ଠାକୁର ପୂଜା କରିବା ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୭ ଟି ଭୁଲ ନଚେତ ଧୀରେ ଧୀରେ ହୋଇଯିବେ ଭିକାରୀ

ଆମେ ପୂଜା କରିବା ବେଳେ ଭକ୍ତିରେ ଲୀନ ହୋଇ ଯାଉ । କିନ୍ତୁ କିଛି ଏହି ଭଳି ଲୋକ ଅଛନ୍ତି ଯେଉଁ ମାନେ ପୂଜା କରିବା ସମୟରେ ଅଜାଣତରେ କିଛି ଭୁଲ କାଟି ଦେଇ ଥାନ୍ତି ଯାହା ଦ୍ଵାରା ସେମାନାଙ୍କୁ ପରେ ଖୁବ ଖରାପ ଭୋଗା ଭୋଗ ମିଳିବା ପାଇଆନ ମିଳି ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ ସେହି ଭଳି ୭ ଟି ଭୁଲ ଯାହାକୁ କରିବା ଅନୁଚିତ । ଏହାକୁ କିଛି ବ୍ୟକ୍ତି ଅଜାଣତରେ କରୁଥିଲେ ଏହାକୁ ସୁଧାରୀ ପାରିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ପ୍ରଥମ କଥା ଆମେ ପୂଜା କରିବା ସମୟରେ ଅନେକ ଥର ଅନ୍ୟ ମାନଙ୍କ ଅନିଷ୍ଟ ଚିନ୍ତା କରିଥାଉ ଯାହା ଦ୍ଵାରା ଆମ ପୂଜା ସଫଳ ହୋଇ ନଥାଏ । ଏହା ପାଇଁ ଆମକୁ ପୂଜା କରିବା ବେଳେ କେବଳ ଭଗବାନ ଙ୍କ ଉପରେ ଧ୍ୟାନ ଦେବା ଉଚ୍ଚିତ ଅଟେ ।

ଦ୍ଵିତୀୟ ଭୁଲ ଏହାକୁ ଆମେ ଅନେକ ସମୟରେ କଟରି ଦେଇ ଥାଉ ଯାହା ଖୁବ ଶାଧାରଣ ଅଟେ । ପୂଜା କରିବା ସମୟରେ ଆପଣ କେବେଭି ନୀଳ ଓ କଳା ରଙ୍ଗର ବସ୍ତ୍ର ପିନ୍ଧିକି ଆପଣ ପୂଜା କରିବା ଅନୁଚ୍ଚିତ ଅଟେ । ଏହା କରିବା ଦ୍ଵାରା ଆମ ପୂଜା ସଫଳ ହୋଇ ନଥାଏ । ଆପଣ ପୂଜା କରିବା ବେଳେ ସବୁ ବେଳେ ନାଲି କିମ୍ବା ଧଳା ବସ୍ତ୍ର ପରିଧାନ କରିବା ହିଁ ଭଲ ଅଟେ । ଆପଣ ଯଦି ଚାହିଁ ବେ ତେବେ ଆପଣ ହଳଦିଆ ବସ୍ତ୍ର ମଧ୍ୟ ପରିଧାନ କରି ପାରିବେ ।

ତୃତୀୟ ଜିନିଷ ହେଉଛି କି ଆପଣ ଯଦି ମୃତ ଦେହକୁ ଛୁଇଁ କି ନ ଗାଧୋଇକି ଆପଣ ଯଦି ପୂଜା କରୁଛନ୍ତି ତେବେ ଆପଣଙ୍କ ପୂଜା ସମ୍ପୂର୍ଣ ହେବନି ଓ ଏହା ସହ ଘରକୁ ରୋଗ ବ୍ୟାଧି ବଢିବାରେ ଲାଗିବ । ଆପଣ ଯାହା ଭି ଧନ କମେଇବେ ତାହା ଶୂନ୍ୟ ହୋଇଯିବ । ଚତୁର୍ଥ କଥା ହେଉଛି ଆପଣ କେବେ ଭି କାହା ଉପରେ ରାଗିକି ପୂଜା କରନ୍ତୁ ନି । ଏହି ଭଳି କରିବା ଦ୍ଵାରା ଆପଣଙ୍କ ପୂଜା ସ୍ଵୀକାର ହୁଏନି ଓ ଆପଣ ମଧ୍ୟ ଆହୁରି ଅସାନ୍ତି ଭୋଗ କରିବେ । ସେହି ପାଇଁ କୁହାଯାଏ କି ପୂଜା କରିବା ବେଳେ ଆପଣ ନିଶ୍ଚିତ ଭାବେ ସାନ୍ତ ମନରେ କରନ୍ତୁ ।

ପଞ୍ଚମ କଥା ଆପଣ କେବେଭି ଅନ୍ଧାରରେ ଭଗବାନ ଙ୍କ ମୂର୍ତ୍ତି ରଖିବା ଆକିମ୍ବା ଭଗବାନ ଙ୍କ ପୂଜା କରିବେ ନି । ସବୁ ବେଳେ ଆଲୋକ ଥିବା ଜାଗାରେ ଆପଣ ପୂଜା କରିବେ । ଆପଣ ଯଦି ଏହି ଭଳି ନକରିବା ଏହା ମହା ପାପ ହୋଇ ଥାଏ । ଏହା ପରେ ଷଷ୍ଠ ରେ ଆସେ କି ଆପଣ ଯଦି ପୂଜା କରିବା ସମୟରେ ଘଣ୍ଟି କିମ୍ବା ଶଙ୍ଖ ନବଜେଇକି ପୂଜା କରିବେ ତେବେ ଆପଣ ନିଶ୍ଚିତ ଭାବେ ଖରାପ ପରିଣାମ ପାଇବେ । ଆପଣ ପୂଯା କରିବା ବେଳେ ପୂଜା ଘର ଆଗରେ କେବେଭି ଗୁଳି ଗପ କରିବେ ନି । ଏହା କରିବା ଦ୍ଵାରା ଆପଣଙ୍କ ଘରୁ ମା ଲକ୍ଷ୍ମୀ ଚାଲିଯିବେ । ଯାହା ଦ୍ଵାରା ଆପାନନ୍କୁ ଦରିଦ୍ରତା ଭୋଗ କରିବା ପାଇଁ ପଡିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *