Jyotish Shastra- ଦୀର୍ଘ ୧୧୧ ବର୍ଷ ପରେ ଏହି ୬ ଟି ରାଶି ଉପରେ ପ୍ରସନ୍ନ ହେଲେ ମହାଦେବ, ହେଇଯିବେ କୋଟିପତି

ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ସୃଷ୍ଟିର ଅଧିପତି ବୋଲି ମାନିଥାଉ । ଶିବଙ୍କୁ ସୃଷ୍ଟିର ପାଳନହାର ବୋଲି କୁହାଯାଏ । ଭଗବାନ ଶିବ ଯେତେବେଳେ କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଯାନ୍ତି ତା ଉପରେ ନିଜର ଆପାର କୃପା ଅଜାଡି ଦିଅନ୍ତି । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଅତି ସହଜ ହୋଇଥାଏ । ଭଗବାନ ଶିବ କିଛି ରାଶି ଉପରେ ପ୍ରସନ୍ନ ହୋଇଛନ୍ତି ।

ଯାହାଫଳରେ ଏହି ରାଶିର ବ୍ୟକ୍ତି ମାନେ ମାଲା ମାଲ ହେବାକୁ ଯାଉଛନ୍ତି ଓ ଭାଗ୍ୟବାନ ମଧ୍ୟ ହୋଇଯିବେ ଯାହା ଫଳରେ କି ସେମାନେ ଯାହା ଚାହିଁବେ ତାହା ତାଙ୍କୁ ଏହି ସମୟରେ ମିଳିଯିବ । ତେବେ ଆସନ୍ତୁ ଜାଣିବା ସେହି ୬ ଗୋଟି ରାଶି ମାନଙ୍କ ବିଷୟରେ ।

ଏହି ରାଶିମାନଙ୍କର ଦୁଖ ଦିନ ଏବେ ଦୂର ହେବ । ଆପଣ ବହୁତ ଦିନରୁ ଭାବୁଥିବା କୌଣସି କାର୍ଯ୍ୟକୁ ଅତି ସହଜରେ କରି ପାରିବେ । ଆପଣ ସବୁ କାର୍ଯ୍ୟ ରେ ସଫଳତା ପାଇବେ । ବହୁତ ଦିନରୁ ଚାଲି ଆସୁଥିବା କୌଣସି କୋଟ କଚେରୀ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଯିବ । ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ କରିବେ । ବ୍ୟବସାୟିକ ପାର୍ଟନରଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ଯାହାଫଳରେ ଆପଣ ବ୍ୟବସାୟ ରେ ଆର୍ଥିକ ଭାବରେ ଭଲ ଉନ୍ନତି କରିବେ ।

ଘର ପରିବାରରେ ସବୁ ସଦସ୍ୟଙ୍କ ସହ ଭଲ ସମ୍ପର୍କ ରହିବ ଯାହାଫଳରେ କି ଆପଣ ନିଜର ଘର ପରିବାର ପ୍ରତି ଥିବା ସବୁ ଦାୟିତ୍ଵକୁ ଠିକ ଭାବରେ ତୁଲାଇ ପାରି ପରିବାର ଓ ସମାଜ ରେ ପ୍ରତିଷ୍ଠା ପାଇବେ । ଦମ୍ପତ୍ୟ ଜୀବନ ଖୁସିରେ ବିତିବ । ପରିବାର ଓ ବନ୍ଧୁ ବର୍ଗ ଙ୍କ ସହ ମିଶି କୌଣସି ଦାର୍ଶନିକ ସ୍ଥାନକୁ ଯାଇ ପାରନ୍ତି । ସନ୍ତାନ ମାନେ ବହୁତ ଦିନରୁ ଚାହୁଁ ଥିବା ବିଷୟରେ ପଢିବା ପାଇଁ ବିଦେଶକୁ ଯାଇ ପାରନ୍ତି । ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ ।

ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବେସରକାରୀ ସ୍ତରରେ ଚାକିରି କରୁଥିବା ବ୍ୟକ୍ତି ଙ୍କୁ ଉଚ୍ଚ ପଦ ପଦବୀ ମିଳିବ । ଛାତ୍ର ମାନେ ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ଅବିବାହିତ ପୁରୁଷ ମାନଙ୍କ ପାଇଁ ଭଲ ସ୍ଥାନରୁ ବିବାହ ପ୍ରସ୍ତାବ ଆସିବ । ବେରୋଜଗାର ମାନଙ୍କୁ ରୋଜଗାରର ନୂଆ ନୂଆ ପନ୍ଥା ମିଳିବ । କାର୍ଯ୍ୟ କ୍ଷେତ୍ର ରେ ସଫଳତା ମିଳିବ । ଲୋକମାନେ ଆପଣଙ୍କ ପାଖକୁ କୌଣସି କାମରେ ପରାମର୍ଶ ପାଇଁ ଆସିବେ ।

ଏହି ସମୟରେ ଆପଣ ଅର୍ଥ ସଞ୍ଚୟ କରିବାରେ ସଫଳ ହେବେ । ଆପଣଙ୍କର ଥିବା କରଜ ଶୁଝିପାରିବେ । ଆପଣଙ୍କର ସବୁ କ୍ଷେତ୍ରରେ ଆତ୍ମବିଶ୍ଵାସ ବୃଦ୍ଧି ହେବ । ଆପଣଙ୍କ ପ୍ରେମ ସମ୍ପର୍କ ରେ ମଧୁରତା ରହିବ । ଆପଣ ଦାନ ଧର୍ମ ରେ ମନ ନିବେଶ କରିବେ । ଏବେ ଆସନ୍ତୁ ଜାଣିବା ସେହି ଭାଗ୍ୟ ଶାଳି ରାଶୀମାନଙ୍କ ବିଷୟ ରେ । କୁମ୍ଭ ରାଶି , ମିଥୁନ ରାଶି , କର୍କଟ ରାଶି , ସିଂହ ରାଶି , ବୃଷ ରାଶି ଓ ତୁଳା ରାଶି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *