ହୃଦୟ ଉପରେ ହାତ ରଖି ବାଛନ୍ତୁ ଗୋଟେ ହୃଦୟ ଓ ଜାଣନ୍ତୁ ତାଙ୍କ ବିଷୟରେ ଗୋଟେ ରାଜର କଥା- Personality Test

ନମସ୍କାର ବନ୍ଧୁଗଣ, ଆଜିର ଏହି ଦୁନିଆରେ ପ୍ରେମର ମାନେ ହିଁ ବଦଳି ଯାଇଛି । ଏହାର ଅର୍ଥ ଏହା ନୁହେଁ କି ପ୍ରେମ ମରିଯାଇଛି । ଆଜି ବି ବହୁତ ପ୍ରେମୀ ଯୁଗଳ ନିଜ ସମ୍ପର୍କକୁ ଚିର ଅମର କରି ରଖିବା ପାଇଁ ଅନେକ କିଛି କରୁଛନ୍ତି । ତେବେ ନିଜ ସାଥିଙ୍କ ହୃଦୟକୁ ପଢିବାର ଇଚ୍ଛା ସମସ୍ତେ ରଖନ୍ତି । ତେବେ ଆଜି ଆପଣଙ୍କର ସେହି ଇଛା ଗୋଟିଏ ହୃଦୟ ବାଛି ପୂରଣ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

ଉପରେ ଦେଖୁଥିବା 5ଟି ହୃଦୟ ଭିତରୁ ଗୋଟିଏ ହୃଦୟକୁ ବାଛନ୍ତୁ । ତାପରେ ଜଣା ପଡିବ ଆପଣଙ୍କ ସାଥିଙ୍କ କିଛି ରାଜ । ଯାହା ଆପଣଙ୍କୁ ମଧ୍ୟ ଜଣା ନଥିବ । 1: ଏହି ନମ୍ବର ଥିବା ହୃଦୟକୁ ବାଛିଥିବା ବ୍ୟକ୍ତି ଜାଣି ରଖନ୍ତୁ କି ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ ବହୁତ ହିଁ ଭାବୁକ ମଣିଷ ଅଟନ୍ତି । କିନ୍ତୁ ସେ କେବେ ମଧ୍ୟ ଆପଣଙ୍କ ସାମ୍ନାରେ ଏହି କଥାକୁ ଜାଣିବାର ସୁଯୋଗ ଦେଇନାହାନ୍ତି । କିନ୍ତୁ ମନ ଭିତରୁ ବହୁତ ହିଁ ଭାବୁକ ହୋଇଥାନ୍ତି ।

ଏହି କଥାକୁ ସେ ଆଜି ଯାଏ କାହାରୀକୁ ମଧ୍ୟ ଜାଣିବାକୁ ଦେଇନାହାନ୍ତି । 2: ଦିତୀୟ ନମ୍ବର ହୃଦୟକୁ ବାଛିଥିବା ବ୍ୟକ୍ତି ଜାଣି ନିଅନ୍ତୁ କି ଆପଣ ଯାହାକୁ ଭଲ ପାଉଛନ୍ତି ସେ ବହୁତ ହିଁ କଞ୍ଜୁସ ସ୍ଵଭାବର ମଣିଷ ଅଟନ୍ତି । ଏହା ହେଉଛି ତାଙ୍କର ଏହା ବଡ ଗୁମର କଥା । ଏହି କଥାକୁ ସେ କାହାକୁ ଜାଣିବା ପାଇଁ ସୁଯୋଗ ଦିଅନ୍ତି ନାହି । କିନ୍ତୁ କେଉଁଠି ନା କେଉଁଠି ଏହାର ଆଭାସ ଆପଣଙ୍କୁ ହୋଇଥାଏ । ଏବଂ ଅପାନଙ୍କୁ ନ୍ମଧ୍ୟ ଲାଗିଥାଏ କି ସେ କଞ୍ଜୁସ ବୋଲି ।

3: ଏହି ନମ୍ବରର ହୃଦୟକୁ ବାଛିଥିବା ବ୍ୟକ୍ତିଙ୍କୁ ତାଙ୍କ ସାଥି ଅନେକ କଥା ଲୁଚାଇଛନ୍ତି । ଅନ୍ୟ ଉପରେ ଭରସା ନ ଆସିବା ପର୍ଯ୍ୟନ୍ତ ନିଜ ମନ କଥା କାହାକୁ ମଧ୍ୟ କୁହନ୍ତି ନାହିଁ । ତେଣୁ ଏବେ ତାଙ୍କୁ ଆପଣଙ୍କ ଉପରେ ଭରସା ଆସିନାହିଁ । 4: ଏହି ହୃଦୟଟି ବାଛିଥିବା ବ୍ୟକ୍ତିଙ୍କ ସାଥି ଆପଣଙ୍କୁ ବହୁତ ଭଲ ପାନ୍ତି । କିନ୍ତୁ ଟିକେ ଲାଜ କରୁଥିବା ସ୍ଵଭାବର ମଣିଷ ଅଟନ୍ତି ।

ତେଣୁ ଏହି କଥାକୁ ସେ ଆପଣଙ୍କ ସାମ୍ନାରେ କହିପାରୁନାହାନ୍ତି ମନ ଖୋଲି । ଏହା ହିଁ ତାଙ୍କର ଏକ ଗୁମର କଥା । 5: ଏହି ନମ୍ବର ହୃଦୟକୁ ବାଛିଥିବା ବ୍ୟକ୍ତିଙ୍କ ସାଥି ନିଜ ଜୀବନ ଠାରୁ ବେଶି ଆପଣଙ୍କୁ ଭଲ ପାଉଛନ୍ତି । ଆପଣଙ୍କୁ ବିବାହ କରିବା ପାଇଁ ମନସ୍ଥ ମଧ୍ୟ କରିସାରିଲେଣି । କିନ୍ତୁ ଏହି କଥାକୁ ସେ ଏବେ ଯାଏ ମଧ୍ୟ ଆପଣଙ୍କୁ କହିନାହାନ୍ତି ।

ଏହି କଥାକୁ ନିଜ ମନରେ ଲୁଚେଇ ରଖିଛନ୍ତି । ଏବେ ଯାଏ ମଧ୍ୟ ଆପଣଙ୍କୁ ସେ କହିପାରୁନାହାନ୍ତି କି ସେ ଆପଣଙ୍କୁ ବିବାହ କରିବା ପାଇଁ ଚାହୁଛନ୍ତି ।  ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *