ଶୀଘ୍ର ମୃତ୍ୟୁ ଆସିବାର ସଂକେତ, ଆପଣଙ୍କୁ ମିଳୁନି ତ ଏହି ସବୁ ସଂକେତ?

ବନ୍ଧୁଗଣ ନମସ୍କାର ଆପଣ ମାନେ ଯାଣୁଥିବେ ଆଜିକାଲି ଲୋକ ମାନେ ଚାହୁଛନ୍ତି ମୃ-ତୁ ଆସିବାପୂର୍ବରୁ ତାର କିପରି ସଙ୍କେତ ଦେଇଥାୟ ସେହି ବିଷୟରେ ଜାଣିବା ପାଇଁ ସମସ୍ତେ ଇଛା କରୁଛନ୍ତି । ବନ୍ଧୁଗଣ ଧର୍ମ ଗ୍ରନ୍ଥରେ ଶିବଙ୍କୁ ମ-ହା-କା-ଳ ବୋଲି କୁହାଯାଇଅଛି । ମ-ହା-କା-ଳ ର ଅର୍ଥ ହେଲା କାଳୟନି ଯାହାକି ମୃ-ତ୍ୟୁ ଯାହାର ଅଧୀନ ଅଟେ । ଭଗବାନ ଶିବ ଜନ୍ମ ଓ ମୃ-ତ୍ୟୁ ରୁ ମୁ-କ୍ତ ଅଟନ୍ତି । ବନ୍ଧୁଗଣ ଅନେକ ଧର୍ମ ଗ୍ରନ୍ଥରେ ଭଗବାନ ଶିବଙ୍କୁ ଅଜନ୍ମ କୁହାଯାଇଅଛି ।

ସବୁଠାରୁ ଶିବ ପୁରାଣ ହଉଛି ଅନ୍ୟତମ । ବନ୍ଧୁଗଣ ଶିବ ପୁରାଣରେ ଶିବଙ୍କୁ ଜଡିତ ଅଧିକ କଥା କୁହାଯାଇଅଛି । ଏହାକୁ ଛାଡି ଏହି ଗ୍ରନ୍ଥରେ ଏମିତି କେତେକ କଥା ଲେଖା ଯାଇଛି ଯାହାକି କୌଣସି ଲୋକ ଜାଣିନାହାନ୍ତି । ଶିବ ପୁରାଣରେ ଶିବ ମା ପାର୍ବତୀଙ୍କୁ ଏମିତି କେତେକ ମୃ-ତ୍ୟୁ ବିଷୟରେ ସ-ଙ୍କେ-ତ କହିଛନ୍ତି । ଏହି ସଙ୍କେତକୁ ବୁଝି ଆପଣ ଜାଣିପାରିବେ କେତେ ସମୟପରେ ମୃ-ତ୍ୟୁ ହେବ । ପ୍ରଥମ କଥା ହେଉଛି ଯଦି କୌଣସି ଲୋକକୁ ଜଳ , ତେଲ କିମ୍ବା ଦର୍ପଣ ରେ ନିଜର ଛାଇ ଦେଖିପାରେନି ତାହାଲେ ଜାଣିଯିବେ ଗୋଟେ ମାସ ଭିତରେ ସେ ମୃ-ତ୍ୟୁ ବରଣ କରିବ । ଦୁତୀୟ ରେ ହେଲା ଯଦି କୌଣସି ବ୍ୟକ୍ତିର ବାମ ହାତ ଗୋଟେ ରୁ ୨ ମାସ ଡେଇଁ ଥାୟ ତାହାଲେ ତାହାର ମୃ-ତ୍ୟୁ ବରଣ ହୋଇଥାୟ ।

ତୃତୀୟ ରେ ହେଲା ଯେଉଁ ବ୍ୟକ୍ତି ରାତ୍ରି ରେ ଆକାଶରେ ପଡୁଥିବା ଧୁରବତାରା କୁ ଦେଖିପାରେ ନାହି ଓ ରାତିରେ ଇଂଦ୍ରଧନୁ ଓ ଖରାବେଳେ ଉଲୁକା ପାତ ଦେଖାଯାୟ ତାହାଲେ ସେହି ବ୍ୟକ୍ତିର ଆୟୁଷ ୩ ରୁ ୪ ମାସ ହୋଇଥାୟ । ଚର୍ଥୁତକଥା ହେଲା ଯଦି କୌଣସି ବ୍ୟକ୍ତି ହରିଣ ପଛରେ ହଉଥିବା ଶି-କା-ରୀ-ର ପାଟି ଶୁଣିପାରେ ନାହି ତାହାଲେ ତାହାର ମୃ-ତ୍ୟୁ ୮ ରୁ ୯ ମାସ ମଧ୍ୟ ରେ ହୋଇଥାୟ । ଯେଉଁ ଲୋକକୁ ଆକାଶରେ ତାରା ଦେଖାଯାୟ ନାହି ତାହାଲେ ତାହାର ମୃ-ତ୍ୟୁ ଗୋଟେ ମାସ ଭିତରେ ହୋଇଜାୟ ।

ପଞ୍ଚମ କଥା ହେଲା ଯଦି କୌଣସି ବ୍ୟକ୍ତିକି ଅଗ୍ନି ର ପ୍ରକାଶ ଦେଖାଯାୟ ନାହି ଓ ଚତୃଦିଗ ଅନ୍ଧକାର ଦେଖା ଜାୟ ତାହାଲେ ସେହି ବ୍ୟକ୍ତି ଗୋଟେ ମାସ ଭିତରେ ମୃ-ତ୍ୟୁ ବରଣ କରେ । ଷଷ୍ଠ ରେ ହଉଛି ଯଦି କୌଣସି ବ୍ୟକ୍ତି ବାରମ୍ବାର ସବୁଦିନ ରାତିରେ ବିଧବା ମହିଳାର ସୋପ୍ନ ଦେଖିଥାୟ ତାହାଲେ ସେହି ବ୍ୟକ୍ତି ୮ ରୁ ୯ ମାସ ମଧ୍ୟ ରେ ମୃ-ତ୍ୟୁ ବରଣ କରିଥାୟ । ସପ୍ତମରେ ହଉଛି ଯଦି କୌଣସି ବ୍ୟକ୍ତିର ମୁଣ୍ଡ ଉପରେ କାଉ ଆସି ବସି ଜାୟ ତାହାଲେ ତାହାର ଗୋଟେ ମାସ ମଧ୍ୟ ରେ ମୃ-ତ୍ୟୁ ହୋଇଥାୟ । କିନ୍ତୁ ଅଧିକ ବ୍ୟକ୍ତି କହିଥାନ୍ତି ମୁଣ୍ଡ ଉପରେ କାଉ ବସିଲେ ମୃ-ତ୍ୟୁ ବରଣ ହୋଇନଥାୟ । ବନ୍ଧୁଗଣ ଯଦି ଆମେ କୌଣସି ପକ୍ଷୀକି ମୁଣ୍ଡରେ ବସାଇଥାଉ ତାହାଲେ କିଛି ଅସୁବିଧା ହୋଇନାଥୟ ।

କିନ୍ତୁ ଯଦି ସେହି ପକ୍ଷୀ ହଟାତ ଆସି ଆମ ମୁଣ୍ଡରେ ବସି ଜାୟ ତାହାଲେ ଆମର ମୃ-ତ୍ୟୁ ଘଟିଥାୟ । ଅଷ୍ଟମରେ ହଉଛି ଯେଉଁ ବ୍ୟକ୍ତି କି ପ୍ରତ୍ୟକଦିନ ଶୋପନରେ ଶ୍ମଶାନ ଘାଟ ଦେଖା ଜାୟ ତାହାଲେ ସେ ଜାଣିଜୀବକି ତାହାର ମୃ-ତ୍ୟୁ ଗୋଟେ ମାସ ଭିତରେ ହବ । ନବମ ରେ ହଉଛି ଯେଉଁ ବ୍ୟକ୍ତିର ଆଖି ,କାନ, ପଟି, ଜିଭ ଠିକ ରେ କାମ କରେ ନାହି ତାହାଲେ ସେ ବ୍ୟକ୍ତି ୬ ମାସ ଭିତରେ ମୃ-ତ୍ୟୁ ବରଣ କରିଥାୟ । ଦଶମରେ ହଉଛି ଯଦି ଗୋଟେ ବ୍ୟକ୍ତିକୁ ମହୁ ମାଛି ଆସି ଘେରି ଜାୟ ତାହାଲେ ସେହି ବ୍ୟକ୍ତି ଗୋଟେ ମାସ ଭିତରେ ହୋଇଜାୟ ।

Leave a Reply

Your email address will not be published. Required fields are marked *