ଆପଣ ମାନେ ଜାଣି ଥିବେ କି କୁହା ଯାଇଛି କି ସକାଳ ଜେଭଳି ଯାଏ ସେହି ଭଳି ସାରା ଦିନ କାଟି ଥାଏ । କିନ୍ତୁ ଏହାକୁ କିଛି ଲୋକମାନେ ମାନି ନଥାନ୍ତି ଓ ଶେଥି ପାଇ ସେମାନେ ସବୁ ବେଳେ କଷ୍ଟ ପାଇ ଥାନ୍ତି । କିନ୍ତୁ ଦେଖିବା ପାଇ ଗଲେ ଆମେ ଜେଭଳି ଭାବେ ଆମର ଦିନର ଆରମ୍ଭ କରୁ ସେହି ଭଳି ଆମ ଦିନ ଯାଏ । ଆଗ କାଳରେ ଲୋକ ମାନେ ସକାଳୁ ଉଠିବା ମାନେ ଆଗ ନିଜ ନିତ୍ୟ କର୍ମ ସାରିକି ନିଜ କର୍ମ ରେ ନିଜକୁ ବ୍ୟସ୍ତ କରୁଥିଲେ ।
କାହା ସହ କଥା ହେବା ସେମାନଙ୍କୁ ଏତେ ଭଲ ଲାଗୁ ନଥିଲା । ସେମାନେ ଅଧିକ ଧର୍ମ, କର୍ମ ରେ ବିଶ୍ବାଶ କରୁଥିଲେ । କିଛି ଲୋକମାନେ ସକାଳୁ ଉଠିବା ମାତ୍ରେ ଭଜନ କୀର୍ତ୍ତନ ଭଳି କାମ କରୁଥିଲେ । ତେବେ ଆଜି କାଲୀ ଲୋକ ମାନେ ସକାଳୁ ଉଠିବା ପରେ ନିଜ ଫୋନ ନାଇ ତ ନିଜ ମୁହଁ କୁ ଆଇନାରେ ଦେଖୁ ଛନ୍ତି ଯାହା ଖୁବ ଖରାପ ଅଟେ ।
ଆପଣ ମାନେ ଜାଣି ଥିବେ କି ସମାଜ ଯେଉଁ ଭଳି ଭାବେ ବଢିବା ରେ ଲାଗିଛି ସେହି ଭଳି ଭାବେ ସଭ୍ୟତା ର ନାମ ରେ ଆନେକ ଜିନିଷ କୁ ଆମେ ପଛରେ ଛାଡି ଦେଇ ଆସୁଛୁ । ତେବେ ଦେଖିବା ପାଇଁ ଗଲେ ଏହା ଖୁବ କଷ୍ଟଦାୟୀ ଅଟେ ଆମ ଜୀବନ ପାଇଁ । ଏକ ସୁସ୍ଥ ଜୀବନ ଆମେ ବଞ୍ଚି ପାରୁନେ । ଆପଣ ଯେତେବେଳେ ଭି ସକାଳଉ ଉଠୁଛନ୍ତି ପ୍ରଥମେ ଆପଣ ନିଜ ହାତ ପାପୁଲି କୁ ଦେଖନ୍ତୁ, ଏହା ନ ହେଲେ ଆପଣ ନିଜ ଭଗବାନ ଙ୍କ ଫଟ କୁ ଦେଖନ୍ତୁ ।
କେବଳ ସେତିକି ନୁହେଁ ଆମେ ସକାଳୁ ଉଠିବା ପରେ ନିଜ ଲକି ବ୍ଯକ୍ତିର ମୁହଁ କୁ ବି ଦେଖି ପାରିବା । ଏହା କରିବା ଶୁଭ ଅଟେ । ଯଦି ଆମେ ସକାଳୁ ଉଠିବା ପରେ ପ୍ରଥମେ ଆଇନା କୁ ଦେଖିବା ତେବେ ଆମ ଦିନ ଖୁବ ଖରାପ ଜୀବ । କୁହାଯାଏ କି ଆଇନା ରାତିରେ ଖରାପ ଶକ୍ତି କୁ ଶୋଷୀ ନେଇ ଥାଏ ଯାହା ଦ୍ଵାରା ଆମେ ସକାଳୁ ଦେଖିଲେ ଏହା ଆମ ଭିତରକୁ ଆସି ଯାଇ ଥାଏ । ଆମେ ଆଜି ଆପଣଙ୍କୁ ଆଉ ଏକ ଉପାୟ କହିବା ପାଇଁ ଯାଉଛୁ ଯାହାକୁ କରିବା ଦ୍ଵାରା ଆମ ସକାଳ ଖୁବ ଭଲ ଜୀବ ।
ଆମେ ସକାଳେ ଉଠିଲେ ପ୍ରଥମେ ଏକ ତମ୍ବା ପାତ୍ର ରେ ପାଣି ନେଇକି ଏହାକୁ ଘର ଦୁଆର ମୁହଁ ରେ ଢାଇବା ଆବଶ୍ୟକ । ଅତ୍ୟଧିକ ଢାଳିବା ଆବଶ୍ୟକ ନାଇ ଅଳ୍ପ କିଛି ଢାଳିଲେ ମଧ୍ୟ ହେବ । ଝାଡୁ ପରେ କରିବେ କିନ୍ତୁ ଏହାକୁ ଆଗେ କରନ୍ତୁ । ଆପଣଙ୍କ ଘରେ ଥିବା ଖରାପ ଶକ୍ତିର ଅନ୍ତ ହୋଇଯିବ ଓ ଯଦି କେହି ତାନ୍ତ୍ରିକ କାମ କରିଛି ତେବେ ଏହା ମଧ୍ୟ ତା ପାଖକୁ ଫେରିଯିବ । ଆପଣ ଏହି ତମ୍ବା ପତ୍ରରେ ପାଣି ରାତିରେ ରଖୀ ଦେଲେ ଆହୁରି ଭଲ ପରିଣାମ ଦେବ ।