ଏହି 5 ଟି ରାଶିର ପୁଅ ନିଜ ସ୍ତ୍ରୀକୁ ପାଗଳ ପରି ଭଲପାଇଥାନ୍ତି, ଆପଣଙ୍କ ସ୍ଵାମୀଙ୍କ ରାଶି ନାହିଁ ତ !

ବନ୍ଧୁଗଣ ନମସ୍କାର ଆମ ଜୀବନରେ ପ୍ରତ୍ୟକ ସ-ମ୍ପ-ର୍କ ଗୁରୁତ୍ଵ ପୂର୍ଣ ଅଟେ । ସେଥିମନ୍ଧ୍ୟ ରୁ ସ୍ଵାମୀ ସ୍ତ୍ରୀ ଙ୍କ ସ-ମ୍ପ-ର୍କ ଅନ୍ୟତମ । ଏହି ସ-ମ୍ପ-ର୍କ ସବୁଠାରୁ ବିଶେସ ହୋଇଥାୟ । ଏହି ସ-ମ୍ପ-ର୍କ ଏକ ବିଶ୍ଵାସର ଡୋରରେ ବନ୍ଧା ହୋଇଥାୟ । ଆପଣ ମାନେ ଜାଣିଥିବେ ପ୍ରତ୍ୟକ ଝିଅ ଏକ ସୁନ୍ଦର ଶୋପନ ଦେଖିଥାନ୍ତି ଯେ କି ତାଙ୍କ ସ୍ଵାମୀ ତାଙ୍କୁ ବହୁତ ମାତ୍ରା ରେ ଭଲ ପାଇବା ଦିଅନ୍ତୁ ଓ ତାଙ୍କ ସ୍ଵାମୀ ବହୁତ ଭଲ ମଣିଷ ହୋଇଥାନ୍ତୁ । ଗୋଟେ ଝିଅ ଶୋପନ ଦେଖିଥାୟ କି ତାର ସ୍ଵାମୀ ସବୁବେଳେ ତାର ସୁଖ ଓ ଦୁଖରେ ଠିଆ ହଉ ।

ଆପଣ ମାନେ ଜାଣିଥିବେ ବିଭାଘର ପୂର୍ବରୁ ପୁଅ ଓ ଝିଅ ମାନଙ୍କର ଜାତକ ମିଶାଜାୟ ଯଦି ଜାତକରେ ରାଜ ଯୋଟକ ପଡେ ତାହାଲେ ସେହି ପୁଅ ଓ ଝିଅଙ୍କ ବିଭାଘର ହୋଇଥାୟ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ୫ଟି ରାଶି ବିଷୟରେ କହିବୁ ଯାହାକି ସେହି ରାଶି ର ପୁରୁଷ ମାନେ ଅଧିକ ଭଲ ଓ ରୋମାଣ୍ଟିକ ହୋଇଥାନ୍ତି । ଆଜି ଆମେ ଯେଉଁ ରାଶି କଥା କହିବା ଝିଅ ମାନେ ଶୁଣି ଖୁସି ହୋଇଯିବେ । ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ରାଶି ବିଷୟରେ ସେହି ରାଶି ଭିତରୁ ପ୍ରଥମ ରାଶି ହେଉଛି କୁମ୍ଭ ରାଶି : ଏହି ରାଶିର ପୁଅମାନଙ୍କୁ ଜୀବନସାଥି କରିବା ପାଇଁ ସବୁ ଝିଅ ଚାହାନ୍ତି କାରଣ । ଏହି ରାଶିର ପୁଅ ମାନେ କମ ରୋମାଣ୍ଟିକ ହୋଇଥାନ୍ତି କିନ୍ତୁ ସେମାନେ ପ୍ରତ୍ୟକ କ୍ଷେତ୍ର ରେ ତାଙ୍କ ସ୍ତ୍ରୀ କି ସାହାଜ୍ୟ କରିଥାନ୍ତି ।

ସେମାନେ ତାଙ୍କ ସ୍ତ୍ରୀ କି ବହୁତ ସନମାନ ଦେଇଥାନ୍ତି ଓ ସ୍ତ୍ରୀ ର ସୁଖ ଓ ଦୁଖରେ ସାହାଜ୍ୟ କରନ୍ତି । ବନ୍ଧୁଗଣ ଦୁତୀୟ ରାଶି ହେଉଛି ବୃଷ ରାଶି : ଏହି ରାଶିର ପୁଅ ମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ସେମାନେ ତାଙ୍କ ସ୍ତ୍ରୀ ର ଅଧିକ ଯତ୍ନ ନେଇଥାନ୍ତି । ଏହି ରାଶି ର ପୁଅ ମାନେ ଅଧିକ ରାଗିହୋଇଥାନ୍ତି କିନ୍ତୁ ଏମାନେ କେବେ ତାଙ୍କ ସ୍ତ୍ରୀ କୁ ଧୋକା ଦିଅନ୍ତି ନାହି । ସେମାନେ ତାଙ୍କ ସ୍ତ୍ରୀ କୁ ବହୁତ ଭଲ ପାଇଥାନ୍ତି । ବନ୍ଧୁଗଣ ତୃତୀୟ ରାଶି ହେଉଛି କର୍କଟ ରାଶି : ଏହି ରାଶି ର ପୁଅ ମାନେ ତାଙ୍କ ସ୍ତ୍ରୀ କୁ ଅଧିକ ଭଲ ପାଇଥାନ୍ତି ସେଥି ପାଇଁ ତାଙ୍କ ସ୍ତ୍ରୀ କୁ ସବୁବେଳେ ସରପ୍ରାଇସ ଦବାକୁ ଚାହିଥାନ୍ତି । ଏହି ରାଶିର ପୁଅ ମାନେ ଟିକେ ରାଗି ହୋଇଥାନ୍ତି କିନ୍ତୁ ସେମାନେ ତାଙ୍କ ସ୍ତ୍ରୀ କୁ ଅଧିକ ଭଲ ପାଇଥାନ୍ତି । ତାଙ୍କ ସ୍ତ୍ରୀ କୁ କେବେ ଦୁଖ ଦବାକୁ ଚାହାନ୍ତି ନାହି ।

ବନ୍ଧୁଗଣ ଚର୍ଥୁତ ରାଶି ହେଉଛି ସିଂହ ରାଶି : ଏହି ରାଶିର ପୁଅମାନଙ୍କ ପ୍ରଶ୍ନାଳିତୀ ଦେଖି ଝିଅମାନେ ସେମାନକ ଉଆପରେ ଫିଡ ହୋଇଯାନ୍ତି । ଝିଅ ମାନେ ସେମାଙ୍କ ଆଡକୁ ଆକର୍ଷିତ ହୋଇଯାଇଥାନ୍ତି । ଏହି ପୁଅ ମାନେ ସେମାଙ୍କ ସ୍ତ୍ରୀ କୁ ଅଧିକ ଖୁସି ଦେଇଥାନ୍ତି । ଏମାନେ ତାଙ୍କ ସ୍ତ୍ରୀ କୁ ବହୁତ ଭଲରେ ରଖିଥାନ୍ତି । ବନ୍ଧୁଗଣ ସେସ ରାଶି ହେଉଛି ତୁଳା ରାଶି : ଏହିରାଶିର ପୁଅମାନେ ବହୁତ ଲୟାଲ ହୋଇଥାନ୍ତି ଏହିରାଶିର ପୁଅ ମାନଙ୍କ ସହ ଯଦି ଆପଣ ବିଭାହ କରିବେ ତାହାଲେ ଆପଣ ସର୍ବଦା ଖୁସିରେ ରହିବେ ଓ ଆନନ୍ଦ ରେ ଜୀବନ କା-ଟି-ବେ ।

Leave a Reply

Your email address will not be published. Required fields are marked *