February ଶେଷ ହେବା ଆଗରୁ କୁମ୍ଭ ରାଶିର ବଦଳିବ ଭାଗ୍ୟ…

ଆଜି ଆମେ କହିବା କି କୁମ୍ଭ ରାଶି ମାନଙ୍କର ଫେବୃୟାରି ମାସ କିଭଳି ରହିବ । 13 ଫେବୃୟାରି ରେ ସୂର୍ଯ୍ୟ ଭଗବାନ ମକର ରାଶିରୁ ବାହାରିକି ଆପଣଙ୍କ ରାଶିରେ ବସିବା ପାଇଁ ଯାଉଛନ୍ତି । 27 ଫେବୃୟାରି ରେ ମଙ୍ଗଲ ଓ ଶୁକ୍ର ଉଭୟ ଧନୁ ରାଶିରୁ ଆସିକି ମକର ରାଶିରେ ପ୍ରବେଶ କରିବା ପାଇଁ ଯାଉଛନ୍ତି । ଏବେ ଆସନ୍ତୁ ଜାଣିବା କି ଏହି ପରିବର୍ତ୍ତନ ଦ୍ଵାରା ଆପଣଙ୍କ ସମୟ କିଭଳି ରହିବା ପାଇଁ ଯାଉଛି । ଆପଣଙ୍କ ରାଶି ଅନୁସାରେ ଗ୍ରହର ପରିବର୍ତ୍ତନ ଯାହା ହେବ ।

ପ୍ରଥମ ଘରେ ଦେବଗୁରୁ, 12 ଘରେ ଶନି, ସୂର୍ଯ୍ୟ, ବୁଦ୍ଧ, 11 ଘରେ ରହିବେ ଶୁକ୍ର ସହ ମଙ୍ଗଲ, 10ମ ଘରେ କେତୁ, 4 ଘରେ ରାହୁ । ଆପଣଙ୍କର ଯଦି ପରୀକ୍ଷା ଅଛି ତେବେ ଆପଣଙ୍କ ମୁଣ୍ଡ ଠିକ ସମୟରେ କାମ ଦେବନି କ୍କିଛି ଭୁଲ କରି ପାରନ୍ତି କିନ୍ତୁ 18 ତାରିଖ ପରେ ଏହା ହେବା କମିଯିବ ।

ଯଦି ଆପଣଙ୍କ ଭଲ ପାଇବା ଜୀବନ କଥା କହିବା ତ 5 ଘର ହେଉଛି ଭଲ ପାଇବା ଘର ବୁଦ୍ଧ ହେଉଛନ୍ତି ପ୍ରଥମ ଘରେ ଅଛନ୍ତି ଶନି ପଞ୍ଚମ ଘରେ ଅଛନ୍ତି ତେଣୁ ଭଲ ପାଇବା ଜୀବନ ଭଲରେ ଜୀବ । କାରଣ ପ୍ରଥମ ଓ ପଞ୍ଚମ ଘର ଏକା ସହ ଅଛି । ଆପଣଙ୍କ ଚିନ୍ତା ଏକା ଭଳି ହେବ । ଆପଣଙ୍କ ଚିନ୍ତା ଏକା ସହ ହେବା ଦ୍ଵାରା ଆପଣଙ୍କ ଭଲ ପାଇବା ବଢିବ ।

କିନ୍ତୁ ସୂର୍ଯ୍ୟ ପଞ୍ଚମ ଘରେ ଥିବବା ଯୋଗୁଁ ଆପଣ ନିଜର ରାଗ କୁ ନିୟନ୍ତ୍ରଣ କରିବା କଥା । ଆପଣଙ୍କ ବିବାହ ଜୀବନ କଥା ଯଦି କହିବା ପାଇଁ ଯିବା ତ 7 ମ ହାର ହେଉଛି ବିବାହ ଘର ଆପଣଙ୍କ ସେହି ଘରେ ସୂର୍ଯ୍ୟ ରହି ଛନ୍ତି । ତେଣୁ ବିବାହ ଯୋଗ ମଧ୍ୟ ଅଛି ।

ତେବେ ଆପଣ ନିଜ ଜୀବନ ସାଥି ସହ ସମୟ ବିତାନ୍ତୁ ଓ ନିଜ ପାର୍ଟନର ଙ୍କ ଦେହ ଖରାପ ମଧ୍ୟ ହୋଇ ପାରେ ଆପଣ ଏହା ପାଇଁ ଏକ କାମ କରିବେ ଆପଣ ପ୍ରଥମେ ନିଜର ଓ ତାଙ୍କ କଥାକୁ ବୁଝିବା ପାଇଁ ଚେଷ୍ଟା ଅକରନ୍ତୁ କାରଣ ଶନି ଦେବ ଓ ସୂର୍ଯ୍ୟ ଙ୍କ ମତ ଏକା ନଥାଏ ତେଣୁ ଆପଣ ଏହାକୁ ସାଧା ସିଧା ସମସ୍ଯା ଭାବିକି ଚାଲିବାର ଭୁଲ କରିବେନି ।

ବିବାହ ଜୀବନରେ ଶମସ୍ୟା ଆସିବା କିନ୍ତୁ ଏହା ପ୍ପାରେ ଠିକ ହୋଇଯିବ ମଧ୍ୟ । ଆପଣଙ୍କ ଭାଗ୍ୟରେ କିଭଳି ପରିବର୍ତ୍ତନ ହେବ ଏହା ଆପଣ ଦେଖିବା ନିହାତି ଭାବେ ଜାଣିବା ଦରକାର । ଆପଣଙ୍କ ଭାଗ୍ୟରେ ଉର୍ଣ୍ଣତି ଅଛି କିନ୍ତୁ ଦେଖିବା ପାଇଁ ଯିବା ତ ଆମେ ନିଜର କାମ କୁ ପ୍ରାଧ୍ୟାନ୍ୟ ଦେବା ଦରକାର ।

ଆପଣ ଯଦି କାମକୁ ଠିକ ସେ ନିଜକୁ କାମ ପାଇଁ ପ୍ରସ୍ତୁତ କରିଥିବେ ତେବେ ଆପଣ ଭଲ ପରିଣାମ ପାଇବେ । ମୋଟା ମୋଟି ଭାବେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହା ଆପଣଙ୍କୁ ମିଶା ମିଶି ଫଳ ଦେବ ।

Leave a Reply

Your email address will not be published. Required fields are marked *