ଦୁର୍ଗା ପୂଜା 2021: ଘରକୁ ନେଇଆସନ୍ତୁ ଏହି 5 ଟି ଜିନିଷ, ଧନର ବର୍ଷା ହେବ

ଶାରଦୀୟ ଦୂର୍ଗା ପୂଜାରେ ସବୁ ଲୋକ ମାନେ ମା ଦୂର୍ଗା ଙ୍କୁ ଡାକିକି ଏହି ଦଶେହରା ପର୍ବ କୁ ଆହୁରି ଭଲ କରି ଥାନ୍ତି । ଆପଣ ମାନେ ଏହି ଅକ୍ଟୋବର 15 ରେ ଆସୁଥିବା ଦୂର୍ଗା ପୂଜା ଆଗରୁ ନିଜ ଘରକୁ ନେଇ ଆସନ୍ତୁ ଏହି ଜିନିଷ ମାନେ । ଯାହା ଦ୍ଵାରା ଧନର ବର୍ଷା ହେବ । ଆମେ ମା ଦୂର୍ଗା ଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ପାଠ ସହ କିଛି ଖାସ ଉପାୟ ମଧ୍ୟ କରୁ । ଯାହା ଦ୍ଵାରା ସବୁ ଲୋକଙ୍କ ମନସ୍କାମନା ପୂରଣ କରିବେ ।

ଆପଣ ଯଦି ନିଜ ଜୀବନର ସମସ୍ଯା କୁ ଦୂରେଇ ଦେବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ଏହି 5 ଜିନିଷ ଭିତରୁ ଏକ ଜିନିଶ ଆଣି ମା ଦୂର୍ଗା ଙ୍କ ପାଖେ ପୂଜା କରି ଏହାକୁ ଏବେ ଆପଣ ନିଜ ପାଖେ ରଖନ୍ତୁ ଦେଖିବେ ଆପଣ ଧନବାନ ହେବେ । ପ୍ରଥମ ଜିନିଷ ହେଉଛି ରୂପାର ପଇସା । ଏହାକୁ ଆପଣ ପୂଜା କରି ମା ଦୂର୍ଗା ଙ୍କ ନାମରେ ରଖୀ ଦିଅନ୍ତୁ ନିଜ ଘରେ ଧନ ରଖୁ ଥିବା ଜାଗାରେ । ଯଦି ଆପଣଙ୍କୁ ଧନ ସମ୍ବନ୍ଧରେ ଆପଣଙ୍କ ଜୀବନରେ କିଛି ସମସ୍ଯା ଅଛି ତେବେ ଆପଣ ଧଳା କଉଡି ଆଣି ନିଜ ଘରେ ରଖୀ ନବ ରାତ୍ର ଚାଲିବା ଯାଏ ଏହାକୁ ପୂଜା କରି ନିଅନ୍ତୁ ଓ ଏହା ଶେଷ ହେବା ପରେ ଆପଣ ଏହା ପରେ ଆପଣ ଏହାକୁ ଲାଲୀ ରଙ୍ଗର କାନାରେ ବାନ୍ଧି ଏହାକାଉ ଆଲମାରି ରେ ରଖୀ ଦିଅନ୍ତୁ ।

ଆପଣ ଯଦି ମା ଲକ୍ଷ୍ମୀ ଓ ମା ଦୂର୍ଗା ଙ୍କୁ ପୂଜା କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ପଦ୍ମ ଫୁଲରେ ବସିଥିବା ମା ଲକ୍ଷ୍ମୀ ଙ୍କ ଫଟ କୁ ଆଣିକି ଏହାକୁ ଆପଣ ନିଜ ଘରେ ରାଖୀ ପୂଜା କରନ୍ତୁ । ଦେଖିବେ ଉଭୟ ମା ଦୂର୍ଗା ଓ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଯଦି ଆପଣଙ୍କ ମାନଙ୍କ ମଧ୍ୟରୁ କେହି ଏହି ସମୟରେ ଦକ୍ଷିଣ ମୁଖା ଶଙ୍ଖ ଆଣିକି ଏହାକୁ ପୂଜା କରି ଏହାକୁ ନିଜ ପୂଜା ଘରେ ରଖନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ । ଦକ୍ଷିଣ ବର୍ତ୍ତୀ ଶଙ୍ଖକୁ କେବେ ଖାଲି ରଖିବା କଥା ନୁହେଁ ତେଣୁ ଆପଣ ଏହି ମଧ୍ୟରେ ହଳଦିଆ ଚାଉଳ ଆଣିକି ରଖନ୍ତୁ ।

ଏହା ସହ ଆପଣ ବେଳେ ବେଳେ ଶ୍ରୀ ଜନ୍ତ୍ର ଆଣିକି ରଖୀ ପୂଜା କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଉପରେ ଭଗବାନ କୁବେର ଓ ମା ଲକ୍ଷ୍ମୀ ଙ୍କ ଦୟା ହେବା ପାଇଁ ଯାଉଛି । ଯାହା ଦ୍ଵାରା ଆପଣ ନିଜ ଜୀବନରେ ଖୁଶି ପାଇ ପାରିବେ । ଏହି ଯେଉଁ ଉପାୟ ମାନ ଆମେ ଆପଣଙ୍କୁ କହିଲୁ ଏହାକୁ ଆପଣ ଦୂର୍ଗା ପୂଜା ଆଗରୁ କରି ନେବା ଭଲ ହୋଇ ଥାଏ । ଆପଣ ଏହି ଦୂର୍ଗା ପୂଜାରେ ମା ଙ୍କ ଆଶୀର୍ବାଦ ସହ ଘରକୁ ଖୁଶି ଆଣନ୍ତୁ ।

Leave a Reply

Your email address will not be published. Required fields are marked *