ଜାଣନ୍ତୁ ମୃତ୍ୟୁ ପୂର୍ବରୁ କେଉଁ ସଂକେତ ଦିଅନ୍ତି ଯମରାଜ, ଧ୍ୟାନ ଦିଅନ୍ତୁ ଆପଣ ବି ଜାଣି ପାରିବେ

ମଣିଷ ଜନ୍ମ ହୋଇଛି ମାନେ ନିଶ୍ଚିତ ଭାବରେ ଦେହତ୍ୟାଗ କରିବ । ମାତ୍ର ଏହା କିଭଳି ଚକ୍ର କିଭଳି ଆମ ଆତ୍ମା ଆମ ଶରୀର ଛାଡିବା ପରେ କେଉଁ ଜାଗାକୁ ଯାଇଥାଏ । ଏହା କୁ କେତେ ସମୟ ଲାଗିଥାଏ ସେ କିଭଳି ପୁନର ଜନ୍ମ ହୋଇଥାଏ ।

ଏହି ସବୁ ବିଷୟରେ ଗରୁଡ ପୁରାଣରେ ସମ୍ପୂର୍ଣ ରୂପେ ବର୍ଣନା କରା ଯାଇଛି । ଭଗବାନ ସ୍ଵୟଂ ଗରୁଡକୁ ଏହି ବିଷୟରେ କହିଛନ୍ତି । ଏହି ପୁରାଣରେ କିଭଳି ମଣିଷ ଜନ୍ମ ହୋଇଥାଏ । ନିଜର ଜୀବନରେ କଣ କଣ କରିଥାଏ ଓ ଏହାର ମୃ-ତ୍ୟୁ ପରେ ସେ କେଉଁ ଜାକୁ ଯାଇଥାଏ । କିଭଳି କର୍ମ ପାଇଁ କଣ କଣ ଦଣ୍ଡ ପାଇଥାଏ । ସେହି ବିଷୟରେ ବର୍ଣନା କରାଯାଇଛି । ଯଦି ଆମେ ଦେଖିବା ପାଇଁ ଯିବା ମଣିଷ ସବୁ ବେଳେ ନିଜ ମୃ-ତ୍ୟୁ ବିଷୟରେ ଜାଣିବା ପାଇଁ ଇଛୁକ ଥାଏ ।

ତେବେ ଆମେ ଆଜଯୀ ଆପପଣଙ୍କୁ ମୃ-ତ୍ୟୁ ପୂର୍ବ ରୁ ମିଳୁଥିବା ସଂକେତ ବିଷୟରେ କହିବା ପାଇ ଯାଉଛୁ । ଯଦି ମଣିଷ ର ମୃ-ତ୍ୟୁ ସମୟ ପାଖେଇ ଆସିଥାଏ ତାକୁ କିଛି ନା କିଛି ସଂକେତ ମିଳିଥାଏ । ଯଦି ମଣିଷ ର ଶେଷ ସମୟ ଆସିଥାଏ ତାହେଲେ ସେ ନିଜ ଛାଇକୁ ଦେଖି ପାରି ନଥାଏ । କୁହାଯାଏ କି ଯଦି ପାଣି କିମ୍ବା ତେଲରେ ତାକୁ ତା ଚେହେରା ଦେଖା ଯାଇ ନ ଥାଏ ତେବେ ଏହା ଜାଣି ନେବା ଉଚ୍ଚିତ ଯେ ସେହି ବ୍ଯକ୍ତିର ଶେଷ ସମୟ ଆସି ଯାଇଥାଏ ।

ଯଦି ମଣିଷର ଶେଷ ସମୟ ଆସି ଯାଇଥାଏ ତେବେ ସେ ନିଶ୍ଚିତ ଭାବେ ଜାଣି ନେଇଥାଏ କି ତାର ପୂର୍ବଯ ମାନେ ତା ଆଖ ପାଖରେ ସବୁ ବେଳେ ବୁଲୁଛନ୍ତି । ଏହା ମଧ୍ୟ ଜାଣି ନେଇଥାଏ କି ସେ ଖୁବ ଶୀଘ୍ର ଏହହୀ ଦୁନିଆ ଛାଡିବା ପାଇଁ ଯାଉଛି । କିଛି ଲୋକଙ୍କୁ ନିଜ ଶେଷ ସମୟ ଆସିବା ଆଗରୁ ଏକ ଆଜୀବ ପ୍ରକାର ଗନ୍ଧ ଆସିଥାଏ ସେ ଭି ନିଜ ଶରୀର ରୁ । ସେହି ସମୟରେ ସେ ଜାଣି ନେବା ଉଚ୍ଚିତ କି ତାର ଶେଷ ସମୟ ଆସି ଗଲାଣି ।

ଯଦି କୌଣସି ଲୋକ ପାପ କରି ଥାଏ ତେବେ ଶେଷ ଜୀବନ ଆଗରୁ ତାର ଶରୀର ହଳଦିଆ କିମ୍ବା ହାଲୁକା ନାଲିବ ହୋଇ ଯାଇଥାଏ । କୁହାଯାଏ କି ଯଦି ସେହି ଲୋକ ପାପୀ ସେ ନିଜ ଚରମ ଜଳିଇବାର ମଧ୍ୟ ଅନୁଭବ କରିଥାଏ । ତେଣୁ ସେ ଜାଣି ଯିବା କଥାକି ସେ ନର୍କ କୁ ଯାଉଛି । ଯେଉଁ ବ୍ଯକ୍ତିର ଚେହେରା ଆଇନା ରେ ନ ଆଶୀ ଆଉ କାହହା ଚେହେରା ଦେଖାଯାଏ କିମ୍ବା

ନିଜ ଚେହେରା ଠିକ ସେ ଦେଖା ଯାଏ ନି ସେ ମଧ୍ୟ ଜାଣି ଯିବା କଥା କି ସେ ଆଉ ମାତ୍ର କିଛି ଦିନ ପାଇଁ ଏହି ଲୋକରେ ରହି ପାରିବ । ଯେଉଁ ବ୍ୟକ୍ତି ମାନେ ଶେଶ ସମୟ ଦେଇ ଯାଉଥାନ୍ତି ସେମାନେ ନିଜ ଆଖ ପକ୍ଷର ଲୋକମାନଙ୍କୁ ମଧ୍ୟ ଦେଖି ପାରି ନଥାନ୍ତି । କିଛି ଲୋକଙ୍କୁ ଚାନ୍ଦ ଏବଂ ସୂର୍ଯ୍ୟ ଏକା ଭଳି ଦେଖା ଯାଏ କିମ୍ବା ଚାନ୍ଦ ଭାଙ୍ଗି ଯାଇଥିବାର ଦେଖାଯାଏ ।

Leave a Reply

Your email address will not be published. Required fields are marked *