Interesting GK: ଏମିତି କଣ ଅଛି ଯାହା ଆପଣଙ୍କର କିନ୍ତୁ ବ୍ୟବହାର କରନ୍ତି ଅନ୍ୟମାନ ? ଏହା ସହ ଆହୁରି 14 GK Quiz

ନମସ୍କାର ବନ୍ଧୁଗଣ, ନିଜର ଜ୍ଞାନ ଘରକୁ ସର୍ବଦା ଖୋଲା ରଖନ୍ତୁ ବଢିବା ନିମନ୍ତେ । କାରଣ ଆମେ ଆପଣ ମାନଙ୍କ ପାଇଁ ଏଭଳି କିଛି ପ୍ରଶ୍ନର ଉତ୍ତର ନେଇ ଆସିଛୁ ଯାହାକୁ ଆପଣ କେବେ ନା କେବେ ନିଜ ମନରେ ଭାବି ଉତ୍ତର ନ ପାଇ ବ୍ୟସ୍ତ ନିଶ୍ଚିନ୍ତ ହୋଇଥିବେ । ଏହି ପ୍ରଶ୍ନର ଉତ୍ତର ନିଜେ ଜାଣନ୍ତୁ ଏବଂ ଆପଣଙ୍କ ପିଲାଙ୍କ ପାଠ ପଢାରେ ଲଗାନ୍ତୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସମସ୍ତ ପ୍ରଶ୍ନର ଉତ୍ତର ବିଷୟରେ ।

୧- ସୁଇଜ କେନାଳର ଯାତାୟାତ ଆରମ୍ଭ କେଉଁ ମସିହାରେ ହୋଇଥିଲା ? ଉତ୍ତର: ୧୮୬୯ ମସିହାରେ । ୨- ଆମେରିକାର ସାମାଜିକ ସୁରକ୍ଷା ଆଇନକୁ ସ୍ବୀକୃତି କେଉଁ ମସିହାରେ ମିଳିଥିଲା ? ଉତ୍ତର: ୧୯୩୫ ମସିହାରେ । ୩- ବିଶ୍ଵ ବିଖ୍ୟାତ ଜଗନ୍ନାଥ କୋଣାର୍କ ମନ୍ଦିର କେଉଁ ବଂଶର କୀର୍ତ୍ତି ? ଉତ୍ତର: ଗଙ୍ଗା ବଂଶର କୀର୍ତ୍ତି ।

୪- ଭୁବନେଶ୍ଵର ଖଣ୍ଡଗିରି ଗୁମ୍ଫା କେଉଁମାନଙ୍କ ପାଇଁ ଖୋଳା ଯାଇଛି ? ଉତ୍ତର: ବୌଦ୍ଧ । ୫- ଅକ୍ଟୋପସ କେଉଁଠାରେ ରହନ୍ତି ଏବଂ ଏହାର ଓଡିଆ ନାମ କଣ ? ଉତ୍ତର: ସମୁଦ୍ର ଜଳରେ, ଅଷ୍ଟପଦ । ୬- କେଉଁ ଜଳରେ ଜୀବର ମସ୍ତିଷ୍କରେ ପାକସ୍ଥଳୀ ରହିଛି ? ଉତ୍ତର: ଚିଙ୍ଗୁଡି । ୭- କେଉଁ ମାଛ ତାଳ ଗଛ ଓ ନଡିଆ ଗଛ ଚଢିପାରେ ? ଉତ୍ତର: କଉ ।

୮- ଦୀର୍ଘ ସମୟ ପାଣି ବୀନା ବଞ୍ଚି ରହୁଥିବା ପଶୁ କିଏ ? ଉତ୍ତର: ଓଟ । ୯- ବିଲକୁଲ ଭୁକୁ ନଥିବା କୁକୁର କିଏ ? ଉତ୍ତର: ବସେଞ୍ଜି । ୧୦- ବିଶ୍ଵର ଦ୍ରୁତଗାମୀ ମାଂସାହାରି ସ୍ଥଳଚର ପଶୁ କିଏ ? ଉତ୍ତର: ଚିତାବାଘ । ୧୧- ଲାଞ୍ଜ ଛିଡିଗଲା ପରେ ମଧ୍ୟ କେଉଁ ଜୀବର ଲାଞ୍ଜ ପୁଣି କଅଳି ଥାଏ ? ଉତ୍ତର: ଝିଟିପିଟି ଏବଂ ଚମ୍ପେଇ ନେଉଳର ଲାଞ୍ଜ ପୁଣି ଥରେ କଅଳି ଥାଏ ।

୧୨- ଗଧ ଓ ଘୋଡାର ମିଶ୍ରଣରୁ କେଉଁ ପଶୁ ସୃଷ୍ଟି ହୁଏ ? ଉତ୍ତର: ଖଚର । ୧୩- ଖଚରର ବିଶେଷତ୍ଵ କଣ ଏହାକୁ କେଉଁ କାର୍ଯ୍ୟରେ ନିୟୋଜନ କରାଯାଇଛି ? ଉତ୍ତର: ଗଧପରି ଭାର ବୋହିବା ଓ ଘୋଡା ପରି ଦୌଡି ପାରିବା ପର୍ବତ ଆଞ୍ଚଳିକ ମାଲ ପରିବହନ ନିମନ୍ତେ । ୧୪- ସ୍ତନ୍ୟପାୟୀ ଜୀବର ନାମ କଣ ? ଉତ୍ତର: ବାଦୁଡି । ୧୫: ଏମିତି କଣ ଅଛି ଯାହା ଆପଣଙ୍କର କିନ୍ତୁ ବ୍ୟବହାର କରନ୍ତି ଅନ୍ୟମାନେ ? ଉତ୍ତର: ନାମ ନାମ ଆମର ହୋଇଥିଲେ ମଧ୍ୟ ଆମେ କେବେ ବ୍ୟବାହାର କରି ନଥାଉ ଏହାକୁ ଅନ୍ୟମାନେ ହିଁ ସବୁବେଳେ ବ୍ୟବହାର କରନ୍ତି ।

ଆଜିର ଏହି ଜଣା ଅଜଣା ପ୍ରଶ୍ନର ଉତ୍ତର ଆପଣ ମାନଙ୍କୁ ଆଗରୁ ଜଣା ଥିଲା କି ନାହିଁ ନିଶ୍ଚୟ ଜଣାଇବେ କାମେଣ୍ଟ ମାଧ୍ୟମରେ । ତେବେ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ଯାଏଁ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *