ଏମିତି ଶରୀର ବାଲା ମହିଳା ଭାଗ୍ୟଶାଳୀ ହୋଇଥାନ୍ତି- ଦେଖନ୍ତୁ ଆପଣ ଭାଗ୍ୟଶାଳୀ କି ନାହିଁ

ଆମ୍ର ପ୍ରାଚୀନ ଗ୍ରନ୍ଥରେ ମହିଳା ମାନଙ୍କୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଇଛି । ସ୍ତ୍ରୀର ସନମାନ କରିବା ଆବଶ୍ୟକ ହୋଇଥାଏ । ଯେଉଁ ଘରେ ମହିଳା ମାନଙ୍କର ସନମାନ ହୋଇନଥାଏ ସେମିତି ଘରୁ ଦେବୀ ଲକ୍ଷ୍ମୀ ରାଗିକି ପଳାଇ ଯାନ୍ତି । ଶେଥି ଲାଗି ଭୁଲରେ ମଧ୍ୟ ଘରର ସ୍ତ୍ରୀଙ୍କ ସହିତ କୌଣସି ପ୍ରକାର ହିଂସା କରନ୍ତୁ ନାହିଁ । ପ୍ରତେକ ଚରିତ୍ର ବାନ ସ୍ତ୍ରୀ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଇଥାଏ । କିନ୍ତୁ ହିନ୍ଦୁ

ଧର୍ମର ପ୍ରାଚୀନ ଗ୍ରନ୍ଥରେ ସ୍ତ୍ରୀ ମାନଙ୍କର ଶରୀରରେ ହୋଇଥିବା ଏହିଭଳି ଲକ୍ଷଣ ସବୁ କୁହାଯାଇଛି । ଯଦି ଆମେ ସ୍ତ୍ରୀ ମାନଙ୍କ ଶରୀରରେ ଏମିତି ସବୁ ଲକ୍ଷଣ ଦେଖି ଥାନ୍ତି ତେବେ ତାହା ସବୁ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।


ଏହି ମହିଳା ଯେଉଁଠିକି ବିବାହ କରିଯାଇଥାନ୍ତି ସେଠାରେ ସୁଖ ଓ ଶାନ୍ତି ସମୃଦ୍ଧି ରହିଥାଏ । କୁହାଯାଏ ଏମିତି ସ୍ତ୍ରୀ ଠାରୁ ପ୍ରାପ୍ତ ହୋଇଥିବା ସନ୍ତାନ ମଧ୍ୟ ତେଜସ୍ଵୀ ହୋଇଥାନ୍ତି । ଆଉ ପରିବାରର ନାମ ରୋଷନ କରିଥାନ୍ତି । ସମୁଦ୍ର ଶାସ୍ତ୍ର ହିସାବରେ କୌଣସି ସ୍ତ୍ରୀର ମୁହଁ ତାର ବାପା ମୁହଁ ଭଳି ହୋଇଥାନ୍ତି ତେବେ ଅତ୍ୟନ୍ତ ଶୁଭ ଓ ଭାଗ୍ୟଶାଳୀ ହୋଇଥାନ୍ତି । ଏମିତି ମହିଳା ସୁଖ ସମୃଦ୍ଧି ଓ ଯଶ ଦେଇଥାନ୍ତି । ଏମିତି ମହିଳା ସହିତ ବିବାହ କରିବା ବହୁତ ଶୁଭ ହୋଇଥାଏ ।


ଯେଉଁ ମହିଳାଙ୍କର ନାକରେ ତିଳ ଥାଏ ସେ ସବୁ ସୁଖକୁ ପ୍ରାପ୍ତ କରିଥାଏ । ନାକରେ ତିଳ ଥିଲେ ଧନ ସମ୍ପଦ ଓ ଦୀର୍ଘୟକୁ ଦର୍ଶାଇ ଥାଏ । ଏହି ମହିଳା ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ମଥାରେ ତିଳ ଥିଲେ ସେହି ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହା ସହିତ ମଥାର ଅମଝିରେ ତିଳ ଥିଲେ ବହୁତ ଭାଗ୍ଯବାନ ହୋଇଥାନ୍ତି ମହିଳା । ଏହା ସହିତ ଏହିଭଳି ମହିଳା ସହିତ ବିବାହ କରୁଥିବା ପୁରୁଷ ଜୀବ ସାରା ଖୁସି ରହିଥାଏ । କେବେ ଆର୍ଥିଆ ସମସ୍ୟାର ସମ୍ମୁଖିନ ହୋଇନଥାଏ ।

ଯେଉଁ ମହିଳାଙ୍କର ପାଦ ତଳେ କମଳ, ଚକ୍ର ଓ ଶଙ୍ଖର ଚିହ୍ନ ଥାଏ ଏହା ବହୁତ କମ ଝିଅ ମାନଙ୍କର ଥାଏ । ଏମିତିଚିହ୍ନ ଥିଲେ ସେହି ମହିକା ବହୁତ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହା ଛଡା ଏହି ଝିଅ ମାନେ ଘର ପରିବାର ନାମ ବହୁତ ରୋସନ କରିଥାଏ । ଏମିତି ମହିଳା ସାକ୍ଷାତ ଦେବୀ ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଇଥାଏ । ଏଯ ସହିତ ତ୍ରିକୋଣର ଚିହ୍ନ ଥାଏ ସେ ବହୁତ ବୁଦ୍ଧିମାନ ହେବା ସହିତ ବହୁତ ବିଚାରଶୀଳ ମହିଳା ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *