ଘରେ ଏହି 5ଟି ଫୋଟୋ ଭୁଲରେ ବି ଲଗାଇବ ନାହିଁ, ପରିବାର ହୋଇଯିବ ନଷ୍ଟ, ମାଡି ଆସିବ ଦାରିଦ୍ର୍ୟତା- Sri Krishna

ସମୟ ବଦଳିଛି ସମୟ ସହ ସବୁ କିଛି ବଦଳିବାରରେ ମଧ୍ୟ ଲାଗିଛି ଯଦି ଆମେ ପଛକୁ ନଜର ମାରିବା ତ ଜାଣି ପାରିବ ପାଶ୍ଚାତ୍ୟ ସଭ୍ୟତା ଧୀରେ ଧୀରେ ଆମ ଘରେ ପ୍ରବେଶ କଲାଣି । ଏଭଳି ହେବା ଦ୍ଵାରା ଆମେ ମଧ୍ୟ କେବଳ ଦେଖିକି ଅନେକ ଜିନିଷ କରି ଦେଇ ଥାଉ ଯେତେବଳେ କି ଆମକୁ ଏଭଳି କିଛି କାମ କରିବା ଆଗରୁ ଏହା ବିଷୟରେ ଜାଣି ରଖିବା ଉଚ୍ଚିତ କି ନା ।

ଦେଖନ୍ତୁ ଆଜି ଆମେ ଆପଣଙ୍କୁ କହିବା ପାଇଁ ଚାହିଁବୁ କି ଆମେ ଆଜି ଆପଣଙ୍କୁ ସାଜ୍ଜ ସଜା ର ଜିନିଷ ବିଷୟରେ କହିବା ପାଇଁ ଜାଉଛୁ । ଆମେ ଜାଣିଛୁ କି ଆମେ ଘରେ କିଛି ଜିନିଷ ସଜେଇବା କୂ ଖୁବ ଭଲ ପାଉ ଏହା ଆମ ଘରର ସୋଭା ମଧ୍ୟ ବଢେଇ ଥାଏ । ତେବେ ଆସନ୍ତୁ ଜାଣିବା କାହାକୁ ଆମ ଘରେ ରଖିବା କଥା ନୁହେଁ ଓ ଏହାର କାରଣ ।

ଆମେ ମାନେ ଘର ସଜେଇବା ନିମନ୍ତେ ଘରେ ମାଟି ର ଜିନିଷ, ବା ହସ୍ତଶିଳ୍ପ, ପଟ୍ଟଚିତ୍ର, ଫଟୋ ଆଦି ଜିନିଷ ଆଣିଥାଉ ଓ ଘରେ ସଜେଇ ଥାଉ । କିନ୍ତୁ ଏପରି କିଛି ଫଟୋ ବା ଛବି ଅଛି ଯାହାକୁ ଲଗାଇବା ଦ୍ୱାରା ଘରେ ଅଶାନ୍ତି, କଳହ, ଝଗଡା, ଆଦି ଲାଗି ରହିଥାଏ । ଏପରି କୁହାଯାଏ କି ଏହି ଛବି ଗୁଡିକ ଲଗାଇବା ଦ୍ୱାରା କେବେ କାହାର ମଙ୍ଗଳ ହୋଇ ନାହିଁ । ପ୍ରଥମେ ହେଉଛି ତାଜମହଲ ପ୍ରେମ ର ପ୍ରତୀକ କିନ୍ତୁ ବହୁତ ସମୟରେ ଲୋକ ଭୁଲି ଯାଆନ୍ତି କି ଏହା ମୁମଁତାଜ ଙ୍କ କବର ମଧ୍ୟ ଅଟେ ।

କୁହାଯାଏ କି ତାଜମହଲ ର କୌଣସି ମୂର୍ତି ବା ଫଟୋ କାହାକୁ ଦେବା କଥା ନୁହେଁ କିମ୍ବା ଘରେ ସଜେଇବା କଥା ନୁହେଁ ସର୍ବଦା ମୃତ୍ୟୁ ର ଡର ଲାଗି ରହିଥାଏ । ମହାଭାରତ ର ଗ୍ରନ୍ଥ ବା ଛବି କେବେବି ଘରେ ରଖିବା କଥା ନୁହେଁ କାରଣ ଏହା ବିଶ୍ୱର ବଡ଼ ଯୁ-ଦ୍ଧ ହୋଇଥିଲା ବହୁତ ଲୋକ ମୃତ୍ୟୁବରଣ କରିଥିଲେ ବହୁତ ଘର ସଂସାର ଭାଙ୍ଗି ଯାଇଥିଲା । ତେଣୁ ଏହି ଜିନିଷ ରଖିବା ଦ୍ୱାରା ଘରେ କଳହ ଅଶାନ୍ତି ଲାଗି ରହିବା ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

ଜଙ୍ଗଲୀ ପଶୁ ଙ୍କ ଫଟୋ ବା ଶୋ ପିସ ଘରେ ରଖିବା ଶୁଭ ନୁହେଁ ଏହା ଦ୍ୱାରା ପରିବାର ର ଲୋକଙ୍କ ସ୍ଵଭାବ ରେ ପରିଣୀତ ହୋଇଥାଏ । ଟିକେ ଟିକେ କଥାରେ କ୍ରୋଧ ଆସିଥାଏ । ପରିବାରରେ ନିଜ ନିଜ ମଧ୍ୟରେ ଝଗଡା ଲାଗି ରହେ । ବୁଡିଯାଇଥିବା ଡ଼ଙ୍ଗା ର ଫଟୋ କେବେବି ଲଗାଇବେ ନାହିଁ । ଏହାକୁ ସମ୍ପର୍କ ବୁଡ଼ି ଯିବା ର ପ୍ରତୀକ ବୋଲି କୁହାଯାଏ । ତେଣୁ ଏହାକୁ ଦୂର ରେ ରଖନ୍ତୁ । ନଟରାଜ ମୂର୍ତ୍ତି ବା ଫଟୋ କେବେବି ରଖିବେ ନାହିଁ ।

କାରଣ ଏହା ମହାଦେବଙ୍କ ତାଣ୍ଡବ ସମୟର ନୃତ୍ୟ ଅଟେ । ଏହି ସମୟରେ ମହାଦେବ ସମଗ୍ର ଦୁନିଆ ନଷ୍ଟ କରି ଦେଇଥାନ୍ତେ । ବହୁଥିବା ପାଣିର ଚିତ୍ର ଲଗାଇବେ ନାହିଁ ଏହା ଋଣ ର ପ୍ରତୀକ ଏହା ଛଡା ସଂମ୍ପର୍କ ମଧ୍ୟ ପାଣି ଭଳି ବୋହି ଯାଇଥାଏ । ଆପଣ ଘରେ ଗଣେଶ ଓ ଲଷ୍ମୀଙ୍କ ଫୋଟୋ ଲଗାଇ ପାରିବେ ଏହା ଅତି ଶୁଭ ଫଳ ଦେଇଥାଏ । ଘରେ ସୁଖ ଓ ଶାନ୍ତି ଲାଗି ରହିଥାଏ ।

Leave a Reply

Your email address will not be published. Required fields are marked *