ଗଣେଶ ପୂଜା (10 September) ଏହି 7 ଟି ରାଶିର ଭାଗ୍ୟ ସୁନା ଭଳି ଚମକିବ ||

ଭଗବାନ ଗଣେଶ ହେଉଛନ୍ତି ସବୁ କଷ୍ଟର ଓ ଦୁଃଖର ବିନାଶ ର ଦେବତା । ସେ ଯାହା ଉପରେ ଠାରେ କୃପା କଲେ ସେ ତା ଜିଅବନରେ କୀବେଭିଇ କେଉଁ ଜାଗାରେ ହାରେନି ଏହା କହିବାର ଅର୍ଥ ସେ ନିଜ ସହ ମା ଲକ୍ଷ ଓ ଦେବୀ ସରସ୍ଵତୀ ଙ୍କୁ ସବୁ ବେଳେ ରଖି ଥାନ୍ତି । ଯଦି କେହି କେବେ ଅସୁବିଧା ରେ ଥିବା ଭଗବାନ ଗଣେଶ ଙ୍କୁ ପ୍ରାର୍ଥନା କରିବା ଦ୍ଵାରା ତା କଷ୍ଟ ଦୂର ହୋଇଯିବ । କିନ୍ତୁ ଏହା ଦେଖିବା କଥାକି କେଉଁ ଭଳି ଭାବେ ଆପଣ ତାଙ୍କୁ ଡାକୁଛନ୍ତି ।

ଆପଣ ଜାଣି ଥିବେ କି ଭଗବାନ ଗଣେଶ ଅଗ୍ର ପୁଜ୍ୟ । ସେ ସବୁ ବେଳେ ନିଜ ମାତା ଙ୍କ ପ୍ରିୟ ଅଟନ୍ତି ତେଣୁ ମା ଦୂର୍ଗା ଙ୍କ ଆଶୀର୍ବାଦ ତାଙ୍କ ଉପରେ ସଦା ସର୍ବଦା ଥାଏ । ଭଗବାନ ଗଣେଶ ଙ୍କ ପୂଜା ଏହି ମାସ ୧୦ ତାରିଖରେ ପଡିବା ପାଇଁ ଯାଉଛି ତେଣୁ କରି ସେହି ଦିନ ଠାରୁ ୭ ଟି ରାଶି ଙ୍କ ଉପରେ ନିଜର କୃପା ବର୍ଷା କରିବା ପାଇଁ ଯାଉଛନ୍ତି ଭଗବାନ ଗଣେଶ । ତାଙ୍କ କୃପାରୁ ଏହି ରାଶି ମାନଙ୍କୁ ସବୁ ପ୍ରକକାର ସମସ୍ୟାର ଅନ୍ତ କରିବା ର ରାସ୍ତା ମିଳିଯିବ । କେବଳ ସେତିକି ନୁହେଁ ଅନେକ ଦିନ ଧରି ଥିବା ମନର କଷ୍ଟ ମଧ୍ୟ ହୁଏ ତ ଏହି ସମୟରେ କମ ହୋଇ ଯାଇ ପାରେ । କାରଣ ଏହି ସମୟରେ ଏହି ୭ ଟି ରାଶି ନିଜ ବୁଦ୍ଧି ବଳରେ ଓ ନିଜ ଚେଷ୍ଟା ବଳରେ ସବୁ ଲୋକଙ୍କ ଆଗରେ ଉଦାହରଣ ହୋଇ ପାରିବେ ।

କୁହା ଯାଏ କି ଯିଏ ଯେଉଁ ଭଳି ଭାବେ ନିଜ ଜ୍ଞାନର ଉପଯୋଗ କରିବ ସେହି ଭଳି ଭାବେ ସେ ନିଜର କର୍ମ ଫଳ ପାଇବ । ସେହି ଭଳି ଯେଉଁ ବ୍ୟକ୍ତି ଯେଉଁ ଭଳି ଭାବେ ନିଜର ଏହି ଭଲ ସମୟକକୁ ନିବେଶ କରିବ ସେହି ଭଳି ଭାବେ ସେ ନିଜେ ଶାନ୍ତି ପାଇବ । ଏହି ରାଶିର ବ୍ୟକ୍ତି ମାନଙ୍କ ପାରିବାର ରେ ଥିବା ସବୁ ପ୍ରକାର ଅସାନ୍ତି ଦୂର ହୋଇଯିବ । ଏମାନେ ସବୁ ବେଳେ କିଛି ନା କିଛି କାମରେ ନିଜକୁ ବ୍ୟସ୍ତ ରଖିବେ । ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନରେ ଥିବା ସ୍ଵପ୍ନକୁ ଏହି ସମୟରେ ପୂରଣ କରି ପାରିବେ ।

ଯେଉଁ ମାନେ କିଛି ଆର୍ଥିକ ସମସ୍ଯା ଦେଇ ଗତିଇ କରୁଥିଲେ ସେମାନେ ଏବେ ଏହି ସମସ୍ୟାରୁ ଦୂରେଇ ଯିବେ । ଆପଣଙ୍କ ଚାକିରି ରେ ଆପଣ ଭଲ ପରିଣାମ ପାଇବେ । ଆପଣ ନିଶ୍ଚିତ ଭାବେ ନିଜର ପ୍ରମୋଶନ ପାଇବେ । ଆପଣ ଭଗବାନ ଗଣେଶ ଙ୍କ ପାଖରେ ଲଡୁ ଅର୍ପଣ କରନ୍ତୁ ଜାଡ୍ୟ ଆପଣଙ୍କୁ ଡୁବ ଘାସ ମିଳୁଛି ତେବେ ଆପଣ ତାହା ମଧ୍ୟ ଅର୍ପଣ କରନ୍ତୁ ଦେଖିବେ ନିଶ୍ଚିତ ଭାବେ ଆପଣ ଭଗବାନ କୃପା ଜଲ୍ଦି ପାଇ ଯିବେ । ଯେଉଁ ମାନେ ବ୍ୟବଶାୟରେ ଅଛନ୍ତି ତାଙ୍କ ବ୍ୟବଶାୟ ଖୁବ ଭଲ ହେବା ପାଇଁ ଯାଉଛି । ଆସନ୍ତୁ ତେବେ ଜାଣି ନେବା ଏହି ରାଶି ମାନଙ୍କ ନାମ ମେଷ, ମିଥୁନ, ସିଂହ, ତୁଳା, ମକର, କୁମ୍ଭ, ମୀନ ରାଶି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *