ସାରା ବିଶ୍ଵରେ ଇତିହାସ ରଚିବ ଜଗତସିଂହପୁର! ଅରବିନ୍ଦଙ୍କ ମାଳିକାରେ ମିଳିଲା ବଡ ପ୍ରମାଣ

ବନ୍ଧୁଗଣ ନମସ୍କାର ଆଜି ଆମେ ଆପଣକୁ କିଛି ମାଳୀକା ବିଷୟରେ କହିବୁ । ବନ୍ଧୁଗଣ ଯେତେବେଳେ ଧରାପୃଷ୍ଟ ରେ ଧର୍ମର ସର୍ବନାଶ ଘଟେ ସେତେବେଳେ ଭଗବାନ ପୃଥିବୀ ପୃଷ୍ଟରେ ଅବତରଣ କରନ୍ତି । ସାଧୁସନ୍ଥ ମାନଙ୍କୁ ପରିତ୍ରାଣ କରନ୍ତି ଓ ନୂତନ ଦିଗଦର୍ଶନ ଦିଅନ୍ତି । କିନ୍ତୁ ଏବେ ପୃଥିବୀ ପୃଷ୍ଟରେ ଏବେ ଯାହା ସ୍ଥିତି ଦେଖା ଦେଉଛି ଭଗବାନ ବହୁ ଆଗରୁ ଆସିବା କଥା କିନ୍ତୁ ଏ ପର୍ଯ୍ୟନ୍ତ ଆସୁନାହାନ୍ତି କଣ ପାଇଁ ଅଘଟଣ କଣ ଘଟିନୀ ପ୍ରାକୃତିକ ବିପର୍ଯୟ କଣ ଘଟିନୀ ନା ବନ୍ଧୁଗଣ ଅଧିକ ସମୟ ହୋଇଗଲାଣି ।

କିନ୍ତୁ ଭଗବାନ ଏମିତି ଏକ ସମୟରେ ଆସିଛନ୍ତି କିନ୍ତୁ ଲୋକ ମାନେ ସଙ୍ଗେ ସଙ୍ଗେ ତାଙ୍କୁ ଜାଣିପାରିବେ ନାହି । ରାମଙ୍କ ସମୟରେ ଲୋକ ଜାଣିନଥିଲେ କୃଷ୍ଣଙ୍କ ସମୟରେ ଜାଣିପାରିନଥିଲେ ଓ ଏବେ ବି ଭଗବାନ ତାଙ୍କର ଲୀଳା ଖେଳା କରି ଚାଲିଗଲେ ଲୋକ ମାନେ ଜାଣିପାରିବେ । ବନ୍ଧୁଗଣ ଆମେ ସ୍ଵାମୀ ଅରବିନ୍ଦଙ୍କ ବାଣୀ ଏବେ ମାନେପକେଇ ପାରୁନୁ ଓ ଯଦିବି ଆମେ ଶୁଣିଛୁ ତାହାଲେ ସେହି ବିଷୟରେ ତର୍ଜମା କରିପାରୁନୁ । ବନ୍ଧୁଗଣ ସ୍ଵାମୀ ଅରବିନ୍ଦ କହିଛନ୍ତି ଭାରତ ଦିନେ ବିଶ୍ଵରେ ଜଗତଗୁରୁ ହେବ ଓ ପୂର୍ବ ଭାରତରେ ଏକ ଆଧାତ୍ମିକ ଘଟନା ଘଟିବ । ଯଦି ପୂର୍ବ ଭାରତ କଥା କୁହାଜାୟ ତାହାଲେ ଓଡିଶା ହେଉଛି ପୂର୍ବଭାରତ ।

ଜଗତସିଙ୍ଘପୁର ଜିଲ୍ଲା ହେଉଛି ପୂର୍ବ ଭାରତରେ ସମୁଦ୍ର କୁଳରେ ଅବସ୍ଥିତ । ଯେଉଁଠି ସୂର୍ଯ୍ୟ ଉଦୟହେଲେ ପ୍ରଥମ କିରଣ ଜଗତଶିହ୍ନପୁର ଜିଲା ଉପରେ ପଡିଥାୟ । ଏହି ଜିଲାର ମହତ୍ଵ ଗୁଣ ଗାରିମା ଅତୀତରେ ସାଧୁ ମାନେ କହିଛନ୍ତି । ଓ ଅଚୟତାନନନ୍ଦ ତାଙ୍କ ତାଳପତ୍ର ଓ ମାଲିକାରେ ଲେଖିଛନ୍ତି । ଭକ୍ତ ମଣ୍ଡଳ ଭାବରେ ସମଗ୍ର ପୃଥିବୀ ପୃଷ୍ଟକୁ ମଣ୍ଡଳ ରେ ସୁଚିତ କରିଛନ୍ତି । ସେଥିମଧ୍ୟ ରୁ ସାରଦା ମଣ୍ଡଳ ହେଉଛି ଅନ୍ୟତମ । ସାଧୁସନ୍ଥ ମାନେ କହିଛନ୍ତି ଜଗତସିଂଘପୁର ଜିଲା ଦିନେ ଦିନେ ବିଶ୍ଵରେ ୧ ନମ୍ବର ରେ ରହିବ । କିନ୍ତୁ ଏକଥା ଆମେ ସହଜରେ ବୁଝିପାରୁନହୁ ଓ ବୁଝେଇବା ପାଇଁ ଆମ ପାଖରେ ଆଧାର ନାହି କି ବେଦ ବେଦାନ୍ତ ସାହିତ୍ୟକୁ ଗବେଷଣା କରିନାହୁ ସେଥିପାଇଁ ଜଗତସିଂହପୁର ବିଶ୍ଵର ୧ ନମ୍ବର ରେ ରହିବ ବୋଲି ଯାନୀପାରୁନାହୁ । ତେଣୁ ଆଜି ଆମେ ଆମେ ଆପଣକୁ କହିବୁ ଜଗତସିଂହପୁର ଜିଲା ବିଶ୍ଵରେ ୧ନମ୍ବର ରେ ରହିବ ।

କନପାଇ ରୁକ ବେଦର ଉନ୍ମୋଚକଙ୍କ ଜିଲା ପୃଥିବୀରେ ୧ ନମ୍ବର ରେ ରହିବା । ଯଦି ଏହି ବେଦରେ ଗୋଟେ ମନ୍ତ୍ର କୁ ଜୀୟ ଠିକ କରିଦବ ସେ ଜିଲା ସେ ଗାଁ ସେ ବ୍ୟକ୍ତି ସେ ସ୍ଥାନ ବିଶ୍ଵର ୧ନମ୍ବର ସ୍ଥାନରେ ରେ ରହିବ ତାହା ହଉଛି ଗାୟତ୍ରୀମହାମନ୍ତ୍ର । ଆମେ ଯେଣୁ ଗାୟତ୍ରୀ ଶୁଣୁଛୁ ତାହାକୁ ବ୍ରମହା,ବଶିଷ୍ଟ ବିଶ୍ଵାମିତ୍ରଦେଲେ ଆମେ ସେହି ଗାୟତ୍ରୀମନ୍ତ୍ର ଶୁଣୁଛୁ କିନ୍ତୁ ସତ୍ୟଯୁଗର ଗାୟତ୍ରୀମନ୍ତ୍ର କୁ ସୁନୁନାହୁ ଯେବେ ଶୁଣିବୁ ସେତେବେଳେ ସେ ମନ୍ତ୍ର ଜପ କରିବ ସେ ନର ନାରୀ ଦେବତା ହୋଇ ବାହାରିବେ ।

ଆମେ ଏବେ ସେ ରାସ୍ତାରେ ଯାଇନହୁ । ତେଣୁ ଆମେ ଅସମ୍ଭବ ବୋଲି କହିଆସୁଛୁ । ଅସମ୍ଭବ ବୋଲି କିଛି ନାହି ସବୁ କିଛି ସମ୍ଭବ ଅଟେ । ଆମେ ଧର୍ମକୁ ଭୁଲିଯାଇଥିବାରୁ ଆଜି ଆମେ ଏହି ପ୍ରକାର ଦୁର୍ଦଶା ରେ ପଡୁଛୁ । ଆଗକୁ ଆମେ ଏହି ମନ୍ତ୍ର ବିଷୟରେ ଆଲୋଚନା କରିବୁ ।

Leave a Reply

Your email address will not be published. Required fields are marked *