ଏପରି କିଛି ଭୁଲ୍ ପାଇଁ – ଜନ୍ମ ହୋଇଥାଏ ” କିନ୍ନର ” – ଆପଣ ଏହି ଭୁଲ୍ କରୁଛନ୍ତି କି

ବନ୍ଧୁଗଣ ନମସ୍କାର । ଆପଣ ନିଜର ଆଖପାଖରେ ଯାତ୍ରା କରୁଥିବା ସମୟରେ ଆପଣ କିନ୍ନର ମାନଙ୍କୁ ଦେଖିଥିବେ । ଯେମିତିକି ବସ , ଟ୍ରେନରେ କିନ୍ନର ମାନଙ୍କୁ ଦେଖିଥିବେ । ବନ୍ଧୁଗଣ ଆପଣ ମାନେ କେବେ ଭାବିଛନ୍ତି ଏହି କିନ୍ନର ମାନେ କିପରି ଭାବରେ ଜନ୍ମ ଗ୍ରହଣ କରିଥାନ୍ତି । କିନ୍ନର ମାନଙ୍କ ଠାରେ ଉଭୟ ପୁରୁଷ ଓ ସ୍ତ୍ରୀ ର ଗୁଣ ଦେଖିବାକୁ ମିଳିଥାୟ । ତେଣୁ ଏହି କାରଣରୁ ଆମ ଭାରତୀୟ ସମାଜ ଆଜି ପର୍ଯ୍ୟନ୍ତ ଏହି କିନ୍ନର ମାନଙ୍କୁ ସମାଜରେ ସ୍ଥାନ ଦବାକୁ ରାଜି ହୁଅନ୍ତି ନାହି । ଆଜି ଆସନ୍ତୁ ଜାଣିବା କିନ୍ନର ମାନେ କିପରି ଭାବେ ଜନ୍ମ ଗ୍ରହଣ କରିଥାନ୍ତି ।

ବନ୍ଧୁଗଣ କିନ୍ନର ମାନେ ଜନ୍ମ ଗ୍ରହଣ ପାଇଁ ବହୁତ କାରଣ ରହିଛି । କିନ୍ତୁ ଆମ ଜୀବନରେ କିଛି ବାଧା ବିଘ୍ନନ ଯୋଗୁ କିନ୍ନର ମାନେ ଜନ୍ମ ଗ୍ରହଣ କରିଥାନ୍ତି । ବନ୍ଧୁଗଣ ଆସନ୍ତୁ ଜାଣିବା କିପରି ଭାବେ ଗୋଟେ କିନ୍ନର ଜନ୍ମ ଗ୍ରହଣ କରିଥାୟ । ବନ୍ଧୁଗଣ ମେଡିକାଲ ବିଜ୍ଞାନ ଅନୁସାରେ ଯେତେବେଳେ ମହିଳା ମାନେ ଗର୍ଭବତୀ ହୋଇଥାନ୍ତି ତାହର ୩ମାସ ମଧ୍ୟ ରେ ଶିଶୁ ର ବିକାଶ ହୋଇଥାୟ ଏହି ସମୟରେ ମାକୁ ଯଦି କିଛି ରୋଗ ଓ ଶା-ରୀ-ରି-କ ସମସ୍ୟା ହୋଇଥାୟ ତାହାଲେ ଗର୍ଭର କରମଣୀୟ କାରଣରୁ ଶିଶୁର ଉଭୟ ମହିଳା ଓ ପୁରୁଷର ଗମ ସୃଷ୍ଟି ହୋଇଥାୟ । ଏହିସମୟରେ ଓଷଧ ଖାଇବା ଅନୁଚିତ ।

ଗ-ର୍ଭା-ବ-ସ୍ତା ବେଳେ କୌଣସି ଓଷଧ ଖାଇବା ଖରାପ ହୋଇଥାୟ । ସେହି କାରଣରୁ ଗୋଟେ ଶିଶୁ ହୋଇପାରେ କିନ୍ନର । ବନ୍ଧୁଗଣ ଗୋଟେ ମହିଳାକୁ ଗ-ର୍ଭ-ବ-ସ୍ତା ସମୟରେ ଯଦି ପ୍ରବଳ ଜର ହୋଇଥାୟ ତାହାଲେ ତାହର ପ୍ରଭାବ ଶିଶୁର ଲି-ଙ୍ଗ ଉପରେ ପଡିଥାୟ । ଗ-ର୍ଭ-ବ-ସ୍ତା ସମୟରେ ଯଦି ମା କୌଣସି ଦୁ-ର୍ଘ-ଟ-ଣା ର ଶି-କା-ର ହୋଇଥାୟ ତାହାଲେ ଏହି କାରଣରୁ ମଧ୍ୟ ତାର ଶିଶୁ କିନ୍ନର ହୋଇଥାୟ । ବନ୍ଧୁଗଣ ଗ-ର୍ଭ-ପା-ତ ଓଷଧ ନେବା ମଧ୍ୟ ଗୋଟେ କାରଣ ଅଟେ । ଯଦି ଆପଣ ଗ-ର୍ଭ-ପା-ତ ଓଷଧ ସେବନ କରୁଛନ୍ତି ତାହାଲେ ଆପଣଙ୍କର ଶିଶୁ କିନ୍ନର ହେବ । ଯଦି ଆପଣ ଗ-ର୍ଭ-ପା-ତ ସମୟରେ ବୀନା ଡାକ୍ତରଙ୍କ ସହାୟତା ରେ ଓଷଧ ସେବନ କରନ୍ତି ତାହାଲେ ଆପଣଙ୍କର ଭବିଶ୍ଵତରେ ଯେବେ ଗର୍ଭ ଧାରଣ କରିବେ ତାହାଲେ ଆପଣଙ୍କ ଶିଶୁ କିନ୍ନର ହେଇ ଜନ୍ମ ଗ୍ରହଣ କରିବ ।

ବନ୍ଧୁଗଣ ଏହା ହେଉଛି କିନ୍ନର ହବାର କାରଣ । ଯାହାକୁ ଆମ ସମାଜ ଅଣଦେଖା କରୁଛି । ସମାଜରେ ସେମାନଙ୍କୁ ସ୍ଥାନ ମିଳୁନି । କିନ୍ତୁ ବନ୍ଧୁଗଣ ବର୍ତମାନ ଅବସ୍ଥାରେ ଭାରତରେ କିନ୍ନର ମାନଙ୍କ ଅବସ୍ତା ସୁଧୁରିବାରେ ଲାଗିଲାଣି । ଲୋକ ମାନଙ୍କ ମଧ୍ୟ ରେ ଥିବା ସେମାନଙ୍କ ପାଇଁ ଭିନ୍ନ ଚି-ନ୍ତା-ଧା-ରା ବଦଳିବାକୁ ଲାଗୁଛି । ସେମାନଙ୍କୁ ସମାଜରେ ଜାଗା ମଧ୍ୟ ଦିଆଯାଉଛି । ସେମାନେ ସବୁ କ୍ଷେତ୍ରରେ ମଧ୍ୟ କାମ କରିପାରିବେ । ତାହାଲେ ବନ୍ଧୁଗଣ ଆପଣ ଜାଣିଲେତ କିନ୍ନର ମାନେ କିପରି ଭାବେ ଜନ୍ମଗ୍ରହଣ କରିଥାନ୍ତି ।

Leave a Reply

Your email address will not be published. Required fields are marked *