ଘରେ ଶଙ୍ଖ ରଖିଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, କୋଟିପତି ହେବାରୁ କେହି ଅଟକାଇ ପାରିବେ ନାହିଁ

ବନ୍ଧୁଗଣ ପ୍ରତେକ ଙ୍କ ଘରେ ଶଙ୍ଖ ରହିଥାଏ । କିନ୍ତୁ ଶଙ୍ଖ ର ଠିକ ଭାବେ ବ୍ୟବହାର କରିଲେ ଶୁଭ ଫଳ ମିଳିଥାଏ । ପ୍ରାୟତଃ ଲୋକଙ୍କ ଘରେ ଗୋଟିଏ ଶଙ୍ଖ ରହିଥାଏ । କିନ୍ତୁ ମନେ ରଖିବେ ଘରେ ସବୁବେଳେ ଦୁଇଟି ଶଙ୍ଖ ରଖିବା ଉଚିତ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ କୃପା ମିଳିଥାଏ । ଘରେ ସାଧାରଣ ଶଙ୍ଖ ସମସ୍ତେ ରହିଥାନ୍ତି । ଏହା ସହ ଦକ୍ଷିଣାବର୍ତ୍ତୀ ଶଙ୍ଖ ମଧ୍ୟ ଘରେ ରଖିବା ଉଚିତ । ଏହା ଦ୍ଵାରା ଘରେ ସବୁବେଳେ ଧନ ବୃଦ୍ଧି ହୋଇଥାଏ ।

ଆଜି ଆମେ ଆପଣଙ୍କୁ କହିବୁ ଶଙ୍ଖ ଘରେ ରଖିଲେ କିପରି ବ୍ୟକ୍ତି କୋଟିପତି ହୋଇଥାଏ । ଦକ୍ଷିଣାବର୍ତ୍ତୀ ଶଙ୍ଖ କେବେ ବାଜଯାଏ ନାହି କେବଳ ପୂଜା କରାଯାଏ । ଏହାକୁ ଠାକୁର ଘରେ ରଖିବେ ଓ ତଳେ ରଖିବେ ନାହି । ଏହା ଦ୍ଵାରା ଧନ ଆଗମନର ରାସ୍ତା ମିଳିବ । ଏହା ସହ ସ୍ଥାୟୀ ଭାବେ ରୋଜଗାର ମିଳିବ । ଶଙ୍ଖ ବଜାଇବା ଦ୍ଵାରା ହାର୍ଟ ବିଟ ଠିକ ରହିବ ସହ ହାର୍ଟ ଆଟାକ, ଗ୍ଯାସ, ଏସିଡିଟି ଭଳି ସମସ୍ଯା ଦୂର ହୋଇଥାଏ ।

ସନ୍ଧ୍ୟା ଓ ସକାଳେ ସମୟରେ ଶଙ୍ଖ ନିହାତି ବଜାନ୍ତୁ । ସନ୍ଧ୍ୟାରେ କିନ୍ତୁ ନିହାତି ଶଙ୍ଖ ବଜାନ୍ତୁ ଘରେ । ନ ହେଲେ ଘରେ ନେଗେତିଭ ଶକ୍ତି ର ଊର୍ଜା ଦେଖାଯାଏ । ଉଁ ଘରେ ଶଙ୍ଖ ବଜାଯାଏ ଓ ପୂଜା କରାଯାଏ ସେହି ଘରେ ମା ଲକ୍ଷ୍ମୀ ସର୍ବଦା ସ୍ଥାୟୀ ଭାବେ ରହିବା ସହ ନେଗେଟିଭ ଶକ୍ତି ଦୂର ହୋଇଥାଏ । ଶଙ୍ଖ ନ ରହିଲେ ବ୍ୟାଧି, ରୋଗ ଆଦି ଲାଗି ରହିଥାଏ । ଯେଉଁ ମାନଙ୍କର ପାଟି ଟିକେ ଲାଗୁଥାଏ ସେମାନେ ନିହାତି ଶଙ୍ଖ ବଜାନ୍ତୁ ।

ଏହା ଦ୍ଵାରା ପାଟି ଜଲ୍ଦି ଫିଟିଥାଏ । ନାରୀ ଏମାନେ ଶଙ୍ଖ ବଜାଇବା ଦ୍ଵାରା ପାଚନ ଶକ୍ତି ବଢିବା ସହ ପେଟ ଜନିତ ସମସ୍ଯା ଦୂର ହେବ । ଏହା ବ୍ଯତୀତ ଶଙ୍ଖ ବଜାଇବା ଦ୍ଵାରା ମୁହଁ ରେ ବ୍ୟାୟାମ ହୁଏ ଓ କ୍ଳାନ୍ତି ଦୂର ହୋଇଥାଏ । ଯାହା ଦ୍ଵାରା ମୁହଁ ରେ ଗୋଟେ ଚମକ ଆସିଥାଏ । ଦେହ ନିଶ୍ଚୟ ଭଲ ରହିବ ଶଙ୍ଖ ବଜାଇବା ଦ୍ଵାରା । ଯେଉଁ ଘରେ ଶଙ୍ଖ ଥାଏ ସେଠାରେ ଧନ ଧାନ୍ୟ ପୂର୍ଣ୍ଣ ହୋଇ ରହିଥାଏ ।

ଯେବେ ଶଙ୍ଖ ବଜାଉଛନ୍ତି ସେତେବେଳେ ଧୋଇ କି ରହିବା ଉଚିତ । ଯଦି ପେଟ ଜନିତ ସମସ୍ଯା ରହୁଛି ତେବେ ଶଙ୍ଖ ର ପାଣି ନିଶ୍ଚୟ ସେବନ କରନ୍ତୁ । ଏହା ଦ୍ଵାରା ବହୁତ ବଡ ବଡ ରୋଗରୁ ଉପସମ ମିଳିବ । ଏହା ଛଡା ଶଙ୍ଖ କୁ ସବୁବେଳେ ସମ୍ମାନ ଦେବା ଉଚିତ । କାରଣ ଭଗବାନ ବିଶୁଣୁ ଧାରଣ କରିଥାନ୍ତି ଶଙ୍ଖ ।

ତେଣୁ ଶଙ୍ଖ କୁ ସବୁବେଳେ ଧୋଇ କି ରଖିବା ଉଚିତ । ଯେଉଁ ଶଙ୍ଖ ଖରାପ ହୋଇଛି ବା ନଷ୍ଟ ହୋଇଛି ବା ଭାଙ୍ଗି ଯାଇଛି ତେବେ ନଦୀରେ ପ୍ରଭାବିତ କରି ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *