ଏହି 3ଟି ନାମର ବ୍ୟକ୍ତି ପୁରା ଜୀବନ ଦୁଃଖରେ ରୁହନ୍ତି- Jyotisha Shastra

ଦୁନିଆରେ ଏହି ୩ ନାମର ଲୋକ ମାନେ ସବୁ ବେଳେ ଚିନ୍ତାରେ ଓ ଦୁଃଖରେ ରହି ଥାନ୍ତି । ଜୀବନରେ କିଛି ଲୋକ ନିଜ କ୍ଯାରିୟର କୁ ନେଇକି ଚିନ୍ତାରେ ରୁହନ୍ତି ତ କିଛି ଲୋକ ନିଜ ଜୀବନରେ ଥିବା ପାରିବାରିକ ସମସ୍ୟାକୁ ନେଇ ଚିନ୍ତାରେ ରୁହନ୍ତି । ଏହା ଆମେ ଜାଣିଛେ କି ଜନ୍ମ ନେଇଥିବା ସବୁ ଲୋକ ଙ୍କୁ ଦୁଃଖ ଭୋଗ କରିବା ପାଇ ପଡେ । ଆପଣ ଜାଣି ଥିବେ କି କିଛି ଏଭଳି ଲୋକ ମାନେ ଅଛନ୍ତି ଯେଉଁ ମାନେ ଏହାକୁ ଖୁବ ଗୁରୁତ୍ଵ ଦିଅନ୍ତି ।

କିନ୍ତୁ ଦେଖିବା ପାଇ ଗଲେ ଏହା ସବୁ ଙ୍କୁ ନିଜ ଜୀବନରେ ସାମିଲ କରି ଥାଏ । ସୁଖ ଓ ଦୁଃଖ ଦୁଇଟି ପାର୍ଶ୍ଵ ଥାନ୍ତି ଏକ ପଇସାର ତେଣୁ କରି ଯଦି ଆପଣ ମାନଙ୍କ ମଧ୍ୟରୁ କେହି କେବଳ ସବୁ ବେଳେ ଗୋଟେ ପାର୍ଶ୍ଵ କୁ ଦେଖିବା ଏହା ଭୁଲ ଅଟେ ।

ଭଗବାନ ଜନ୍ମ ଦେବା ସମୟରେ ସଭିଙ୍କ ପାଇ କିଛି ନା କିଛି ରଖୀ ଥାନ୍ତି କାମ । ଏହାକୁ କରିବା ସମୟରେ ଆମେ କିଛି ଭଲ କାମ କରୁ ଓ କିଛି ଖରାପ କାମ କରୁ ସେହି ଅନୁସାରେ ଆମକୁ ଆମର କର୍ମ ଫଳ ମିଳି ଥାଏ । ତେବେ ପରିବେଶ ଓ ପରିସ୍ଥିତି କୁ ଦେଖିଲେ ମଧ୍ୟ ଆମେ ଜାଣି ପାରିବା କି ଏହା ଆମକୁ ଖୁଶି କିମ୍ବା ଦୁଃଖ ଦେବାର ଆଉ ଏକ କାରଣ ହୋଇ ଥାଏ ।

ତେବେ ଆମକୁ ଯେତେବେଳେ ଖୁଶି ମିଳି ଥାଏ ଆମେ ଖୁବ ଆନନ୍ଦ ହୋଇକି ସବୁଙ୍କୁ ଏହା ଜଣାଇ ଥାଉ । କିନ୍ତୁ ଯେତେବଳେ ଦୁଃଖ ଆସି ଥାଏ ଆମେ ଖୁବ ଭାଙ୍ଗି ଯାଇ ଥାଉ । ତେଣୁ କରି ଆପଣ ସବୁ କାମ କରିବା ଆଗରୁ ଚିନ୍ତା କରିକି ମଧ୍ୟ କିଛି ଲାଭ ନାଇ । ଏହି ଦୁନିଆର ଥିବା ସବୁ ଲୋକମାନେ ନିଜ ଦୁଃଖ କୁ କମ କରିବା ପାଇ ଭଗବାନ ଙ୍କୁ ଡାକି ଥାଉ । ଏହା ସରିଗଲା ପରେ ଏହା କୁ ଆମେ ଭଗବାନ ଙ୍କୁ ଆଉ ପଚାରି ନଥାଉ । ପୁଣି ଯେତେବେଳେ ଦୁଃଖ ଆସି ଥାଏ ପୁଣି ଭଗବାନ ଙ୍କ ସରଣକୁ ଯାଇଥାଉ । ଏହି ଭଳି ଆମେ ଅନେକ ଥର କରିଛେ ।

କିନ୍ତୁ ଯେତେବେଳେ ଖୁଶିର ଦିନ ଆସେ କେହି କୁହନ୍ତି ନି କି ଏହା ପ୍ରଥମେ ଭଗବାନଙ୍କ ପାଇ ରହିବା କଥା । ଏହାକୁ ଆମେ ଆମ ଘର ଲୋକ କିମ୍ବା ପ୍ରିୟଜନଙ୍କ ସହ ବାଣ୍ଟି ଥାଉ । ଆମେ ଏହା ଭୁଲି ଯାଉ କି ସେହି ମାନେ ହି ଆମ ହାତ ଛାଡି ଦେଇଥିଲେ ଦୁଃଖ ସମୟରେ । ଆପଣ ଜାଣି ଥିବେ କି ଏହି ପାଇଁ ମଣିଷ କୁ ଅଧିକ ଦୁଃଖ ମିଳେ । ଜ୍ଯୋତିଷ ବିଦ୍ୟା ଅନୁସାରେ ବ୍ଯକ୍ତିର ନାମର ପ୍ରଥମ ଅକ୍ଷରରୁ ତାର ସ୍ଵଭାବ ଜଣା ଯାଏ । ତେବେ ଦେଖିବା ପାଇ ଗଲେ ଏହି ଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜର ଅଧିକ ସମୟ ଦୁଃଖରେ କାଟନ୍ତି ସେହି ନାମ ଗୁଡିକ ହେଲା “S”, “P”, “B” । ଏମାନେ ନିଜର ଭଲ ସ୍ଵଭାବ ପାଇ ସବୁ ବେଳେ ଦୁଃଖ ପାଇ ଥାନ୍ତି ।

Leave a Reply

Your email address will not be published. Required fields are marked *