ପ୍ରକୃତ ଜୀବନ ସାଥି କିଏ ହୋଇଥାଏ ? ଦେଖନ୍ତୁ Krishna Vani

ବନ୍ଧୁଗଣ ମଣିଷ ଜୀବନରେ କିଛି ନା କିଛି ସମସ୍ଯା ନିଶ୍ଚୟ ରହିଥାଏ । କିନ୍ତୁ ବିପଦ ସମୟରେ ଯିଏ ଦୁଖ ବୁଝିଥାଏ ବା ସାଥ ଦେଇଥାଏ ତାକୁ ପ୍ରକୃତ ମଣିଷ କୁହନ୍ତି । ଜୀବନରେ ସମସ୍ଯା ଯେମିତି ହୋଇଥାଉ ନା କାହିଁକି କିନ୍ତୁ ନିଜ ଲୋକଙ୍କର ସାଥ ହେବା ବହୁତ ଜରୁରୀ ହୋଇଥାଏ । ଯଦି ଜୀବନରେ ଖୁସି ଥାଏ ତେବେ ବଢି ଯାଇଥାଏ । ଦୁଖ ଯଦି ହୁଏ ତେବେ ବଢି ଯାଇଥାଏ ।

ନିଜ ଲୋକଙ୍କ ସହ ସମୟ କେତେବେଳେ ବିତିଯାଏ ତାହା ଜଣ ପଡେ ନାହି । ନିଜ ଲୋକ ଏମିତି ହୋଇଥାନ୍ତି ଯିଏ ପ୍ରତେକ ସୁଖ ଦୁଖରେ ସାଥ ଦେଇଥାନ୍ତି ଆଉ ସବୁବେଳେ ସାଙ୍ଗରେ ରହିଥାନ୍ତି । କିନ୍ତୁ ଥରେ ଭାବିଲେ ଯଦି ଆପଣଙ୍କୁ କେବେ ଏମିତି ଜାଗାରେ ଛାଡି ଦିଆଯିବ ଯେଉଁଠି କେହି ନିଜର କହିବାକୁ ନ ଥିବେ କିମ୍ବା କୌଣସି ସମ୍ପର୍କ ନ ଥିବା କିମ୍ବା ବନ୍ଧୁ ନ ଥିବ ତେବେ କଣ ହେବ ସ୍ଥିତି ।

ପ୍ରତେକ ମୂହୁର୍ତ୍ତ କାଟିବା ବହୁତ କଷ୍ଟକର ହୋଇ ପଡିବ ଏଭଳି ସ୍ଥିତି ରେ । ଏମିତି ସେତେବେଳେ ଯାଏଁ ହେବ ଯେବେ ଆପଣ କାହାକୁ ନିଜର କରି ନାହାନ୍ତି । କିନ୍ତୁ ସେତେବେଳେ ପ୍ରଶ୍ନ ମନରେ ଆସିଥାଏ କି ଆପଣଙ୍କର ନିଜର କିଏ ? ସେହି ଲୋକ ମାନେ ଯେଉଁ ମାନଙ୍କ ସହ ଆପଣଙ୍କର ରକ୍ତ ର ସମ୍ପର୍କ ଅଛି ନା ସେହି ବନ୍ଧୁ ମାନେ ଯେଉଁ ମାନଙ୍କ ସହ ଆପଣ ପିଲା ବେଳୁ ବଢି ଆସିଛନ୍ତି ସେମାନଙ୍କ ସହ ସମୟ ବିତାଇଛନ୍ତି କିମ୍ବା ସେହି ସାଥି ଯାହାଙ୍କ ସହ ଆପଣ କାମ କରୁଛନ୍ତି ।

ତେବେ ଏହି ସବୁ ମଧ୍ୟ ରୁ କିଏ ଆପଣଙ୍କର ନିଜର କେମିତି ଜାଣିବେ । ତେବେ ପ୍ରକୃତ କଥା ହେଉଛି ଏମାନଙ୍କ ମଧ୍ୟ ରୁ କେହି ବି ନିଜର ନୂଆହାନ୍ତି । ନିଜର ସେହି ବ୍ୟକ୍ତି ହୋଇଥାଏ ଯିଏ ବିପଦ ସମୟରେ କାମରେ ଆସିଥାନ୍ତି । ବିପତ୍ତି ସମୟରେ ଯିଏ ସାଥ ଦିଏ ସେ ହେଉଛି ନିଜର ବ୍ୟକ୍ତି । ନିଜ ଲୋକଙ୍କର ସାଥ କଷ୍ଟଦାୟକ ସ୍ଥିତି ରେ ଜଣା ପଡିଥାଏ ।

ମନେ ରଖିବେ ଦର୍ଶକ ବନ୍ଧୁ ନିଜ ଲୋକଙ୍କ ସହ ସମୟ କେତେବେଳେ କେମିତି ବିତିଯିବ ତାହା କେବେ ଜଣା ପଡେ ନାହି ଇନ୍ତୁ ସମୟ ଅନୁଯାୟୀ ନିଜର କିଏ ତାହା ନିଶ୍ଚୟ ଜଣା ପଡିଥାଏ । ନିଜ ଲୋକ ମାନଙ୍କର ସବୁବେଳେ ମନରୁ ଆଦର କରିବା ଉଚିତ । ସବୁବେଳେ ନିଜ ଲୋକ ମାନଙ୍କୁ ଚିହ୍ନିବାରେ ମଣିଷ ଭୁଲ କରି ଦେଇଥାଏ । କିନ୍ତୁ ସମୟ କ୍ରମେ ନିଜର କିଏ ପର କିଏ ତାହା ବୁଝା ପଡିଥାଏ ।

ପ୍ରକୃତ ବନ୍ଧୁ କିଏ ବା ନିଜର ବ୍ୟକ୍ତି କିଏ ତାହା ବିପଦ ସମସ୍ୟାରେ ହିଁ ଜଣା ପଡିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସତାହି ମାନଙ୍କ ସହ ସେଯାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *