ଆଜି କୋଟିଏରେ କେହି ଜଣେ ହେବେ କୋଟିପତି, ଯିଏ 2 ମିନିଟ ବାହାର କରି ଥରେ ଶୁଣିବ ଏହି ଶବ୍ଦ

କଳି ଯୁଗର ସବୁ କଥାର ହର୍ତ୍ତା କର୍ତ୍ତା ହେଉଛନ୍ତି ଭଗବାନ ହନୁମାନ ଜି ସେ ଆମକୁ ଏହି ଯୁଗରେ ସବୁ ପ୍ରକାର ବିପଦରୁ ଉଧାର କରିବେ । ଏହି ଯୁଗର ପ୍ରକୃତ ଦେବତା ବୋଲି ମଧ୍ୟ ତାଙ୍କୁ କୁହାଯାଏ । ଏହା ଅନୁସାରେ ଦେଖିବା ପାଇଁ ଗଲେ ଆପଣ ଖୁବ କମ୍ ରେ ହନୁମାନ ଯୀଙ୍କୁ ପ୍ରସନ୍ନ କରି ପାରିବେ ।

ଯେଉଁ ମାନେ ପ୍ରଭୁ ହନୁମାନ ଯୀଙ୍କୁ ଆରଧନା କରନ୍ତି ସେମାନେ ଖୁବ ଭଲ ପରିଣାମ ପାଇଥାନ୍ତି । ହନୁମାନ ଯୀଙ୍କୁ ପ୍ରସନ୍ନ କରିବା ଖୁବ ସହଜ ଓ ଏହା ମଧ୍ୟ ଦରକାର କି ଆପଣ ହନୁମାନ ଜିଙ୍କୁ କେବଳ ନିଜ ଭକ୍ତି ବଳରେ ଜିତ୍ୟ ପାରିବେ । ଯେଉଁ ମାନେ ଶନି ଦଶା ଭୋଗ କରୁଥାନ୍ତି ସେମାନେ ହନୁମାନ ଜି ଙ୍କୁ ପୂଜା କରିବା ଦ୍ଵାରା ସେମାନଙ୍କ ଦୁଃଖ ହରଣ ହୋଇଥାଏ । ଯେଉଁ ମାନେ ଧାର କର୍ଜ ରେ ବୁଡି ରହୁଛନ୍ତି ସେମାନେ ମଧ୍ୟ ନିଜ ପାଇଁ ଓ ନିଜ ପରିଆବର ପାଇଁ ତାଙ୍କୁ ପ୍ରାଥନା କରି ପାରିବେ ।

ଆପଣ ଏକ ମନ୍ତ୍ର ଦ୍ଵାରା ତାଙ୍କୁ ନିଶ୍ଚଚିତ ଭାବେ ପ୍ରସନ୍ନ କରି ପାରିବେ । ଆପଣ ମାନଙ୍କ ମଧ୍ୟରୁ କିଛି ଲୋକମାନେ ଅଛନ୍ତି ଯେଉଁ ମାନେ ଖୁବ ଗରିବ ହୋଇ ଥାନ୍ତି ମାତ୍ର ସେମାନେ ସବୁ ବେଳେ ସବୁ କ୍ଷ୍ହେତ୍ରରେ ବିଜୟୀ ହୋଇଥାନ୍ତି । ଯେଉଁ ଲୋକମାନେ ନିଜ କାମ ରେ ସବୁବେଳେ ସଫଳତା ପାଇଥାନ୍ତି । ଆପଣ ଯଦି ହନୁମାନ ଯୀଙ୍କୁ ପୂଜା କରୁଛନ୍ତି ତେବେ ସେମାନେ ନିଶ୍ଚିତ ଭାବେ ଆମିଷ ଖାଇବା କଥା ନୁହେଁ ଶନିବାର ଓ ମଙ୍ଗଳବାର ଦିନ ।

ଏହି ଦିନ ଆପଣ କାହା ସହ ଝଗଡା କରିବା ଅନୁଚ୍ଚିତ । ଏହି ଦିନ ଆପଣ ଯଦି ଲୁଣ ନ ପଡିଥିବା ଖାଦ୍ଯ ନ ଖାଇବେ ଏହା ଆହୁରି ଭଲ ଅଟେ । ଏହା ଆପଣଙ୍କ ପାଇଁ ଖୁବ ଖୁସି ଆଣିଦେବ କି ଆପଣ କିଛି ନା କିଛି ଏହି ଦିନ ଲୋକଙ୍କୁ ଦାନ କରନ୍ତୁ ଯଦି ଆପଣ ଏହି ଦିନ ମନ୍ଦିର ଯାଉଛନ୍ତି ତେବେ ଆପଣ ଏହି ଦିନ ସିନ୍ଦୁର ଅର୍ପଣ କରନ୍ତୁ ହନୁମାନ ଯୀଙ୍କୁ । ହନୁମାନ ଜିଙ୍କୁ ସିନ୍ଦୁର ଖୁବ ଭଲ ଲାଗିଥାଏ ।

ଯଦି ଆପଣ ଏହି ଦିନ ନିଜ ମନସ୍କାମନା ଭଗବାନ ହନୁମାନ ଯୀଙ୍କୁ କହିବେ ତାହେଲେ ଆପଣ ମଧ୍ୟ ଖୁବ ଭଲ ପରିଣାମ ପାଇବେ । ଆଜି ଆମେ ଆପଣଙ୍କୁ ଏକ ମାତ୍ର ମନ୍ତ୍ର କହିବା ପାଇଁ ଯାଉଛୁ ଯାହା ଦ୍ଵାରା ଆପଣ ଖୁବ ଭଲ ପରିଣାମ ପାଇବେ ଆପଣ ସକାଳୁ ଉଠିକି ଆପଣ ଏହି ମନ୍ତ୍ର ଜପ କରିବେ ତେବେ ଆପଣ ଖୁବ ଭଲ ପରିଣାମ ପାଇବେ । ଆପଣ ଏହି ମନ୍ତ୍ର କୁ

ରାତିରେ ଶୋଇବା ଆଗରୁ କରି ପାରିବେ କିମ୍ବା ଚାରି ପ୍ରହାର ରେ କରି ପାରିବେ । ଆପଣ ଏହାକୁ ପାଞ୍ଚ ଥର ପଢନ୍ତୁ । ଏହି ମନ୍ତ୍ର ହେଉଛି “ଓଁ ଏଂ ଭ୍ରିମ ହନୁମତେ, ଶ୍ରୀ ରାମ ଦୂତାୟ ନମଃ” ଏହି ମନ୍ତ୍ର କୁ ବୀଜ ମନ୍ତ୍ର ବୋଲି ମଧ୍ୟ କୁହାଯାଏ । ଏହାକୁ ଜପ କରିବା ଦ୍ଵାରା ଆପଣଙ୍କ ଜ୍ଜୀବନର ସବୁ ସମସ୍ୟା ଦୂର ହୋଇଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *