ରାସ୍ତା ରେ ପଡିଥିବା Coin କୁ ଆଣିଲେ କଣ ହେବ ? ଜାଣି ବିଶ୍ଵାସ ହେବନି

ବନ୍ଧୁଗଣ ଅନେକ ସମୟରେ ଆପଣମାନେ ଦେଖିଥିବେ ରାସ୍ତା ରେ ଯିବା ସମୟରେ କଏନ ପଡିଥାଏ । ୧ ଟଙ୍କା, ୨ ଟଙ୍କା କି ୫ ତାଙ୍କର କଏନ ପଡିଥାଏ ଯାହାକୁ କେହି କେହି ଘରକୁ ନେଇ ଆସିଥାନ୍ତି । କେହି କେହି ମନ୍ଦିରକୁ ଦାନ ବାକ୍ସ ରେ ଦେଇଥାନ୍ତି । ମନ୍ଦିର ର ଦାନ ବାକ୍ସ ଅଲଗା ହୋଇଥାଏ ଓ ଘରକୁ ଆଣିବା ଅଲଗା ହୋଇଥାଏ । ତେବେ ପ୍ରକୃତ କଥା ହେଉଛି କଏନ କୁ କେବେ ବି ଘରକୁ କିମ୍ବା ମନ୍ଦିର ରେ ଦାନ ଦେବା ଉଚିତ ନୁହେଁ । ଏହାର କାରଣ କଣ ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ତେବେ ରାସ୍ତା ରେ ପାଇଥିବା କଏନ କୁ ମନ୍ଦିର ବ ଘରକୁ ନ ଆଣିବାର କାରଣ ହେଉଛି ଲୁହା ଥାଏ କଏନ ରେ । ଆଉ ଯାହାର କଏନ  ହୋଇଥିବ ସେ କେଉଁ ଉପାୟରେ ତାହା ରୋଜଗାର କରିଛି କିମ୍ବା କେତେ ଦୁଖ ରହିଛି କିମ୍ବା ସେହି କଏନ ରେ କେତେ ସୁଖ ରହିଛି । କାରଣ ପ୍ରତେକ ଧନରେ ସୁଖ ଦୁଖ ରହିଥାଏ । ଯେଉଁ ବ୍ୟକ୍ତିଙ୍କର କଏନ ହୋଇଥିବ ତାଙ୍କର ବ୍ଯାଙ୍କ ବାଲାନ୍ସ କେତେ ରହିଛି ତାହା ଆମେ ଜାଣି ନ ଥାଉ । ସେଥିପାଇଁ ଆମେ ଯେବେ କଏନ କୁ ପାଇଥାଉ ଘରକୁ ଆଣିଥାଉ ।

ତେବେ ଆମ ଦୁଖ କି ସୁଖ ଆଣିଥାଉ ତାହା ଆମେ ଜାଣି ନ ଥାଏ । ଏମିତି ହୋଇପାରେ ଯେଉଁ ବ୍ୟକ୍ତିଙ୍କ ଟଙ୍କା ହଜିଛି ତାଙ୍କ ମନରେ ଯେଉଁ ଦୁଖ ରହିଥିବ ମୋ ଟଙ୍କା କୁଆଡେ ଗଲା ଯାହାକୁ ଆମେ ଜାଣି ନ ଥାଉ । ଲୁହାକୁ ଆମେ ଘରକୁ ଆଣିଲେ ମାନେ ଶନିଦେବ ଙ୍କୁ ଘରକୁ ଆଣିଥାଉ । ଆମେ ଘରକୁ ଯେଉଁ ବି ଲୁହା ଜିନିଷ ଆଣିଥାଉ ପଇସା ଦେଇ ଆଣିଥାଉ । କେବେ ବି ଘରକୁ ଲୁହା ବିନା ପଇସାରେ ଆଣିବା ଉଚିତ ନୁହେଁ । ଯାହାର ବି ଟଙ୍କା ହଜିଥାଏ ସେ କେବେ ଖୁସି ନ ଥାଏ ଦୁଖରେ ରହିଥାଏ ।

କଏନକୁ ଆଣିବା ସମୟରେ ଆମେ ପରିଶ୍ରମ କରି ନ ଥାଉ କି ପଇସା ଦେଉ ନ ଥାଏ । ଆପଣ ଯେଉଁ କାର୍ଯ୍ୟ ପାଇଁ ଚିନ୍ତା କରିଥିବେ ଯଦି କଏନକୁ ଘରକୁ ଆଣୁଛନ୍ତି ତେବେ ସେହି କାର୍ଯ୍ୟ କେବେ ବି ଆଉ ହେବ ନାହି । ସେହି କାର୍ଯ୍ୟ ଅଟକିଯିବ । କଏନକୁ ଆଣିବାର ମାନେ ଆମେ ଅନ୍ୟ କାହାର ଦୁଖକୁ ଆଣିଥାଉ ଆଉ ନିଜର ସୁଖ ସବୁ ଚାଲିଯାଏ । ଏମିତିକି ମନ୍ଦିର ରେ ହୋଇଥିବା ଟଙ୍କା ଦାନ ଦେବା ଉଚିତ ନୁହେଁ । ରାସ୍ତା ରେ କଏନ ପଡିଥିଲେ ସେମିତି ପଡିଥାଉ କେବେ ବି କଏନ ଉଠେଇକି ଆଣିବେ ନାହି ।

କଏନକୁ ଆଣିଲେ ଦୁଖର ଆଗମନ ହୁଏ ଓ ଶୁଭ କାର୍ଯ୍ୟ କି ଅଟକିଜାଏ । ଲୁହା ଜିନିଷରେ ଶନିଙ୍କର ପ୍ରଭାବ ଅଧିକ ରହିଥାଏ । କାରଣ ଶନି ହେଉଛନ୍ତି ନ୍ୟାୟାଦାତା ଯିଏ ମାନଙ୍କର କର୍ମ ଅନୁଯାୟୀ ଫଳ ଦେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *