ପଇସା ବଞ୍ଚାଇବାର 6ଟି ଏଭଳି ଉପାୟ, ଯାହା ଆଗରୁ କେହି ଆପଣଙ୍କୁ କହି ନଥିବେ

ଆଜି ଆମେ ଆଲୋଚନା କରିବା ପଇସା କମାଇବାର ୬ ଉପାୟ ବିଷୟରେ ଜହ ଦ୍ଵାରା ଆପଣ ଜାଣି ପାରିବେ ଆପଣ କେମିତି ପଇସା ବଞ୍ଚାଇ ପାରିବେ ଆଉ କେମିତି ଧନୀ ହୋଇପାରିବେ । ଯେବେ ଆପଣ କୌଣସି ପଇସା ଆଯ କରିକି ଆସୁଛନ୍ତି ପ୍ରଥମେ ସେଇ ପଇସାକୁ ଭଗବାନଙ୍କ ପାଖରେ ନିଶ୍ଚିତ ରୂପେ ରଖନ୍ତୁ । ସେଇ ପଇସାକୀ ଭଗବନାଙ୍କ ଚରଣ ସ୍ପର୍ଶ ନିଶ୍ଚିତ ରୂପେ କରିବା ଦରକାର ହୋଇଥାଏ । ଆପନ୍ନକ ଆସ୍ଥା ଯାହା ଉପରେ ରହିଛି ତାର ସାମ୍ନାରେ ଆପଣଙ୍କୁ ନିଜ ଆୟ ତା ପାଖରେ ରଖିବା ଉଚିତ ହୋଇଥାଏ ।

ବଡ ଲୋକଙ୍କ କହିବା ଅନୁସାରେ ଆମେ ଯଦି ନିଜ ପଇସା ଭଗବାନଙ୍କ ସାମ୍ନାରେ ରଖିଥାଉ ତେବେ ଆମ ପାୟସରେ ବୃଦ୍ଧି ହୋଇଥାଏ ।

କୁହାଯାଏ ପଇସାକୁ ଭଗବାନଙ୍କ ସ୍ପର୍ଶ ମିଳିବା ଦ୍ଵାରା ଆମେ ପଇସାକୁ ବହୁତ ଭାବିଛିନ୍ତିକି ଖର୍ଚ କରିଥାଉ । କାରଣ ଏମିତି କରିବା ଦ୍ଵାରା ଆମର କେଉଁଠି ନା କେଉଁଠି ଆସ୍ଥା ପଇସା ସହିତ ଯୋଡି ହୋଇଥାଏ । ଯେବେ ଆପଣ କାହାର ସାହାର୍ଯ୍ୟ କରିଥାନ୍ତି ତେବେ ଆପଣ କୁହନ୍ତୁ ଆପଣଙ୍କୁ ନିଶ୍ଚିତ ରୂପରେ ଖୁସି ମିଳିଥାଏ । ଶେଥି ପାଇଁ ଆପଣ ଯେବେବି ନିଜ କମାଇର କିଛି ଭାଗ ଦାନ କରିବା ପାଇଁ ବାହାର କରୁଛନ୍ତି ।

ଯେବେ ଆପଣ ସେଇ ପଇସାକୁ ଆବଶ୍ୟକ କରୁଥିବା ଲୋକଙ୍କୁ ଦେଉଛନ୍ତି ବା ସ୍କୁଲର ଛୋଟ ପିଲାଙ୍କୁ ଆବଶ୍ୟକ ଅନୁଯାଇ କିଛି ଜିନିଷ ଦେଉଛନ୍ତି ତେବେ ଆପଣଙ୍କ ହୃଦୟରେ ବହୁତ ଖୁସି ମିଳିଥାଏ । ଯାହା ଆପଣଙ୍କୁ ଧନୀ ବନାଇବାରେ ସହାୟତା କରିଥାଏ । ଯେବେ ଆପଣ ନିଜ ସମୟ ଓ ଧନ ଦାନରେ ଦେଉଛନ୍ତି ତେବେ ଆପଣଙ୍କ ଭବିଷ୍ୟତରେ ବହୁତ ଗୁଣ ଋଟର୍ନ ମିଳିଥାଏ ।ଆଉ ସବୁ ଧାର୍ମିକ ଗ୍ରନ୍ଥ ଏହା କହିଥାଏ । ସପ୍ତାହରେ ଏମିତି ଗୋଟିଏ ଦିନ ରଖନ୍ତୁ ଯେଉଁ ଦିନ କିଛିବି ଖର୍ଚ କରିବେ ନହିଁ ।

ଆପଣ ସପ୍ତାହର କୌଣସିବି ଦିନ ଚୁଜ କରି ପାରନ୍ତି । ଏହା ଦ୍ଵାରା ଆପଣଙ୍କର କେଉଁଠି ନା କେଉଁଠି ଖର୍ଚ କମ ହୋଇଯିବ । ଆଉ ଆପଣ ଏହି ବେକାର ଖର୍ଚରୁ ବଞ୍ଚିଯିବେ ଆଉ ସେଥିରେ ମଧ୍ୟ ପଇସା ବଞ୍ଚିବ । ଆଉ ଏହି ବଳକା ପଇସା ଆପଣ ନିଜର ଭବିଷ୍ୟତ ପାଇଁ ଠିକ ଜାଗାରେ ଉପଯୋଗ କରିବେ । ଆପଣ ସବୁବେଳେ କ୍ୟାସ ସହିତ କିନାକିଣି କରନ୍ତୁ । ଆପଣ ଏହା ଧ୍ୟା ଦିଅନ୍ତୁ ଯେବେଠୁ ଆପଣ କ୍ରେଡିଟ ବା ଡେବିଟ କାର୍ଡରେ କିଣାକିଣି କରୁଛନ୍ତି ସେବେଠୁ ବହୁତ ଅଧିକ ଖର୍ଚ ହେବାକୁ ଲାଗୁଛି ।

ଆପଣ ଯେବେ କିଛି କିଣିକି କ୍ୟାସ ଦେଇଥାନ୍ତି ସେତେବେଳେ ଆପଣଙ୍କୁ କ୍ୟାସ ଯିବାର ଦୁଖ ହୋଇଥାଏ । ଯେ ବେ ଆମେ ପଇସା କାର୍ଡ ବା ମୋବାଇଲ ଆପରେ କରିଥାନ୍ତି ସେତେବେଳେ ଆମକୁ ପଇସା ଯିବାର କୌଣସି ଦୁଖ ହୋଇନଥାଏ । ଏଥିରେ ବହୁତ ବାର ଲୋକ ଆବଶ୍ୟକରୁ ଅଧିକ ପଇସା ଖର୍ଚ କରିଥାନ୍ତି । ଯେତିକି ହୋଇପାରିବ ଆପଣ ସବୁବେଳେ କ୍ୟାଶରେ ହିଁ କିନାକିଣି କରନ୍ତୁ ।

ଯାହା ଆପଣଙ୍କୁ ନିଜ ପଇସା ଧ୍ୟାନ ରହିଥାଏ । ଯେଉଁଠି ଆବଶ୍ୟକ ରହୁଛି ସେଠାରେ ହିଁ ପଇସା ଖର୍ଚ କରନ୍ତୁ । ବହୁତ ବାର ଆମେ କିଛି କିଣା କିଣି କରିବା ଦ୍ଵାରା ଆମ ହାତରେ କିଛି ପଇସା ବଞ୍ଚି ଯାଇଥାଏ ତେବେ ସେଇ ପଇସାକୁ କୁମ୍ପିରେ ରଖିବାର ଆଦତ କରନ୍ତୁ ଆଉ ଛୋଟ ନୋଟ ସହିତ କେବେ ବଡ ବଡ ନୋଟ ମଧ୍ୟ ପକାଇ ଦିଅନ୍ତୁ । ଏହା ଦ୍ଵାରା ମାସ ଶେଷ ବେଳକୁ ଆପଣଙ୍କର କିଛି ପଇସା ସେଭ ହୋଇଯିବ । ଆଉ ଏହି ପଇସାକୁ ଆପଣ ଏମିତି ଜାଗାରେ ଲଗାଇ ପାରିବେ ଯାହା ଆପଣଙ୍କ ଭବିଷ୍ୟ ପାଇଁ ସହାୟକ ହୋଇପାରିବ ।


ଆପଣ ନିଜ ପଇସାକୁ ନିଜ ପର୍ଶରେ ନରଖି କୌଣସି ଲିଫାପା ବା କୌଣସି କପଡାର ଥଳିରେ ବାନ୍ଧିକି ରଖନ୍ତୁ । ପର୍ଶରେ ପଇସା ନରଖିବାର ଫାଇଦା ଆପଣଙ୍କ ସ୍ୱାସ୍ଥ୍ୟ ସହିତ ଜଡିତ ରହିଛି ଡାକ୍ତରଙ୍କ କହିବା ଅନୁସାରେ ଯେଉଁ ଲୋକ ମାନେ ପଇସା ନିଜ ପଛ ପକେଟରେ ରଖିଥାନ୍ତି ତାଙ୍କର ମେରୁଦଣ୍ଡ ସମ୍ବନ୍ଧିତ ସମସ୍ଯା ହେବାର ସମ୍ଭାବନା ରହିଥାଏ । ଶେଠୀ ଲାଗି ଆପଣ ନିଜ ପଇସା ପଛ ପକେଟରେ ନରଖି ଲିଫାପା କି କପଡା ଥଳିରେ ରଖନ୍ତୁ । ଆପଣଙ୍କୁ ପଇସା କାଢିବାକୁ ଯେତେ କଷ୍ଟ ହୋଇଥାଏ ଆପଣଙ୍କ ପଇସା ସେତେ ଆପଣଙ୍କ ପାଖରେ ରୋକୀ ହୋଇ ରହିଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *