କାହାର ନାମ ଭାବି ବାଛନ୍ତୁ 1 Guitar ଓ ଜାଣନ୍ତୁ ଆପଣଙ୍କ ପ୍ରେମ ସମ୍ପର୍କ କେମିତି ରହିବ- Love quiz

ଭବିଷ୍ୟତ ରେ କଣ ହେବ କେହି ଜାଣି ନଥାନ୍ତି । ମାତ୍ର ଫିରଭି ନିଜ ଆଗାମୀ ଦିନରେ ଆମେ ବଞ୍ଚିବା ପାଇଁ । କିଛି ଆବସ୍ୟକ କରୁ । ତେବେ ଜୀବନ ଏଭଳି ଏକ ରାସ୍ତା ଯେଉଁ ଜାଗାରେ କେବେ ଝଡ ଆସେ ତ କେବେ ଅନ୍ଧାର ତ କେବେ ଆସେ କାନ୍ଟାଭରା ରାସ୍ତା ଆସି ଥାଏ ।

ପ୍ରତେକ ଲୋକମାନେ ଜୀବନ ସାଥି ହେବା ପାଇଁ କିଛି ଏଭଳି ଲୋକ କିମ୍ବା ମହିଳା ଙ୍କୁ ବାଛିବା ପାଇଁ ପସନ୍ଦ କରନ୍ତି । ଯେଉଁ ମାନେ ପ୍ରତେକ ସମୟରେ ତାଙ୍କ ସହ ରହିବା ପାଇଁ ପସନ୍ଦ କରନ୍ତି । ଜେଭଳି ଭାବେ ନିଜ ଜୀବନ ସାଥି ଚିନ୍ତା କରିବେ ସେମାନେ ସେହି ଭଳି ମଣିଷ ନିଜ ଜୀବନରେ ପାଇବେ ବୋଲି କିଛି ମାନେ ନାହିଁ । ତେବେ ଆପଣ କଣ ଓ କିଭଳି ଭାବେ ନିଜର ଜୀବନ ସାଥି ଚାହାଁନ୍ତି ।

ଆମେ ଯଦି କହିବା କି ଆମେ ଆପଣଙ୍କୁ ସାହାଜ୍ଯ କରିବା ଏହା ପାଇଁ । ଆଜ୍ଞା ହଁ ମାତ୍ର ଏକ ଖେଳ ମାଧ୍ୟମରେ । ଏହି ଖେଳ ମାଧ୍ୟମରେ ହେଉନା କାହିଁକି ଆପଣ ନିଜ ଜୀବନ ସାଥିର କଳ୍ପନା ତ କରିବେ । ତେବେ ଆମେ ଆପଣଙ୍କୁ କହିବା ପାଇଁ ଚାହିଁବୁ କି ଆପଣ ମାନଙ୍କୁ ଆମେ ଦେଖାଇବୁ କିଛି ଟା ଗିଟାର । ତାହା ମଧ୍ୟରୁ ଆପଣ ଗୋଟେ ଗିଟାର ବାଛିବେ । ଓ ଆମେ ତାହାକୁ ଆପଣଙ୍କୁ ଦେଖାଇ କହିବୁ କି ଆପଣଙ୍କ ଜୀବନ ସାଥି କିଭଳି ହେବ ।

ଏହା ସହ ଆପଣଙ୍କ ଜୀବନ ଯାତ୍ରା କିଭଳି ହେବ ଆପଣଙ୍କ ଜୀବନ ସାଥି ସହ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ମାତ୍ର ଆପଣ ଏହାକୁ ନେଇ ଅତ୍ୟଧିକ ସିରିୟଶ ହୋଇ ଜୀବେନି କାରଣ ଆମେ କହି ରଖୁଚୁ ଆଉ ଥରେ ଏହା ଏକ ଖେଳ ଅଟେ । ଯଦି ଆପଣ ବାଛି ଛନ୍ତି ପ୍ରଥମ ଗିଟାର ତେବେ ଆପଣ ଖୁବ ରୋମାଣ୍ଟିକ ଅଟନ୍ତି । ଆପଣଙ୍କ ପ୍ରେମିକ କିମ୍ବା ଜୀବନ ସାଥି ସହ ଆପଣଙ୍କ ସମୟ ମଧ୍ୟ ଖୁବ ରୋମାଣ୍ଟିକ ଭରା ଜୀବ ।

ଯଦି ଆପଣ ବାଛି ଛନ୍ତି ଦ୍ଵିତୀୟ ଗିଟାର ତେବେ ଆପଣଙ୍କ ଜୀବନରେ ଥିବା ଲୋକ ରହସ୍ୟମୟ ଲୋକ ଥିବ । ଯାହା ଆପଣ ପାଇଁ ଖୁବ ଭଲ ରହିବ । ଆପଣଙ୍କ ଜୀବନରେ ଅଧିକ ଖୁସି ଓ ଅଧିକ ଉପହାର ନ କହିକି ଆସିବ । ତୃତୀୟ ଗିଟାର ଯଦି ଆପଣ ବାଛି ଛନ୍ତି ତେବେ ଆପଣଙ୍କ ଜୀବନ ସାଥି ଖୁବ ଇମୋସନାଲ ଭଳି ବ୍ୟକ୍ତି ହୋଇ ଥିବେ । ଯାହା ସହ ଆପଣଙ୍କ ରାସ୍ତା ଖୁବ ଭଲ ଓ ଭଲ ସମର୍ପିତ ମନ ଭାବ ରହିବ ।

ଯଦି ଆପଣ ବାଛି ଛନ୍ତି ଚତୁର୍ଥ ନମ୍ବର ଗିଟାର ତେବେ ଆପଣ ଙ୍କ ଜୀବନ ସାଥି ଖୁବ ସାନ୍ତ ଓ ଲଭିଙ୍ଗ ନେଚର ର ହୋଇଥିବେ । ଯାହା ପାଇଁ ଆପଣ ଖୁବ ଆନନ୍ଦ ଅନୁଭବ କରିବେ । ଆପଣଙ୍କ ଭଲ ପାଇବା ର ରାସ୍ତା ଖୁବ ହସ ଭରା ଓ ରୋମାଣ୍ଟିକ ହୋଇବ ।

ଯଦି ଆପଣ ବାଛି ଛନ୍ତି ପଞ୍ଚମ ନମ୍ବର ଗିଟାର ତେବେ ଆପଣଙ୍କ ପାର୍ଟନର ଖୁବ କ୍ରିଏଟିଭ ଚିନ୍ତା ଧାରା ର ହୋଇବେ । ଆପଣଙ୍କ ପ୍ରେମର ରାସ୍ତା ଖୁବ ଭଲ ରହିବ ଆପଣଙ୍କ ଉପରେ ସେ ଖୁବ ଖୁସି ରହିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *