ଏହି ସ୍ଵପ୍ନ କେବେବି କାହାକୁ କୁହନ୍ତୁ ନହିଁ କାରଣ ଏହା ଆପଣଙ୍କ କୋଟିପତି ହେବାର ସଂକେତ ଅଟେ- Swapna Shastra

ଏହି ପାଞ୍ଚଟି ସ୍ଵପଙ୍କୁ ସବୁବେଳେ ଗୁପ୍ତ ରଖିବାର ଆବଶ୍ୟକତା ରହିଛି । କେବେବି କାହାକୁ କହିବେ ନାହିଁ । ଆମେ ଏମିତି ବହୁତ ସ୍ଵପ୍ନ ଦେଖିଥାଊ ଆମ ସ୍ଵପ୍ନ ଆମ ବାସ୍ତବିକତା ସହିତ ମଧ୍ୟଜଡିତ ଥାଏ । ରାତିରେ ଆମକୁ ବହୁତ ଭଲ ଓ ଖରାପ ସ୍ଵପ୍ନ ଆସିଥାଏ । ଆଉ ଆମକୁ ଅନ୍ଦାଜ ମଧ୍ୟ ନଥାଏ । କିନ୍ତୁ ଶାସ୍ତ୍ରରେ ରହିଛି ଯଦି କାହା ଉପରେ ଲକ୍ଷ୍ମୀଙ୍କ କୃପା ଆସିଯାଏ ତେବେତାଙ୍କୁ ରାଜା ବନିବାରୁ କେହି ରୋକିପାରିବେ ନାହିଁ । ଏମିତି କିଛି ସ୍ଵପ୍ନ ଥାଏ ଆପଣ କାହାକୁ ସେୟାର କରିପାରିବେ ନାହିଁ । ସର୍ବ ପ୍ରଥମ ହେଲା ସ୍ଵପ୍ନରେ ଭଗବାନଙ୍କୁ ଦେଖିଥାନ୍ତି ଆଉ ଏହି ସ୍ଵପ୍ନକୁ ସମସ୍ତଙ୍କ ଆଗରେ କହିଦେଇଥାନ୍ତି ।

ଯାହା ଆପଣଙ୍କ ପାଇଁ ଅଶୁଭ ହୋଇଯାଇଥାଏ । ଶାସ୍ତ୍ର ହିସାବରେ ଦିବ୍ୟ ଶକ୍ତି ସେଇ ମାନଙ୍କ ସ୍ଵପ୍ନରେ ଆସିଥାଏ ଯେଉଁମାନେ ଇଶ୍ଵରଙ୍କ ପ୍ରିୟ ହୋଇଥାନ୍ତି । ଯେଉଁ ବ୍ୟକ୍ତିଙ୍କ ହୃଦୟ ନରମ ହୋଇଥାଏ ସେମାନେ ଧନବାନ ହେବାକୁ ଥାନ୍ତି । ଦିବ୍ୟ ଶକ୍ତି ଯେବେ ଆପଣଙ୍କ ସ୍ଵପ୍ନରେ ଆସିଯିବ ତେବେ ଏହି କଥା ସବୁବେଳେ ଗୁପ୍ତ ରଖିବା ଆବଶ୍ୟକ ହୋଇଥାଏ । କେବେ କାହା ସହିତ ଭୁଲରେ ମଧ୍ୟ ସେୟାର କରିବା ଅନୁଚିତ ହୋଇଥାଏ । କାରଣ ପରିଣାମ ଉଲ୍ଟା ପଡିଥାଏ ।


ଏହି ସଙ୍କେତ ଧନବାନ ବନିବାର ଅଟେ । ଭଗବାନ ଆପଣଙ୍କ ସ୍ଵପ୍ନରେ ଆସିଥାନ୍ତି ଆପଣଙ୍କୁ ବହୁତ ଖୁସି ଦେଖିବା ପାଇଁ । ଆପଣ ଜଣେ ହୃଦୟବାନ ବ୍ୟକ୍ତି ହୋଇଥାନ୍ତି ସେଥିପାଇଁ ଭଗବାନ ଆପଣଙ୍କୁ ବହୁତ କିଛି ଦେବା ପାଇଁ ଚାହିଁ ଥାନ୍ତି । ଶେଠୀ ପାଇଁ ତାର ଆଦର କରନ୍ତୁ । ଆମେ ଦିତୀୟ ସ୍ଵପ୍ନ ବିଷୟରେ ଆଲୋଚନା କରିବା ତାହା ହେଉଛି ତୀର୍ଥ ସ୍ଥଳ ବିଷୟରେ । ଯଦି ଆମେ ସ୍ଵପ୍ନରେ ତୀର୍ଥ ସ୍ଥଳର ସ୍ଵପ୍ନ ଦେଖିଥାଉ ସେଇ ବ୍ୟକ୍ତି ବହୁତ ଶକରତ୍ମକ ଭାଗରେ ଘେରା ରହିଥାଏ ।

ଆଉ ଏହି ସ୍ଵପ୍ନ କାହା ସହିତ ସେୟାର କରିବା ଠିକ ନୁହେଁ । ସ୍ଵପ୍ନରେ ତୀର୍ଥ ସ୍ଥଳ ଦେଖିବା ଆପଣଙ୍କ ମନୋକମନା ପୁରା ହେବା ଆଡକୁ ଇସାରା କରିଥାଏ । ଆଉ ବହୁତ ବହୁତ ଜଲ୍ଦି ଧନୀ ହେବାର ସମ୍ଭାବନା ରହିଛି । ସ୍ଵପ୍ନରେ ଯଦି ସବୁଜ ଶସ୍ଯ ଶ୍ୟାମଳା ଦେଖନ୍ତି ତେବେ ଆପଣଙ୍କୁ ବ୍ୟାପାର ବା ଚାକିରିରେ ସଫଳତା ମିଳିବାର ରହିଛି । ଆଉ ଘରକୁ ବହୁତ ସାରା ଖୁସି ଆସିବା ଆଡକୁ ସଙ୍କେତ ଦେଇଥାଏ । ଏମିତି ସ୍ଵପ୍ନରୁ ଜଣା ପଡିଥାଏକି ଧନର ଦେବୀ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ଖୁସି ହୋଇଥାନ୍ତି ।


ଗଙ୍ଗାର ନଦୀର ସ୍ଵପ୍ନ ବା ଗଙ୍ଗା ନଦୀ ବହିବାର ସ୍ଵପ୍ନ ଦେଖିବା ମାନେ ହେଉଛି ଘରକୁ ବହୁତ ବଡ ଖୁସି ଆସିବାର ଅଛି । ଏହି ସ୍ଵପ୍ନ ଯେଉଁ ବ୍ୟାକ୍ତିକୁ ଆସିଥାଏ ଏହା ତାର ପାପର ବିନାଶ କରିଥାଏ । ଆପଣ ଜଣେ ପବିତ୍ର ବ୍ୟକ୍ତି ଅଟନ୍ତି ଆଉ ଆପଣଙ୍କୁ ଧନର ପ୍ରାପ୍ତି ହେବାକୁ ଯାଉଛି । ସ୍ଵପ୍ନରେ ଯଦି ଆପଣଙ୍କ ବାପା ମା ସ୍ଵପ୍ନରେ ଜଳ ପିଆଇବାର ଦେଖା ଯାଉଛନ୍ତି । ତେବେ ଆପଣ ନିଜ ଜୀବନରେ ବହୁତ ସଫଳତା ଅର୍ଜନ କରିବାକୁ ଯାଉଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *