ଘରର ମୁଖ୍ୟ ଦ୍ଵାରରେ ଏହି ଜିନିଷ ସବୁ ଭୁଲରେ ରଖନ୍ତୁ ନାହିଁ, ନଚେତ ଦାରିଦ୍ର୍ୟତା ପିଛା ଛାଡିବନି- Vaastu Tips

ବନ୍ଧୁଗଣ ଆଦି ଆପଣ ମାନେ ଦେବା ଦେବୀଙ୍କ କୃପା ପାଇବାକୁ ଚାହୁଁ ଛନ୍ତି ତେବେ ଘରର ମୁଖ୍ୟ ଦ୍ଵାରା ପ୍ରତି ବିଶେଷ ଭାବେ ଧ୍ୟାନ ଦିଅନ୍ତୁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଘରର ମୁଖ୍ୟ ଦ୍ଵାରା ପାଖରେ କିଛି ଏମିତି ଜିନିଷ ରଖୁଛନ୍ତି ତେବେ ଏହା ବାସ୍ତୁ ସମସ୍ଯା ଦେଖାଯିବା ସହ ଆର୍ଥିକ ହାନି ହୋଇଥାଏ । ଘରର ମୁଖ୍ୟ ଦ୍ଵାରା ରେ ଲୋକେ କିଛି ଏମିତି ଜିନିଷ ରଖିଥାନ୍ତି ଯାହା ଦ୍ଵାରା ଅସୁବିଧା ହେବ ସହ ଧନର ଅଭାବ ଦେଖାଯାଏ ।

ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହାକୁ ଘରର ମୁଖ୍ୟ ଦ୍ଵାର ଆଗରେ ଭୁଲରେ ବି ରଖିବା ଅନୁଚିତ । 1- ମନେ ରଖିବେ ଘର ଆଗରେ କେବେ ବି କଣ୍ଟା ଜାତୀୟ ଗଛ ରଖିବା ଉଚିତ ନୁହେଁ । ଯଦି ରଖିବେ ଏହା ଦ୍ଵାରା ଘରେ ପଜେଟିଭ ଊର୍ଜା ନଷ୍ଟ ହୋଇ ନେଗେଟିଭ ଉର୍ଜ କାର୍ଯ୍ୟ ରୁହେ । ଏହା ସହ ଘରେ ଝଗଡା ହେବା ସହ ରୋଗ ଗ୍ରାସ କରିଥାଏ । ତେଣୁ କଣ୍ଟା ଜାତୀୟ ଗଛ ଘର ଆଗରେ ରଖନ୍ତୁ ନାହି ।

2- ଘରେ ଭଙ୍ଗା ପଲଙ୍କ, ଚେୟାର, ଟେବଲ ଓ ଆଲମାରି ରଖନ୍ତୁ ନାହି । ଘରେ ଅନ୍ୟ କୌଣସି ଭଙ୍ଗା ଜିନିଷ ରଖନ୍ତୁ ନାହି । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେବ । ଧନର ଅଭାବ ଦେଖାଯିବ । ଗୃହକୁ ନେଗେଟିଭ ଊର୍ଜା ପ୍ରବେଶ କରିବେ । ସେଇ ଘରେ ସବୁବେଳେ ଦୁଖ ହିଁ ରହିବ ।

3- ଭଙ୍ଗା ବାସନ ଘରେ କେବେ ବି ରଖନ୍ତୁ ନାହି । ଯେଉଁ ବାସନ ବ୍ୟବହାର ନ ହେଉଛି ତାହାକୁ ତୁରନ୍ତ ବାହାର କରନ୍ତୁ । ନ ହେଲେ ଜୀବନ ସାରା ଦାରିଦ୍ରତା ଲାଗିବ ରହିବ ଓ ମାତା ଲକ୍ଷ୍ମୀ ଙ୍କ କୃପା ମିଳିବ ନାହି । ତା ସହ ଗୃହରେ ଧନର ଅଭାବ ସର୍ବଦା ଲାଗି ରହିବ । ସବୁବେଳେ ସ୍ବାମୀଙ୍କ ପାଖରେ ଯେତେ ଧନ ରୋଜଗାର କରିଲେ ବି ଅଭାବ ଦେଖାଯିବ । ଭଙ୍ଗା ବାସନ ଘରେ ରଖିଲେ ଶନିଦେବ କ୍ରୋଧିତ ହୋଇଥାନ୍ତି ।

୪- ଘରର ମୁଖ୍ୟ ଦ୍ଵାରା ସବୁବେଳେ ଧଳା ବା ହଳଦିଆ ରଙ୍ଗ ହେବା ଉଚିତ । ଲାଇଟ ରଙ୍ଗ ସବୁବେଳେ ଘରର ମୁଖ୍ୟ ଦ୍ଵାରା କରନ୍ତୁ । ଏହା ଦ୍ଵାରା ପଜେଟିଭ ଊର୍ଜା ଆସିଥାଏ ।

୫- ଘରର ମୁଖ୍ୟ ଦ୍ଵାରା ର ଦୁଇ ପଟେ ସ୍ଵସ୍ତିକ ଚିହ୍ନ ଆଙ୍କନ୍ତୁ । ଏହା ସହ ମୁଖ୍ୟ ଦ୍ବାରର ଉପର ଭାଗରେ ଓମ ଚିତ୍ର ବା ପଞ୍ଚମୁଖୀ ହନୁମାନ ଙ୍କ ଫୋଟୋ ଲଗାଇ ପାରିବେ ।

୬- ଘରର ମୁଖ୍ୟ ଦ୍ଵାରରେ ସହ ଘୋଡା ନାଲ ମୁଖ୍ୟ ଦ୍ଵାରା ରେ ଲଗାନ୍ତୁ । ଏହା ଦ୍ଵାରା ଶନିଦେବ ଙ୍କ କୃପା ଲାଭ ହେବା ସହ ସୁଖ ଶାନ୍ତି ରହିବ । ଏହା ସହ ଘରେ ଝଗଡା ହେବ ନାହି । ଘରର ବଡ ଲୋକଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *