ସ୍ତ୍ରୀଙ୍କର ଏହି 5 ଟି କାମ ପାଇଁ ସ୍ଵାମୀ ରାଜାରୁ ହେଇ ଯାଆନ୍ତି ଭିକାରୀ – Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ମଣିଷ ନିଜ ଜୀବନକୁ ସଫଳ ଓ ସୁଖମୟ କରିବା ପାଇଁ ଏହି ଗ୍ରନ୍ଥକୁ ପଡିବା ନିହାତି ଆବଶ୍ୟକ । ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ । ସେ ନିଜ ନୀତି ମାଧ୍ୟମରେ ଚନ୍ଦଗୁପ୍ତ ମୋର୍ୟଙ୍କୁ ସିଂହାସନରେ ବସେଇ ଥିଲେ ।

ବନ୍ଧୁଗଣ ସ୍ତ୍ରୀ ମାନଙ୍କ ଉପରେ ମଧ୍ୟ ଚାଣକ୍ୟ ନିଜ ଗ୍ରନ୍ଥରେ ବହୁତ କିଛି ଲେଖିଛନ୍ତି । ଚାଣକ୍ୟଙ୍କ ମତରେ ସ୍ତ୍ରୀ ମାନଙ୍କ ମଧ୍ୟରେ ଏପରି ପାଞ୍ଚଟି ଭୁଲ ଗୁଣ ରହିଛି ଯାହା ଆପଣ ମାନଙ୍କୁ ବରବାଦ କରିପାରେ । ଆଜି ଆମେ ଆପଣ ମାନଙ୍କୁ ସେହି ପାଞ୍ଚଟି ଗୁଣ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସ୍ତ୍ରୀ ମାନଙ୍କ ମନରେ କଣ ଚାଲିଥାଏ ତାହା ବିଷୟରେ କୌଣସି ବି ଲୋକ କହିପାରିବ ନାହିଁ । ଯେତେବେଳେ ଭଗବାନ ସ୍ତ୍ରୀଙ୍କ ମନକୁ ପଢି ପାରିଲେ ନାହିଁ, ତା ହେଲେ ମଣିଷ କଣ ପଢିବ । ହେଲେ ଚାଣକ୍ୟ ନିଜ ନୀତିଗ୍ରନ୍ଥରେ ଏପରି କିଛି କଥା ସ୍ତ୍ରୀ ମାନଙ୍କ ବିଷୟରେ କହିଛନ୍ତି ଯାହା ସମସ୍ତ ସ୍ତ୍ରୀଙ୍କ ପାଖରେ ଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ କଥା ବିଷୟରେ ।

୧. ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଦୁନିଆର କିଛି ସ୍ତ୍ରୀ ଲୋକମାନେ ଅଛନ୍ତି ଯେଉଁମାନେ ସମସ୍ତ କଥାରେ ମିଛ କଥା କହିଥାନ୍ତି ଓ ତାଙ୍କର ଏହି ଗୁଣ ପାଇଁ ସେମାନେ ବହୁତ ଥର ଅସୁବିଧାରେ ମଧ୍ୟ ପଡିଥାନ୍ତି । ତେଣୁ ବନ୍ଧୁଗଣ ଏହି ସବୁ ସ୍ତ୍ରୀ ମାନଙ୍କ ଠାରୁ ଦୂରରେ ରହିବା ନିହାତି ଆବଶ୍ୟକ । ଏହି ସ୍ତ୍ରୀ ମାନେ ଆପଣ ମାନଙ୍କର ଜୀବନକୁ ବରବାଦ କରିପାରନ୍ତି ।

୨. ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କିଛି ସ୍ତ୍ରୀ ଲୋକ ଅଛନ୍ତି ଯେଉଁମାନେ ଯେକୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରିବା ପୂର୍ବରୁ କୌଣସି ପ୍ରକାରର ବିଚାର କରିନଥାନ୍ତି । ସେମାନେ ସମସ୍ତ କାମ ପାଇଁ ହଠାତ ନିସ୍ପତି ନେଇଥାନ୍ତି । ଯାହା ଫଳରେ ସେମାନଙ୍କୁ ଆଗାମୀ ଜୀବନରେ ଏହି ଭୁଲର ପରିଣାମ ଭୋଗ କରିବାକୁ ପଡିଥାଏ । ଏହିପରି ସ୍ତ୍ରୀ ମାନଙ୍କ ଠାରୁ ଦୂରେଇ ରହିବା ଆପଣ ମାନଙ୍କ ପାଇଁ ନିହାତି ଆବଶ୍ୟକ ।

୩. ଚାଣକ୍ୟଙ୍କ ଅନୁସାରେ ଦୁନିଆର କିଛି ସ୍ତ୍ରୀ ଲୋକମାନେ ନଖରା ଦେଖାଇଥାନ୍ତି । ହେଲେ ଏମିତି ମଧ୍ୟ କିଛି ସ୍ତ୍ରୀ ଅଛନ୍ତି ଯେଉଁମାନେ ସମସ୍ତ କଥାରେ ନଖରା ଦେଖାଇଥାନ୍ତି । ସେମାନେ ନିଜର ନଖରା ମାଧ୍ୟମରେ ଅନ୍ୟ ମାନଙ୍କୁ ଆକର୍ଷିତ କରିବା ପାଇଁ ଚାହିଁଥାନ୍ତି । ତେଣୁ ବନ୍ଧୁଗଣ ଏହି ପରି ସ୍ତ୍ରୀ ମାନଙ୍କ ଠାରୁ ଦୂରେଇ ରହିବେ ।

୪. ଚାଣକ୍ୟଙ୍କ ମତରେ ସମସ୍ତଙ୍କ ମନରେ ଆତ୍ମବିଶ୍ଵାସ ରହିବା ନିହାତି ଆବଶ୍ୟକ । ହେଲେ ଏହି ଦୁନିଆରେ ଏମିତି ମଧ୍ୟ କିଛି ମହିଳା ଅଛନ୍ତି ଯେଉଁ ମାନଙ୍କର ନିଜ ଉପରେ ଅତ୍ୟଧିକ ଆତ୍ମବିଶ୍ଵାସ ରହିଛି । ନିଜର ଅତ୍ୟଧିକ ଆତ୍ମବିଶ୍ଵାସ ହେତୁ ସେମାନେ ବହୁତ ଥର ମୁର୍ଖାମି କାର୍ଯ୍ୟ ମଧ୍ୟ କରିଥାନ୍ତି ।


୫. ଚାଣକ୍ୟଙ୍କ ଅନୁସାରେ ସମସ୍ତ ମହିଳା ମାନଙ୍କୁ ଧନର ଲୋଭ ରହିଥାଏ । ହେଲେ ଏମିତି ମଧ୍ୟ କେତେକ ଝିଅ ଅଛନ୍ତି ଯେଉଁ ମାନଙ୍କର ଧନ ପ୍ରତି ଅତ୍ୟଧିକ ଲୋଭ ରହିଥାଏ । ସେମାନଙ୍କୁ ଧନ ଛଡା ଅନ୍ୟ କୌଣସି ଜିନିଷ ଦେଖାଯାଏ ନାହିଁ । ବନ୍ଧୁଗଣ ଏହିପରି ଝିଅ ମାନଙ୍କ ଠାରୁ ବଞ୍ଚିକି ରୁହନ୍ତୁ । ଏମାନେ କେବେ ବି ଆପଣ ମାନଙ୍କୁ ବରବାଦ କରି ପାରିବେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *