ଏପରି କିଛି ଭୁଲ୍ ପାଇଁ ଜନ୍ମ ହୋଇଥାଏ ଯାଆଁଳା ଛୁଆ! ଆପଣ କରୁ ନାହାନ୍ତି ତ ଏହି ଭୁଲ୍ ?

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କୁ କହିବୁ କେଉଁ କାରଣ ପାଇଁ ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି । ବନ୍ଧୁଗଣ ଆପଣମାନେ ନିହାତି ଦେଖିଥିବେ ଯାଆଁଳା ଶିଶୁମାନଙ୍କୁ । ବନ୍ଧୁଗଣ ଯାଆଁଳା ଶିଶୁ ଜନ୍ମ ହେବ ଏକ ସାଧାରଣ କଥା ହୋଇଗଲାଣି । ଯଦି ଆପଣ ଏହି ଭୁଲ କାମ କରୁଛନ୍ତି ତାହାଲେ ଆପଣ ମାନଙ୍କର ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି ସେହି ଭୁଲ ଗୁଡିକ କଣ ଅଟେ ଆସନ୍ତୁ ବନ୍ଧୁଗଣ ଜାଣିବା । ବନ୍ଧୁଗଣ ଆପଣମାନେ ଦେଖୁଥିବେ କେଉଁଠି ଏକାଭଳିର ଶିଶୁ ହେଇଥିଲା ବେଳେ ଆଉ କେଉଁଠି ଭିନ୍ନ ଭିନ୍ନ ରୂପର ହୋଇଥାନ୍ତି ।

ଆସନ୍ତୁ ଜାଣିବା କେଉଁ କାରଣରୁ ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି । ବନ୍ଧୁଗଣ ଆପଣମାନେ ଜାଣିଥିବେ ଗାଁ ଗହଳିରେ କୁହାଜାୟ ଯଦି ଏକ ମହିଳା ଗର୍ଭଧାରଣ ପୂର୍ବରୁ କିଛି ଯାଆଁଳା ଫଳ ଖାଇଦୀୟ ତାହାଲେ ତାହାର ଯାଆଁଳା ଶିଶୁ ଜନ୍ମ ଗ୍ରହଣ ହୋଇଥାୟ । କିନ୍ତୁ ବନ୍ଧୁଗଣ ବୈଜ୍ଞାନିକ ମାନେ ଅନେକ ପରୀଖ୍ୟା ପରେ ବିଶେଷଣା ମାନଙ୍କ ଦ୍ଵାରା ଏହାର କାରଣ ଜଣାଇଛନ୍ତି । କେଉଁ କାରଣ ପାଇଁ ଗୋଟେ ଶୂକ୍ରାଣୁ ୨ଭାଗରେ ବିଭକ୍ତ ହୋଇ ଦୁଇଟି ଭ୍ରୁଣ ର ରୂପ ନେଇଥାୟ ଓ ଯାଆଁଳା ସନ୍ତାନ ଜନ୍ମ ଗ୍ରହଣ ହୋଇଥାୟ । ସେହି କାରଣ ଗୁଡିକ ହେଲା ୧ରେ ହଉଛି : ଯେଉଁ ମହିଳା ମାନେ ଅଧିକ ଗର୍ଭ ନିରୋଧକ ବଟିକା ସେବନ କରିଥାନ୍ତି ଓ ଅଧିକ ଗର୍ଭ ପାତ କରିଥାନ୍ତି ସେମାନେ ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି ।

କାରଣ ସେମାନେ ଗର୍ଭନିରୋଧକ ଓଷଧ ସେବନ କରିବା ଦ୍ଵାରା ସେମାଙ୍କ ଶରୀରରେ ଫଳିକାଲ ଶିମୋଲାଇଟିଙ୍ଗ ହରମନ ର ମାତ୍ରା କମିଜାୟ । ଯାହାଫଳରେ ଶୂକ୍ରାଣୁ ର ଦୁତୀୟ ଅଣ୍ଡୋକୋଷ ସୃଷ୍ଟି ହୋଇଥାୟ । ଯାହା ଫଳରେ ଦୁଇଟି ସନ୍ତାନ ଜନ୍ମ ଗ୍ରହଣ କରନ୍ତି । ୨ରେ ହଉଛି : ଯଦି ଆପଣଙ୍କ ପରିବାରରେ କେହି ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଛନ୍ତି ତାହାଲେ ଆପଣଙ୍କର ଯାଆଁଳା ଶିଶୁ ଜନ୍ମ ହେବାର ବହୁତ ଆଶଙ୍କା ରହିଥାୟ ।

୩ରେ ହଉଛି : ଯଦି ଆପଣ ପ୍ରତ୍ୟକ ଦିନ ଆମିଷ ଖାଇଥାନ୍ତି ତାହାଲେ ଆପଣଙ୍କର ଯାଆଁଳା ଶିଶୁ ଜନ୍ମ ଗ୍ରହଣ ହୋଇଥାୟ । ଯଦି ଆପଣ ମୋଟା ହୋଇଥାନ୍ତି କିମ୍ବା ଡେଙ୍ଗା ହୋଇଥାନ୍ତି ତାହାଲେ ଆପଣଙ୍କର ଯାଆଁଳା ଶିଶୁ ହୋଇଥାୟ । କାରଣ ଏହି ମହିଳାମାନଙ୍କ ଶରୀରରେ ହରମୋହନ ଅଧିକ ପରିବର୍ତନ ଦେଖିବାକୁ ମିଳିଥାୟ ସେଥିପାଇଁ ଆପଣଙ୍କର ଯାଆଁଳା ଶିଶୁ ଜନ୍ମ ଗ୍ରହଣ ହୋଇଥାନ୍ତି ୪ରେ ହଉଛି : ଯଦି କୌଣସି ମହିଳା ପୂର୍ବରୁ ୨ଟି କିମ୍ବା ୩ଟି ଶିଶୁ ଜନ୍ମ ଗ୍ରହଣ କରିସାରିଛନ୍ତି ତାହାଲେ ସେମାନଙ୍କର ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାୟ ।

କାରଣ ଏମାନଙ୍କ ଶରୀରରେ ଆଣ୍ଡୋକୋଷ ତିଆରି ହବାର କ୍ଷମତା ଅଧିକ ହୋଇଯାଇଥାୟ । ଓ ଏହି ଆଣ୍ଡୋକୋଷ ସୁରକ୍ଷିତ ମଧ୍ୟ ରହିଥାୟ ତେଣୁ ଏହି ମହିଳା ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି । ୫ରେ ହଉଛି : ଯାଆଁଳା ଶିଶୁ ଜନ୍ମ ହେବାର କାରଣ ହେଉଛି ସେହି ସ୍ଥାନ ଓ ପରିବେଶ । ଆମ ପୃଥିବେରେ ସବୁଠାରୁ ଅଧିକ ମାତ୍ରାରେ ଆଫ୍ରିକାରେ ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରନ୍ତି କାରଣ ସେଠିକାର ଜଳବାୟୁ ଓ ପରିବେଶ ଅଧିକ ବାତାବରଣ ହୋଇଥାୟ ସେଥିପାଇଁ ସେଜାଗାରେ ଅଧିକ ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି । ବନ୍ଧୁଗଣ ଜାଣିଲେ ତ ଏହି କାରଣରୁ ଆପଣଙ୍କ ଘରେ ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି ।

Leave a Reply

Your email address will not be published. Required fields are marked *