ଗଣେଶ ଚତୁର୍ଥୀ ଦିନ ଘରକୁ ଆଣନ୍ତୁ ଏହି ୧ ଜିନିଷ ସମସ୍ତ ଦୁଃଖ ଦୂର ହେବ ଆସିଯିବ ଖୁସିର ଦିନ

ପ୍ରତେକ ବର୍ଷ ଭାଦ୍ରବ ମାସର ଚତୁର୍ଥୀ ତିଥି ଓ ଚିତ୍ରା ନକ୍ଷତ୍ର ଥିବବା ସମୟ ଖୁବ ଭଲ ଅଟେ ଭଗବାନ ଗଣେଶ ଭଗବାନ ଙ୍କ ପାଇଁ । ଏହି ଦିନ ତାଙ୍କୁ ଆରାଧନା କରିବାର ମାନେ ହେଉଛି କି ଆମେ ତାଙ୍କୁ ଏହି ଦିନ ପ୍ରକଟ ହେବାର କଥା ଶୁଣିଛେ ଓ ଲିପ୍ତ ଭାବେ ମଧ୍ୟ ପାଇଛେ କିଛି ପୁରାଣ ଓ ଗ୍ରନ୍ଥ ମାନଙ୍କ ରୁ । ଆପଣ ଜାଣି ଥିବେ କି ଭଗବାନ ଗଣେଶ ହେଉଛନ୍ତି ସବୁ ପାପ ଓ କଷ୍ଟ ର ହର୍ତ୍ତା କର୍ତ୍ତା । ଯଦି ଆମେ କିଛି ଭୁଲ କରିଛେ କିମ୍ବା କିଛି ସମସ୍ଯା ଅଛି ଆମ ଜୀବନରେ ତାହା ଭଗବାନ ଙ୍କ ଆଶୀର୍ବାଦ ରୁ ଶୁଭ ଫଳରେ ପରିଣତ ହୋଇଯିବ ।

ଯଦି ଆମେ ଦେଖିବା ଅପାଇନ ଯିବା ଭଗବାନ ଙ୍କ ପୂଜା ଦିନ କିଛି ଉପାୟ କରିବା ଦ୍ଵାରା ଆମ ଜୀବନରେ ସାମସ୍ୟା ଖୁବ ଶୀଘ୍ର ଦୂର ହୋଇ ଯାଇ ପାରେ । ଆଜି ଆମେ ସେହି ଭଳି କିଛି ସମସ୍ଯା କୁ ଦୂର କରିବା ପାଇଁ ଉପାୟ ମାନ କହିବା ପାଇଁ ଯାଉଛୁ । ଆପଣଙ୍କ ଘରେ ଆଗରୁ ଯଦି ଭଗବାନ ଙ୍କ ପ୍ରତିମା ଅଛି ତେବେ ଆପଣ ଏହାକୁ ଗଣେଶ ଚତୁର୍ଥୀ ଦିନ ଅଭିଷେକ କରାନ୍ତୁ । ଏହାକୁ ଆପଣ ପାଖ ମନ୍ଦିର ରେ ନେଇ କରାଇ ପାରିବେ କିମ୍ବା ନିଜ ଘରେ ମଧ୍ୟ କେଉଁ ପୁରୋହିତ ଙ୍କ ଦ୍ଵାରା କରାଇ ପାରିବେ । ଏହା ଅତ୍ୟନ୍ତ ଶୁଭ ଦାଇ ଅଟେ । ଏହା ସାହା ଆପଣ ଯଦି ଏହି ଦିନ ଭଗବାନ ଗଣେଶ ଜି ଙ୍କ ଜନ୍ତ୍ର କୁ ପୂଜା କରି ଏହାକୁ ଘରକୁ ଆଣିବେ ଏହା ମଧ୍ୟ ଖୁବ ଶୁଭ ଫଳ ପ୍ରଦାନ କରିବା ଆପଣଙ୍କୁ ।

ଆପଣ ଏହାକୁ ଯଦି ଗଣେଶ ଚତୁର୍ଥୀ ଦିନ ନକରି ପାରୁଛନ୍ତି ତେବେ ଏହାକୁ କେଉଁ ଭି ଶୁଭ ଦିନ ଦେଖି କରି ପାରିବେ । ମାତ୍ର ଏହି ଦିନ ବୁଧ ବାର ହୋଇ ଥିଲେ ଆହୁରି ଭଲ ହେବ ଆପଣଙ୍କ ପାଇଁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଥିବା ସବୁ ସମସ୍ଯା ଦୂର ହେବା ସହ ଘରକୁ ଆସୁଥିବା ନାକାରତ୍ମକ ଶକ୍ତି ମଧ୍ୟ ଦୂର ହୋଇ ଯାଇ ଥାଏ । ଆପଣ ଯଦି ଏହି ଦିନ ଏକ ହାଆଟି କୁ ସନ୍ତୁଷ୍ଟ କରି ଖାଦ୍ଯ ଖୁଆଇବେ ଓ ଏହା ପରେ ଆପଣ ଗଣେଶ ଭଗବାନ ଙ୍କ ମନ୍ଦିର ଯାଇ ପ୍ରାର୍ଥନା କରିବେ ଏହା ଦ୍ଵାରା ମଧ୍ୟ ଆପଣଙ୍କ ସବୁ ସମସ୍ଯା ଦୂର ହୋଇଯିବ ।

ଆପଣଙ୍କ ପାଇଁ ଯଦି ଆର୍ଥିକ ସମସ୍ଯା ଖୁବ ବଡ ହୋଇ ଥାଏ ତେବେ ଆପଣ କିଛି ଘିଅ ଓ ଗୁଡ କୁ ଆଣିକି ଭଗବାନ ଙ୍କ ପାଖରେ ଭୋଗ ଲଗାନ୍ତୁ ଓ ଏହାକୁ ପରେ କାହାକୁ ଦାନ କରି ଦିଅନ୍ତୁ ଦେଖିବେ ଏହା କରିବା ମାତ୍ରେ ଆପଣଙ୍କ ଘରେ ଥିବା ଧନର ସମସ୍ଯା ଦୂର ହୋଇ ଜୀବ । ଆପଣଙ୍କ ଧନର ଅଭାବ ଯଦି ହେଉଛି ଆପଣ ଯାହା କମଉଛନ୍ତି ଓ ଏହା ଆପଣଙ୍କ ପାଖେ ସଞ୍ଚିତ ହୋଇ ରହି ପାରୁନି ତେବେ ଆପଣ ଏକ ଖଣ୍ଡ ହଳଦି ନେଇ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ୨୧ ଟି ଦୁବ ଘାସ ସହ ବାନ୍ଧି ଏହାକୁ ଭଗବାନ ଙ୍କୁ ଅର୍ପଣ କରନ୍ତୁ । କେହି ବେମାର ଯଦି ଅଛି ଆପଣ କିଛି ଗୁଡ ଓ କଦଳୀ ପୂଜା କରି ଏହାକୁ ପାନ୍ତୁ ଓ ରୋଗୀକି ମଧ୍ୟ ଦିଅନ୍ତୁ ଦେଖିବେ ଭଲ ପରିଣାମ ପାଇବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *