୍ତି :- ଯେଉଁ ବ୍ଯକ୍ତିର ନାମ ସିରୁ ଆରମ୍ଭ ହୋଇଥାଏ ଏହି ନାମର ବ୍ୟକ୍ତି ଅଧିକ ବ୍ୟବସାୟ ବିଷୟରେ ହିଁ ଭାବି ଥାନ୍ତି । ଏହି ନାମର ବ୍ୟକ୍ତି ଅନ୍ୟର କାମ କରିବାକୁ ପସନ୍ଦ କରିନଥାନ୍ତି । ସେ ନିଜ ବ୍ଯବସାୟ କରିବା ବିଷୟରେ ବିଚାର କରିଥାନ୍ତି । ତାଙ୍କର ଏହି ବିଚାର କାରଣରୁ ସେ ଚାକିରି କରିନଥାନ୍ତି । ଆଉ ସେ ମାଲିକ ହେବା ପାଇଁ ହିଁ ଜନ୍ମ ହୋଇଥାନ୍ତି ।

ଏଚ :- ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର ଏଚ ଅକ୍ଷରରୁ ଆରମ୍ଭ ହୋଇଥାଏ । ଏମାନେ ସବୁବେଳେ କୌଣସି ବ୍ୟବସାୟ ଚଳାଇବାର ବା ପାଇଆ ନିବେଶ କରିବାର ବିଚାର କରିଥାନ୍ତି । ଏମାନେ ବ୍ୟବସାୟ କ୍ଷେତ୍ରରେ ବହୁତ ପ୍ରସିଦ୍ଧ ଲାଭ କରିଥାନ୍ତି । ଆଉ ଏମାନେ ନିଜ କାମ କରିବା ବହୁତ ପସନ୍ଦ କରିଥାନ୍ତି ।

ଏମ ନାମର ବ୍ୟକ୍ତି :- ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର ଏମରୁ ଆରମ୍ଭ ହୋଇଥାଏ ଏମାନେ ବହୁତ ବୁଦ୍ଧିମାନ ଓ ଚତୁର ହୋଇଥାନ୍ତି । ସେ କୌଣସିବି କାମ ନିଜ ଦିମାଗରୁ କରିଥାନ୍ତି । ସେ ବହୁତ ସାହସୀ ହୋଇଥାନ୍ତି ସେ ନିଜକୁ ମାଲିକ ଭାବି ଥାନ୍ତି । ଏହି ନାମର ବ୍ୟକ୍ତି ନିଜର ବ୍ଯବସାୟ କରିଥାନ୍ତି ।

ଏସ ନାମର ବ୍ୟକ୍ତି :- ଯେଉଁ ଲୋକଙ୍କ ନାମ ଏସ ରୁ ଆରମ୍ଭ ହୋଇଥାଏ ସେ ମାଲିକ ବନିବା ପାଇଁ ହିଁ ଜନ୍ମ ହୋଇଥାନ୍ତି । ଏହି କଥାର ଜ୍ଯୋତିଷ ଶାସ୍ତ୍ରରେ ମଧ୍ୟ ହୋଇଛି । ଏହି ନାମର ଲୋକ ଜନ୍ମରୁ ହିଁ ମାଲିକ ହୋଇଥାନ୍ତି । ଆଉ ସେ ଆଗକୁ ଯାଇ ନିଜ ବ୍ୟବସାୟ ସ୍ଥାପିତ କରିଥାନ୍ତି । ଏହି ଲୋକ ଅନ୍ୟ ପାଖରେ ଚାକିରି କରିବା ପସନ୍ଦ କରିନଥାନ୍ତି । ଏମାନେ ତାଙ୍କ ପୁରା ଜୀବନ ନିଜ ବ୍ୟବସାୟରେ ଲଗାଇ ଦେଇଥାନ୍ତି ।

ଭି :- ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର ଭୀରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପରିଶ୍ରମି ହୋଇଥାନ୍ତି । ସେମାନେ ବହୁତ ତେଜ ହୋଇଥାନ୍ତି । ଏହି ନାମର ବ୍ୟକ୍ତି ତାଙ୍କର ସବୁ ଇଛାକୁ ହାସିଲ କରିଥାନ୍ତି । ଏହି ନାମର ବ୍ୟକ୍ତି ବ୍ୟବସାୟରେ ହିଁ ଯୋଡି ହୋଇଥାନ୍ତି । ଏମିତି ଲୋକ ସବୁବେଳେ ମାଲିକ ହୋଇ ରହିଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *