ନିଜ ଘର ବାଡ଼ିରେ ଜଦି ଏହି ଗଛ ଗୁଡିକ ଅଛି, ତେବେ ହୋଇଯାଆନ୍ତୁ ସାବଧାନ! ହୋଇପାରେ ଅକାଳ ମୃତ୍ୟୁ- Vaastu Tips

ବନ୍ଧୁଗଣ ଆପଣ ମାନଙ୍କ ଘରେ ହେଉ କି ବାଡି ରେ ହେଉ ବହୁତ ପ୍ରକାରର ଗଛ ନିଶ୍ଚୟ ଥିବା । କଣ ଆପଣ ମାନେ ଜାଣିଛନ୍ତି କି ଘର ର ବାଡି ରେ ଏମିତି କିଛି ଗଛ ରହିବା ଦ୍ଵାରା ଅନିଷ୍ଟ ହେବ ସହ ଘରେ କଳହ ଲାଗି ରହିଥାଏ । ଏମିତିକି ଯାହା ଆଣିଲେ ବି ଅଣ୍ଟେ ନାହି । ଏମିତି କିଛି ଗଛ ଅଛି ଯାହା ଘର ପାଇଁ କିଛି କ୍ଷେତ୍ର ରେ ଭଲ ହୋଇଥାଏ ତ ଆଉ କିଛି ଗଛ ଖରାପ ପ୍ରଭାବ ପକାଇ ଥାଏ । ଯାହା ଫଳରେ ଘରର ସଦସ୍ୟ ମାନଙ୍କ ଉପରେ କୁପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ଘର ଘର ବାଡି ରେ ରହିଲେ ଭଲ ଓ ଖରାପ ହୋଇଥାଏ ।

୧- କଣ୍ଟା ଜାତୀୟ ଗଛ : ଘରେ ଯଦି କଣ୍ଟା ଜାତୀୟ ଗଛ ଅଛି ତେବେ ତାହାକୁ କେବେ ବି ରଖନ୍ତୁ ନାହି । କାରଣ ଘର ସାମ୍ନା ରେ ସବୁ ବେଳେ କଣ୍ଟା ଜାତୀୟ ଗଛ ଦେଖିଲେ ଘୋର ଅନିଷ୍ଟ ହୋଇଥାଏ । ଘରକୁ ଯେତେ ବି ଟଙ୍କା ଆଣିଲେ ଅଣ୍ଟେ ନାହି । କଣ୍ଟା ଜାତୀୟ ଗଛ ଘରେ ରହିଲେ କଳହ ହେବାର ସମ୍ଭାବନା ଅଧିକ ଥାଏ । ଏହି ଗଛର କୁପ୍ରଭାବ ଅଧିକ ମାତ୍ରା ରେ ଦେଖା ଯାଇଥାଏ ।

୨- କନିଅର ଗଛ : ଆପଣ ମାନେ ସମସ୍ତେ କନିଅର ଗଛ ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ଗଛ ଯଦି ଆପଣଙ୍କ ବାଡି ରେ ଘରର ପଛ ପଟେ ରଖିଛନ୍ତି ତେବେ ଭୁଲରେ ବି ରଖନ୍ତୁ ନାହି । ଘର ଠାରୁ କୌଣସି ଦୂର ସ୍ଥାନରେ ରଖନ୍ତୁ । କୌଣସି ବାଡ ପାଖରେ ରଖନ୍ତୁ । ଘର ପାଖାପାଖି ବା ଚାରି ପଟେ କେବେ ବି କନିଅର ଗଛ ରଖନ୍ତୁ ନାହି । ଏହି ଗଛ ଘରେ ରହିଲେ ଅକାଳ ମୃତ୍ୟୁ ହେବାର ସମ୍ଭାବନା ଥାଏ ।

୩- ବର ଗଛ ଓ ଓସ୍ତ ଗଛ : ଆପଣ ମାନେ ନିଶ୍ଚୟ ବର ଓ ଓସ୍ତ ଗଛ ବିଷୟରେ ଜାଣିଥିବେ । ଆଉ ଏହି ୨ଟି ଗଛ ଯଦି ଆପଣଙ୍କ ଘରର ଚାରି ପଟେ ଅଛି ତେବେ ଘୋର ବିପଦ ମାଡି ଆସିଥାଏ । ଏହି ୨ଟି ଗଛକୁ କେବେ ବି ପାଖା ପାଖି ବା ସାମ୍ନା ରେ ରଖନ୍ତୁ ନାହି । ଗୋଟିଏ ଗଛ ରହିଲେ ଚାଲିବ ।

ଏହି ଗଛ ଥିଲେ ଘରେ ଘୋର ଅନିଷ୍ଟ ଘଟିଥାଏ । ତେଣୁ ଏହି ସବୁ ଗଛକୁ ଭୁଲରେ ବି ଘର ବାଡି ରେ ଆଖ ପାଖରେ ଲଗାନ୍ତୁ ନାହି କିମ୍ବା ରଖନ୍ତୁ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *